Psalm 43

1 ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।

2 ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।

3 ହେ ପରମେଶ୍ବର, ତୁମ୍ଭର ଆ ଲୋକ ଓ ସତ୍ଯତାର ବାର୍ତ୍ତା ମାେ ନିକଟକୁ ପ୍ରରେିତ ହେଉ। ତୁମ୍ଭର ଆଲୋକ ଓ ସତ୍ଯତା ମାରେ ପଥ ପ୍ରଦର୍ଶକ ହେଉ। ସମାନେେ ମାେତେ ବାଟ ଦଖାଇେ ତୁମ୍ଭର ପବିତ୍ର ପର୍ବତକୁ ନଇେଯିବେ। ସମାନେେ ମାେତେ ତୁମ୍ଭର ପବିତ୍ର ଗୃହକୁ ପଥ ଦଖାଇବେେ।

4 ମୁଁ ପରମେଶ୍ବରଙ୍କ ୟଜ୍ଞବଦେୀ ନିକଟକୁ ଆସିବି। ମୁଁ ପରମେଶ୍ବରଙ୍କ ନିକଟକୁ ୟିବି, ୟିଏ ମାେତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ଏହି ବୀଣା ବାଦ୍ଯୟନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

5 ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।

1 Judge me, O God, and plead my cause against an ungodly nation: O deliver me from the deceitful and unjust man.

2 For thou art the God of my strength: why dost thou cast me off? why go I mourning because of the oppression of the enemy?

3 O send out thy light and thy truth: let them lead me; let them bring me unto thy holy hill, and to thy tabernacles.

4 Then will I go unto the altar of God, unto God my exceeding joy: yea, upon the harp will I praise thee, O God my God.

5 Why art thou cast down, O my soul? and why art thou disquieted within me? hope in God: for I shall yet praise him, who is the health of my countenance, and my God.