Base Word
סֶלָה
Short Definitionsuspension (of music), i.e., pause
Long Definitionto lift up, exalt
Derivationfrom H5541
International Phonetic Alphabetsɛˈlɔː
IPA modsɛˈlɑː
Syllableselâ
Dictionseh-LAW
Diction Modseh-LA
UsageSelah
Part of speechv

Psalm 3:2
ବହୁତ ଲୋକ ମାେ ବିରୁଦ୍ଧରେ କଥା ହେଉଛନ୍ତି। ସହେି ଲୋକମାନେ କହୁଛନ୍ତି, ପରମେଶ୍ବର ତାକୁ ରକ୍ଷା କରିପାରିବେ ନାହିଁ।

Psalm 3:4
ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାଙ୍କର ପବିତ୍ର ପର୍ବତରୁ ମାେତେ ଉତ୍ତର ଦବେେ।

Psalm 3:8
ହେ ସଦାପ୍ରଭୁ ଶଷେରେ ତୁମ୍ଭର ହିଁ ବିଜଯ ହବେ। ଦୟାକରି ତୁମ୍ଭର ଲୋକମାନଙ୍କ ଉପରେ ଆଶୀର୍ବାଦ କର।

Psalm 4:2
ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମାେ ବିରୁଦ୍ଧରେ ପ୍ରଚାର କରିବ। ତୁମ୍ଭମାନେେ କେତଦେିନ ନାନା ପ୍ରକାର ନୂଆ ନୂଆ ମିଥ୍ଯା କଥା ମାେ ବିଷଯରେ କହିବ। କାହିଁକି ତୁମ୍ଭମାନେେ ସହେି ମନ୍ଦ କଥା କହିବାକୁ ଭଲ ପାଉଛ।

Psalm 4:4
ୟଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି, ତୁମ୍ଭେ ବିଛଣାକୁ ଶାଇେବାକୁ ୟିବା ପୂର୍ବରୁ ସହେି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।

Psalm 7:5
ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।

Psalm 9:16
ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

Psalm 9:20
ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର। ସମାନେେ ଜାଣିବା ଉଚିତ୍ ୟେ ସମାନେେ କବଳେ ମନୁଷ୍ଯ ମାତ୍ର ଅଟନ୍ତି। -ସେଲା-

Psalm 20:3
ତୁମ୍ଭର ଉପହାର ସବୁ ୟାହା ତାଙ୍କ ଉଦ୍ଦେଶ୍ଯରେ ଅର୍ପିତ, ପରମେଶ୍ବର ତାକୁ ଗ୍ରହଣ କରନ୍ତୁ। ତୁମ୍ଭର ହାମବେଳୀକୁ ସେ ଗ୍ରହଣ କରନ୍ତୁ।

Psalm 21:2
ତୁମ୍ଭେ ସହେି ରାଜାକୁ ୟାହା ସେ ଚା ହେଁ ପ୍ରଦାନ କର। ହେ ସଦାପ୍ରଭୁ ସହେି ରାଜା ତୁମ୍ଭ ନିକଟରୁ କିଛି ଚାହିଁଥିଲା ଓ ତୁମ୍ଭେ ତା'ର ସକଳ ଇଚ୍ଛା ପୂରଣ କଲ।

Occurences : 74

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்