Psalm 120

fullscreen1 ମୁଁ ଆପଣା ବିପଦ ସମଯରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମାେତେ ଉତ୍ତର ଦେଲେ।

fullscreen2 ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ନ ଥିଲା।

fullscreen3 ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?

fullscreen4 ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସୈନିକର ତୀକ୍ଷ୍ମ ଶର ଓ ଗରମ କୋଇଲା ପରମେଶ୍ବର ଆଣିବେ।

fullscreen5 ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।

fullscreen6 ଶାନ୍ତି ଘୃଣାକାରୀମାନଙ୍କ ସହିତ ମୁଁ ଦୀର୍ଘଦିନଧରି ବାସ କରିଅଛି।

1 In my distress I cried unto the Lord, and he heard me.

2 Deliver my soul, O Lord, from lying lips, and from a deceitful tongue.

3 What shall be given unto thee? or what shall be done unto thee, thou false tongue?

4 Sharp arrows of the mighty, with coals of juniper.

5 Woe is me, that I sojourn in Mesech, that I dwell in the tents of Kedar!

6 My soul hath long dwelt with him that hateth peace.

Psalm 120 in Tamil and English

1 ମୁଁ ଆପଣା ବିପଦ ସମଯରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମାେତେ ଉତ୍ତର ଦେଲେ।
In my distress I cried unto the Lord, and he heard me.

2 ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ନ ଥିଲା।
Deliver my soul, O Lord, from lying lips, and from a deceitful tongue.

3 ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?
What shall be given unto thee? or what shall be done unto thee, thou false tongue?

4 ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସୈନିକର ତୀକ୍ଷ୍ମ ଶର ଓ ଗରମ କୋଇଲା ପରମେଶ୍ବର ଆଣିବେ।
Sharp arrows of the mighty, with coals of juniper.

5 ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।
Woe is me, that I sojourn in Mesech, that I dwell in the tents of Kedar!

6 ଶାନ୍ତି ଘୃଣାକାରୀମାନଙ୍କ ସହିତ ମୁଁ ଦୀର୍ଘଦିନଧରି ବାସ କରିଅଛି।
My soul hath long dwelt with him that hateth peace.