Revelation 2
1 ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
2 ମୁଁ ତୁମ୍ଭର କାର୍ୟ୍ଯ ଜାଣେ, ତୁମ୍ଭେ ଯେ କଠିନ ପରିଶ୍ରମ କର ଓ ଅସୀମ ର୍ଧୈୟ୍ଯଧରି ରଖିଥାଅ। ତୁମ୍ଭେ ଯେ ମନ୍ଦ ଲୋକଙ୍କୁ ଗ୍ରହଣ କର ନାହିଁ, ଏହା ମଧ୍ଯ ମୁଁ ଜାଣେ। ଯେଉଁମାନେ ପ୍ରକୃତ ରେ ପ୍ ରରେିତ ନ ହେଲେ ହେଁ ନିଜକୁ ପ୍ ରରେିତ ବୋଲି କହନ୍ତି ; ସମାନଙ୍କେୁ ତୁମ୍ଭେ ପରୀକ୍ଷା କରିଛ ଏବଂ ସମାନେେ ଯେ ମିଥ୍ଯାବାଦୀ ଅଟନ୍ତି, ଏହା ତୁମ୍ଭେ ଚିହ୍ନି ପାରିଛ।
3 ମୁଁ ଜାଣେ ତୁମ୍ଭର ବହୁତ ର୍ଧୈୟ୍ଯ ଅଛି କାରଣ ତୁମ୍ଭେ ମାେ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବା ରେ ତୁମ୍ଭେ କ୍ଲାନ୍ତ ହାଇେ ପଡ଼ିନାହଁ।
4 କିନ୍ତୁ ତୁମ୍ଭ ବିରୁଦ୍ଧ ରେ ମାରେ ଏହି କଥା ଅଛି : ତୁମ୍ଭର ଆରମ୍ଭ ରେ ଯେଉଁ ପ୍ ରମେ ଥିଲା, ତୁମ୍ଭେ ସହେି ପ୍ ରମେ ହରାଇଛ।
5 ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହାଇେଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ୟ୍ଯଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତବେେ ମୁଁ ଆସି ତୁମ୍ଭର ଦୀପରୁଖାକୁ ତା'ର ସ୍ଥାନରୁ ଅଲଗା କରି ଦବେି।
6 ତୁମ୍ଭେ କେତକେ ଉତ୍ତମ କାର୍ୟ୍ଯ କରୁଛି। ତୁମ୍ଭେ ନିକଲାୟତୀୟମାନଙ୍କର କାର୍ୟ୍ଯ କଳାପକୁ ଘୃଣା କର। ମୁଁ ମଧ୍ଯ ସମାନଙ୍କେର କାର୍ୟ୍ଯକୁ ଘୃଣା କରେ।
7 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।
1 Unto the angel of the church of Ephesus write; These things saith he that holdeth the seven stars in his right hand, who walketh in the midst of the seven golden candlesticks;
2 I know thy works, and thy labour, and thy patience, and how thou canst not bear them which are evil: and thou hast tried them which say they are apostles, and are not, and hast found them liars:
3 And hast borne, and hast patience, and for my name’s sake hast laboured, and hast not fainted.
4 Nevertheless I have somewhat against thee, because thou hast left thy first love.
5 Remember therefore from whence thou art fallen, and repent, and do the first works; or else I will come unto thee quickly, and will remove thy candlestick out of his place, except thou repent.
6 But this thou hast, that thou hatest the deeds of the Nicolaitans, which I also hate.
7 He that hath an ear, let him hear what the Spirit saith unto the churches; To him that overcometh will I give to eat of the tree of life, which is in the midst of the paradise of God.
Revelation 2 in Tamil and English
1 ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
Unto the angel of the church of Ephesus write; These things saith he that holdeth the seven stars in his right hand, who walketh in the midst of the seven golden candlesticks;
2 ମୁଁ ତୁମ୍ଭର କାର୍ୟ୍ଯ ଜାଣେ, ତୁମ୍ଭେ ଯେ କଠିନ ପରିଶ୍ରମ କର ଓ ଅସୀମ ର୍ଧୈୟ୍ଯଧରି ରଖିଥାଅ। ତୁମ୍ଭେ ଯେ ମନ୍ଦ ଲୋକଙ୍କୁ ଗ୍ରହଣ କର ନାହିଁ, ଏହା ମଧ୍ଯ ମୁଁ ଜାଣେ। ଯେଉଁମାନେ ପ୍ରକୃତ ରେ ପ୍ ରରେିତ ନ ହେଲେ ହେଁ ନିଜକୁ ପ୍ ରରେିତ ବୋଲି କହନ୍ତି ; ସମାନଙ୍କେୁ ତୁମ୍ଭେ ପରୀକ୍ଷା କରିଛ ଏବଂ ସମାନେେ ଯେ ମିଥ୍ଯାବାଦୀ ଅଟନ୍ତି, ଏହା ତୁମ୍ଭେ ଚିହ୍ନି ପାରିଛ।
I know thy works, and thy labour, and thy patience, and how thou canst not bear them which are evil: and thou hast tried them which say they are apostles, and are not, and hast found them liars:
3 ମୁଁ ଜାଣେ ତୁମ୍ଭର ବହୁତ ର୍ଧୈୟ୍ଯ ଅଛି କାରଣ ତୁମ୍ଭେ ମାେ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବା ରେ ତୁମ୍ଭେ କ୍ଲାନ୍ତ ହାଇେ ପଡ଼ିନାହଁ।
And hast borne, and hast patience, and for my name’s sake hast laboured, and hast not fainted.
4 କିନ୍ତୁ ତୁମ୍ଭ ବିରୁଦ୍ଧ ରେ ମାରେ ଏହି କଥା ଅଛି : ତୁମ୍ଭର ଆରମ୍ଭ ରେ ଯେଉଁ ପ୍ ରମେ ଥିଲା, ତୁମ୍ଭେ ସହେି ପ୍ ରମେ ହରାଇଛ।
Nevertheless I have somewhat against thee, because thou hast left thy first love.
5 ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହାଇେଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ୟ୍ଯଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତବେେ ମୁଁ ଆସି ତୁମ୍ଭର ଦୀପରୁଖାକୁ ତା'ର ସ୍ଥାନରୁ ଅଲଗା କରି ଦବେି।
Remember therefore from whence thou art fallen, and repent, and do the first works; or else I will come unto thee quickly, and will remove thy candlestick out of his place, except thou repent.
6 ତୁମ୍ଭେ କେତକେ ଉତ୍ତମ କାର୍ୟ୍ଯ କରୁଛି। ତୁମ୍ଭେ ନିକଲାୟତୀୟମାନଙ୍କର କାର୍ୟ୍ଯ କଳାପକୁ ଘୃଣା କର। ମୁଁ ମଧ୍ଯ ସମାନଙ୍କେର କାର୍ୟ୍ଯକୁ ଘୃଣା କରେ।
But this thou hast, that thou hatest the deeds of the Nicolaitans, which I also hate.
7 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।
He that hath an ear, let him hear what the Spirit saith unto the churches; To him that overcometh will I give to eat of the tree of life, which is in the midst of the paradise of God.