Psalm 132

fullscreen1 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର।

fullscreen2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନଲେେ, ଦାଉଦ ୟାକୁବର ଶକ୍ତିମାନ୍ ପରମେଶ୍ବରଙ୍କଠାରେ ଏକ ବିଶଷେ ପ୍ରତିଜ୍ଞା କଲେ।

fullscreen3 ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ୟ୍ଯନ୍ତ ସର୍ବଶକ୍ତିମାନ ୟାକୁବର ପରମେଶ୍ବରଙ୍କ ପାଇଁ ଏକ ତମ୍ବୁ କରିବି।

fullscreen4 ମୁଁ ଶଯନ କରିବି ନାହିଁ। ମୁଁ ମାରେ ଚକ୍ଷୁକୁ ବିଶ୍ରାମ ଦବେି ନାହିଁ।

fullscreen5 ମୁଁ ମାରେ ଗୃହକୁ ୟିବି ନାହିଁ ଏବଂ ମୁଁ ମାେ ବିଛଣାରେ ରହିବି ନାହିଁ।

fullscreen6 ଦେଖ ଆମ୍ଭମାନେେ ଇଫ୍ରାଥାରେ ନିଯମ-ସିନ୍ଦୁକ ବିଷଯରେ ଶୁଣିଲୁ। ଆମ୍ଭମାନେେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।

fullscreen7 ଚାଲ ସହେି ପବିତ୍ର ତମ୍ବୁକୁ ୟିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।

fullscreen8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ୟାଅ, ସିନ୍ଦୁକ ସହିତ ୟାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।

fullscreen9 ସଦାପ୍ରଭୁ ତୁମ୍ଭର ୟାଜକମାନେ ବିଜଯ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।

fullscreen10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ଯାଗ କର ନାହିଁ।

fullscreen11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।

fullscreen12 ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।

fullscreen13 ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।

fullscreen14 ସଦାପ୍ରଭୁ କହିଲେ, ଏହା ଚିରକାଳ ମାରେ ବିଶ୍ରାମସ୍ଥାନ ହବେ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଚାହୁଁ।

fullscreen15 ଆମ୍ଭେ ସହେି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସଠାେକାର ଗରିବମାନେ ମଧ୍ଯ ପ୍ରଚୁର ଖାଦ୍ୟ ପାଇବେ।

fullscreen16 ଆମ୍ଭେ ତାଙ୍କର ୟାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ବନି କରିବେ।

fullscreen17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ।

1 Lord, remember David, and all his afflictions:

2 How he sware unto the Lord, and vowed unto the mighty God of Jacob;

3 Surely I will not come into the tabernacle of my house, nor go up into my bed;

4 I will not give sleep to mine eyes, or slumber to mine eyelids,

5 Until I find out a place for the Lord, an habitation for the mighty God of Jacob.

6 Lo, we heard of it at Ephratah: we found it in the fields of the wood.

7 We will go into his tabernacles: we will worship at his footstool.

8 Arise, O Lord, into thy rest; thou, and the ark of thy strength.

9 Let thy priests be clothed with righteousness; and let thy saints shout for joy.

10 For thy servant David’s sake turn not away the face of thine anointed.

11 The Lord hath sworn in truth unto David; he will not turn from it; Of the fruit of thy body will I set upon thy throne.

12 If thy children will keep my covenant and my testimony that I shall teach them, their children shall also sit upon thy throne for evermore.

13 For the Lord hath chosen Zion; he hath desired it for his habitation.

14 This is my rest for ever: here will I dwell; for I have desired it.

15 I will abundantly bless her provision: I will satisfy her poor with bread.

16 I will also clothe her priests with salvation: and her saints shall shout aloud for joy.

17 There will I make the horn of David to bud: I have ordained a lamp for mine anointed.

Psalm 132 in Tamil and English

1 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ୍ କାର୍ୟ୍ଯକୁ ସ୍ମରଣ କର।
Lord, remember David, and all his afflictions:

2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନଲେେ, ଦାଉଦ ୟାକୁବର ଶକ୍ତିମାନ୍ ପରମେଶ୍ବରଙ୍କଠାରେ ଏକ ବିଶଷେ ପ୍ରତିଜ୍ଞା କଲେ।
How he sware unto the Lord, and vowed unto the mighty God of Jacob;

3 ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ୟ୍ଯନ୍ତ ସର୍ବଶକ୍ତିମାନ ୟାକୁବର ପରମେଶ୍ବରଙ୍କ ପାଇଁ ଏକ ତମ୍ବୁ କରିବି।
Surely I will not come into the tabernacle of my house, nor go up into my bed;

4 ମୁଁ ଶଯନ କରିବି ନାହିଁ। ମୁଁ ମାରେ ଚକ୍ଷୁକୁ ବିଶ୍ରାମ ଦବେି ନାହିଁ।
I will not give sleep to mine eyes, or slumber to mine eyelids,

5 ମୁଁ ମାରେ ଗୃହକୁ ୟିବି ନାହିଁ ଏବଂ ମୁଁ ମାେ ବିଛଣାରେ ରହିବି ନାହିଁ।
Until I find out a place for the Lord, an habitation for the mighty God of Jacob.

6 ଦେଖ ଆମ୍ଭମାନେେ ଇଫ୍ରାଥାରେ ନିଯମ-ସିନ୍ଦୁକ ବିଷଯରେ ଶୁଣିଲୁ। ଆମ୍ଭମାନେେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
Lo, we heard of it at Ephratah: we found it in the fields of the wood.

7 ଚାଲ ସହେି ପବିତ୍ର ତମ୍ବୁକୁ ୟିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
We will go into his tabernacles: we will worship at his footstool.

8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ୟାଅ, ସିନ୍ଦୁକ ସହିତ ୟାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
Arise, O Lord, into thy rest; thou, and the ark of thy strength.

9 ସଦାପ୍ରଭୁ ତୁମ୍ଭର ୟାଜକମାନେ ବିଜଯ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
Let thy priests be clothed with righteousness; and let thy saints shout for joy.

10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ଯାଗ କର ନାହିଁ।
For thy servant David’s sake turn not away the face of thine anointed.

11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
The Lord hath sworn in truth unto David; he will not turn from it; Of the fruit of thy body will I set upon thy throne.

12 ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।
If thy children will keep my covenant and my testimony that I shall teach them, their children shall also sit upon thy throne for evermore.

13 ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
For the Lord hath chosen Zion; he hath desired it for his habitation.

14 ସଦାପ୍ରଭୁ କହିଲେ, ଏହା ଚିରକାଳ ମାରେ ବିଶ୍ରାମସ୍ଥାନ ହବେ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଚାହୁଁ।
This is my rest for ever: here will I dwell; for I have desired it.

15 ଆମ୍ଭେ ସହେି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସଠାେକାର ଗରିବମାନେ ମଧ୍ଯ ପ୍ରଚୁର ଖାଦ୍ୟ ପାଇବେ।
I will abundantly bless her provision: I will satisfy her poor with bread.

16 ଆମ୍ଭେ ତାଙ୍କର ୟାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ବନି କରିବେ।
I will also clothe her priests with salvation: and her saints shall shout aloud for joy.

17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ।
There will I make the horn of David to bud: I have ordained a lamp for mine anointed.