Psalm 47:4 in Oriya

Oriya Oriya Bible Psalm Psalm 47 Psalm 47:4

Psalm 47:4
ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।

Psalm 47:3Psalm 47Psalm 47:5

Psalm 47:4 in Other Translations

King James Version (KJV)
He shall choose our inheritance for us, the excellency of Jacob whom he loved. Selah.

American Standard Version (ASV)
He chooseth our inheritance for us, The glory of Jacob whom he loved. Selah

Bible in Basic English (BBE)
He will give us our heritage, the glory of Jacob who is dear to him. (Selah.)

Darby English Bible (DBY)
He hath chosen our inheritance for us, the excellency of Jacob whom he loved. Selah.

Webster's Bible (WBT)
He shall subdue the people under us, and the nations under our feet.

World English Bible (WEB)
He chooses our inheritance for us, The glory of Jacob whom he loved. Selah.

Young's Literal Translation (YLT)
He doth choose for us our inheritance, The excellency of Jacob that He loves. Selah.

He
shall
choose
יִבְחַרyibḥaryeev-HAHR

לָ֥נוּlānûLA-noo
our
inheritance
אֶתʾetet

us,
for
נַחֲלָתֵ֑נוּnaḥălātēnûna-huh-la-TAY-noo
the
excellency
אֶ֥תʾetet
of
Jacob
גְּא֨וֹןgĕʾônɡeh-ONE
whom
יַעֲקֹ֖בyaʿăqōbya-uh-KOVE
he
loved.
אֲשֶׁרʾăšeruh-SHER
Selah.
אָהֵ֣בʾāhēbah-HAVE
סֶֽלָה׃selâSEH-la

Cross Reference

1 Peter 1:4
ପରମେଶ୍ବର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସହେି ଆଶୀର୍ବାଦଗୁଡ଼ିକ ସ୍ବର୍ଗ ରେ ତୁମ୍ଭ ପାଇଁ ସୁରକ୍ଷିତ। ସହେି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହବେ ନାହିଁ, ବା ଧ୍ବଂସ ପାଇବ ନାହିଁ କିଅବା ସଗେୁଡ଼ିକ ସମାନଙ୍କେର ସୌନ୍ଦର୍ୟ୍ଯ ହରାଇବେ ନାହିଁ।

Nahum 2:2
ସଦାପ୍ରଭୁ ଯାକୁବର ଶାେଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇଶ୍ରାୟେଲର ଶାେଭା ସଦୃଶ। ଶତୃ ସମାନଙ୍କେୁ ଧ୍ବଂସ କଲେ ଓ ସମାନଙ୍କେର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।

Amos 8:7
ସଦାପ୍ରଭୁ ଯାକୁବର ଗର୍ବକୁ ନଇେ ଶପଥ କରି କହିଲେ, ସହେି ଲୋକମାନେ ଯାହା କଲେ ଆମ୍ଭେ କବେେ ତାହା ପାଶୋରି ପାରିବା ନାହିଁ।

Amos 6:8
ମାରେ ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ଯବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର ଏହା ପ୍ରତିଜ୍ଞା କଲେ,

1 John 4:9
ଏହିପରି ଭାବରେ ପରମେଶ୍ବର ଆମ୍ଭକୁ ତାହାଙ୍କ ପ୍ ରମେ ଦଖାଇେଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ଯମ ରେ ଜୀବନ ପାଇପାରିବା।

Ephesians 2:4
କିନ୍ତୁ ପରମେଶ୍ବର ଆମ୍ଭକୁ ଅତିଶୟ ପ୍ ରମେ କଲେ କାରଣ ତାହାଙ୍କ ଦୟା ଅତି ମହାନ୍।

Hosea 14:4
ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।

Deuteronomy 7:6
କାରଣ ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ପବତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ମନୋନୀତ କରିଅଛନ୍ତି।

Ephesians 1:18
ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭମାନେେ ଈଶ୍ବରଙ୍କ ସମସ୍ତ ସତ୍ଯର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖାଲିେ ଦିଅନ୍ତୁ। ତା'ପରେ ତୁମ୍ଭମାନେେ ବୁଝି ପାରିବ ଯେ, କେଉଁ ବିଷୟ ରେ ଭରସା ରଖିବା ପାଇଁ ପରମେଶ୍ବର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭମାନେେ ବୁଝି ପାରିବ ଯେ ପରମେଶ୍ବର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ବର୍ୟ୍ଯପୂର୍ଣ୍ଣ ଅଟେ।

1 Corinthians 3:22
ପାଉଲ, କଫୋ ବା ପିତର ; ଜଗତ ଜୀବନ ବା ମୃତ୍ଯୁ ; ବର୍ତ୍ତମାନ ବା ଭବିଷ୍ଯତ ସମସ୍ତ ହିଁ ତୁମ୍ଭମାନଙ୍କର।

Matthew 25:34
ତା'ପରେ ରାଜା ତାହାଙ୍କ ଡ଼ାହାଣ ପଟ ରେ ଥିବା ଲୋକମାନଙ୍କୁ କହିବେ, 'ଆସ, ମାରେ ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ବର ତୁମ୍ଭକୁ ଯେଉଁ ରାଜ୍ଯ ଦବୋକୁ ପ୍ରତିଶ୍ରୁତି ଦଇେଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହବୋ କାଳରୁ ତୁମ୍ଭ ପାଇଁ ସେ ରାଜ୍ଯ ପ୍ରସ୍ତୁତ ହାଇେ ସାରିଛି।

Malachi 1:2
ସଦାପ୍ରଭୁ କହିଲେ, ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ ରମେ କରିଅଛୁ।

Ezekiel 20:6
ସହେିଦିନ ମୁଁ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଲି ଓ ସମାନଙ୍କେୁ ଏପରି ଏକ ଦେଶକୁ ନଇଗେଲି ଯେଉଁଠା ରେ ଦୁଗ୍ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧିଅରେ ଗୌରବମଯ ଥିଲା।

Jeremiah 3:19
ଆମ୍ଭେ ସଦାପ୍ରଭୁ କହୁଛୁ, 'ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ଯବହାର କରିବା, ନାନା ଦେଶୀଯମାନଙ୍କର ପରମ ରତ୍ନସ୍ବରୂପ ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା।' ପୁଣି ଆମ୍ଭେ କହିଲୁ, ତୁମ୍ଭମାନେେ ଆମ୍ଭକୁ 'ପିତା' ବୋଲି ଡ଼ାକିବ ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।

Isaiah 60:15
ତୁମ୍ଭେ ପରିତ୍ଯକ୍ତା ଓ ଘୃଣିତା ହାଇେଥିବାରୁ କହେି ତୁମ୍ଭ ମଧ୍ଯ ଦଇେ ୟାତାଯାତ କଲେ ନାହିଁ। ତା' ପରିବର୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାଯୀ ଗୌରବ ଓ ଅନକେ ପୁରୁଷାନୁକ୍ରମେ ଆନନ୍ଦସ୍ବରୂପ କରିବା।

Psalm 16:3
ସଦାପ୍ରଭୁ ୟାହାକିଛି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ। ସଦାପ୍ରଭୁ ପ୍ରକୃତରେ ଦଖାଇେ ଦିଅନ୍ତି ୟେ ସେ ସମାନଙ୍କେୁ ଭଲ ପାଆନ୍ତି।

Deuteronomy 33:3
ହଁ, ସେ ଲୋକମାନଙ୍କୁ ପ୍ ରମେ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସମାନେେ ତୁମ୍ଭର ଚରଣ ତଳେ ବସିଲେ। ପ୍ରେତ୍ୟକକ ଲୋକ ତକ୍ସ୍ଟମ୍ଭ ବାକ୍ଯ ଗ୍ରହଣ କରିବେ।

Deuteronomy 11:12
ସହେି ଦେଶ ବିଷଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ମନୋୟୋଗ କରନ୍ତି। ବର୍ଷର ଆରମ୍ଭରକ୍ସ୍ଟ ବର୍ଷର ଶଷେ ପର୍ୟ୍ଯନ୍ତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।