Psalm 99 - BBE (Oriya)
1 The Lord is King; let the peoples be in fear: his seat is on the winged ones; let the earth be moved.ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।
2 The Lord is great in Zion; he is high over all the nations.ସଦାପ୍ରଭୁ ସିୟୋନରେ ମହାନ୍ ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
3 Let them give praise to your name, for it is great and to be feared; holy is he.ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା ଓ ଭୟ କରନ୍ତୁ, ଏହା ପବିତ୍ର ଅଟେ।
4 The king's power is used for righteousness; you give true decisions, judging rightly in the land of Jacob.ଶକ୍ତିଶାଳୀ ରାଜା ନ୍ଯାଯ ବିଚାରକୁ ଭଲପାନ୍ତି। ହେ ପରମେଶ୍ବର, ତୁମ୍ଭେ ନ୍ଯାଯ ସ୍ଥାପନ କରିଛ। ତୁମ୍ଭେ ଇଶ୍ରାୟେଲର ନ୍ଯାଯ ଓ ୟଥାର୍ଥ ସାଧନ କରିଅଛ।
5 Give high honour to the Lord our God, worshipping at his feet; holy is he.ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ପ୍ରଶଂସା କର। ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
6 Moses and Aaron among his priests, and Samuel among those who gave honour to his name; they made prayers to the Lord, and he gave answers to them.ମାଶାେ ଏବଂ ହାରୋଣ ତାଙ୍କର ୟାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶାମୁଯଲେ ଥିଲେ ଜଣେ ୟିଏକି, ପରମେଶ୍ବରଙ୍କ ନାମ ଦଇେ ପ୍ରାର୍ଥନା କରିଥିଲେ। ସମାନେେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ସେ ସମାନଙ୍କେୁ ଉତ୍ତର ଦେଲେ।
7 His voice came to them from the pillar of cloud; they kept his witness, and the law which he gave them.ପରମେଶ୍ବର ଉଚ୍ଚ ମେଘସ୍ତମ୍ଭ ମଧ୍ଯରୁ କହିଲେ, ସମାନେେ ତାଙ୍କର ଆଦେଶ ମାନିଲେ ଏବଂ ସେ ନିଯମ ବ୍ଯବସ୍ଥା ଦେଲେ।
8 You gave them an answer, O Lord our God; you took away their sin, though you gave them punishment for their wrongdoing.ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ତାଙ୍କ ପ୍ରାର୍ଥନାର ଉତ୍ତର ଦଲେ। ତୁମ୍ଭେ ସମାନଙ୍କେୁ ଦଖାଇେଲ ୟେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ବର ଏବଂ ତୁମ୍ଭେ ସମାନଙ୍କେର କୁକର୍ମ ପାଇଁ ଦଣ୍ଡ ଦିଅ।
9 Give high honour to the Lord our God, worshipping with your faces turned to his holy hill; for the Lord our God is holy.ତୁମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କର ପ୍ରଶଂସା କର। ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର। ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ବର ପବିତ୍ର ଅଟନ୍ତି।
Oriya Bible