Bible

Psalm 58 - WEB (Oriya)

1 > Do you indeed speak righteousness, silent ones? Do you judge blamelessly, you sons of men?ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?

2 No, in your heart you plot injustice. You measure out the violence of your hands in the earth.ନା, ତୁମ୍ଭେ କବଳେ ମନ୍ଦକାର୍ୟ୍ଯ କରିବା ପାଇଁ ଚିନ୍ତା କରୁଛ। ତୁମ୍ଭମାନେେ ନିଜେ ଏହି ଦେଶରେ ଅପରାଧ କରୁଛି।

3 The wicked go astray from the womb. They are wayward as soon as they are born, speaking lies.ସହେି ଦୁଷ୍ଟ ଲୋକମାନେ ଜନ୍ମ ହବୋ ମାତ୍ରେ ବିପଥଗାମୀ। ସମାନେେ ଜନ୍ମଠାରୁ ମିଥ୍ଯାବାଦୀ।

4 Their poison is like the poison of a snake; Like a deaf cobra that stops its ear,ସମାନଙ୍କେର କୋର୍ଧ ସର୍ପର ବିଷତୁଲ୍ଯ ବିପଦପୂର୍ଣ୍ଣ। ଆଉ ନାଗସାପ ପରି ୟିଏ ଶୁଣିପାରିବ ନାହିଁ, ସମାନେେ ସତ କଥା ଶୁଣିବାକୁ ବାରଣ କରନ୍ତି।

5 Which doesn't listen to the voice of charmers, No matter how skillful the charmer may be.ସାପୁଆକଳୋମାନଙ୍କର ବାଦ୍ଯ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। ଆଉ ସହେି ମନ୍ଦ ଲୋକମାନେ ସହେିପରି, ଯେତବେେଳେ ସମାନେେ ସମାନଙ୍କେର ମନ୍ଦ ଯୋଜନା କରନ୍ତି।

6 Break their teeth, God, in their mouth. Break out the great teeth of the young lions, Yahweh.ହେ ପରମେଶ୍ବର, ସହେି ଲୋକମାନେ ସିଂହ ପରି। ତଣେୁ ହେ ପରମେଶ୍ବର, ସମାନଙ୍କେର ଦାନ୍ତସବୁ ଭାଙ୍ଗି ଦିଅ।

7 Let them vanish as water that flows away. When they draw the bow, let their arrows be made blunt.ସମାନେେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହାଇେ ୟାଆନ୍ତୁ। ରାସ୍ତାର ଘାସ ତୁଲ୍ଯ ସମାନେେ ପଦଦଳିତ ହୁଅନ୍ତୁ।

8 Let them be like a snail which melts and passes away, Like the stillborn child, who has not seen the sun.ଶାମୁକା ଗତି କଲା ବେଳେ ତରଳି ୟିବା ପରି ସମାନେେ ତରଳି ୟାଆନ୍ତୁ। ସୂର୍ୟ୍ଯା ଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।

9 Before your pots can feel the heat of the thorns, He will sweep away the green and the burning alike.ଜ୍ବଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି ସମାନେେ ଶୀଘ୍ର ଧ୍ବଂସ ହୁଅନ୍ତି।

10 The righteous shall rejoice when he sees the vengeance. He shall wash his feet in the blood of the wicked;ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

11 So that men shall say, "Most assuredly there is a reward for the righteous. Most assuredly there is a God who judges the earth."ଯେତବେେଳେ ଏପରି ଘଟେ, ଲୋକମାନେ କହିବେ, ଏଣୁ ଯେଉଁ ଲୋକମାନେ ୟାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି। ସତରେ ପରମେଶ୍ବର ଅଛନ୍ତି, ୟିଏ ପୃଥିବୀ ଉପରେ ବିଚାର କରନ୍ତି।

Oriya Bible