Psalm 131:3
ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
Psalm 131:3 in Other Translations
King James Version (KJV)
Let Israel hope in the LORD from henceforth and for ever.
American Standard Version (ASV)
O Israel, hope in Jehovah From this time forth and for evermore. Psalm 132 A Song of Ascents.
Bible in Basic English (BBE)
O Israel, have hope in the Lord, from this time and for ever.
Darby English Bible (DBY)
Let Israel hope in Jehovah, from henceforth and for evermore.
World English Bible (WEB)
Israel, hope in Yahweh, From this time forth and forevermore.
Young's Literal Translation (YLT)
Israel doth wait on Jehovah, From henceforth, and unto the age!
| Let Israel | יַחֵ֣ל | yaḥēl | ya-HALE |
| hope | יִ֭שְׂרָאֵל | yiśrāʾēl | YEES-ra-ale |
| in | אֶל | ʾel | el |
| Lord the | יְהוָ֑ה | yĕhwâ | yeh-VA |
| from henceforth | מֵֽ֝עַתָּ֗ה | mēʿattâ | MAY-ah-TA |
| and for | וְעַד | wĕʿad | veh-AD |
| ever. | עוֹלָֽם׃ | ʿôlām | oh-LAHM |
Cross Reference
Psalm 130:7
ହେ ଇଶ୍ରାୟେଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ୟିଏକି ବିଶ୍ବାସୀ ଏବଂ ସତ୍ଯ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
Psalm 146:5
କିନ୍ତୁ ସହେିମାନେ ଭାଗ୍ଯବାନ୍ ଯେଉଁମାନଙ୍କର ୟାକୁବର ପରମେଶ୍ବର ଅଛନ୍ତି, ସହେିମାନଙ୍କୁ ସାହାୟ୍ଯ କରିବା ପାଇଁ, ସହେିମାନେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
Isaiah 26:4
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କଠା ରେ ସଦାକାଳ ନିର୍ଭର ରଖ, କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।
Psalm 115:9
ହେ ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ବାସ କର। ସଦାପ୍ରଭୁ ହେଉଛନ୍ତି ସମାନଙ୍କେର ଶକ୍ତି ଓ ଢ଼ାଲ।
Psalm 115:18
ମାତ୍ର ଆମ୍ଭମାନେେ ଆଜିଠାରୁ ଚିରକାଳ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ଧନ୍ଯବାଦ କରିବା। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।
Jeremiah 17:7
ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।