Psalm 118:20 in Oriya

Oriya Oriya Bible Psalm Psalm 118 Psalm 118:20

Psalm 118:20
ଏହିସବୁ ସଦାପ୍ରଭୁଙ୍କର ଦ୍ବାର ସମୂହ। କବଳେ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିପାରିବେ।

Psalm 118:19Psalm 118Psalm 118:21

Psalm 118:20 in Other Translations

King James Version (KJV)
This gate of the LORD, into which the righteous shall enter.

American Standard Version (ASV)
This is the gate of Jehovah; The righteous shall enter into it.

Bible in Basic English (BBE)
This is the door of the Lord's house; the workers of righteousness will go in through it.

Darby English Bible (DBY)
This is the gate of Jehovah: the righteous shall enter therein.

World English Bible (WEB)
This is the gate of Yahweh; The righteous will enter into it.

Young's Literal Translation (YLT)
This `is' the gate to Jehovah, The righteous enter into it.

This
זֶֽהzezeh
gate
הַשַּׁ֥עַרhaššaʿarha-SHA-ar
of
the
Lord,
לַיהוָ֑הlayhwâlai-VA
righteous
the
which
into
צַ֝דִּיקִ֗יםṣaddîqîmTSA-dee-KEEM
shall
enter.
יָבֹ֥אוּyābōʾûya-VOH-oo
בֽוֹ׃voh

Cross Reference

Revelation 21:24
ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଚାଲିବେ। ପୃଥିବୀର ରାଜାମାନେ ସମାନଙ୍କେର ଐଶ୍ବର୍ୟ୍ଯ ଏହି ନଗରୀକୁ ଦବେେ।

Psalm 24:3
କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ୟାଇପାରିବ ? କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରିପାରିବ ?

Psalm 24:7
ହେ ନଗର ଫାଟକ ତୁମ୍ଭର ମସ୍ତକ ଟକେ। ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମଯ ରାଜା ପ୍ରବେଶ କରିବେ।

Psalm 24:9
ହେ ଫାଟକ ସବୁ ଖାଲିେ ୟାଅ। ହେ ପ୍ରାଚୀନ ଦ୍ବାର ସବୁ ଖାଲିେ ଦିଅ ଏବଂ ଗୌରବମଯ ରାଜା ପ୍ରବେଶ କରିବେ।

Isaiah 26:2
ସହେି ଦ୍ବାର ଉନ୍ମୁକ୍ତ କର ଯେପରି ଧାର୍ମିକ ଓ ପରମେଶ୍ବରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରିପାରିବେ।

Revelation 22:14
ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସମାନେେ ଧନ୍ଯ ହବେେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସମାନଙ୍କେର ଅଧିକାର ରହିଛି। ସମାନେେ ନଗରୀ ଭିତରକୁ ନଗରୀ ଦ୍ବାର ଦଇେ ପ୍ରବେଶ କରିପାରିବେ।

Isaiah 35:8
ପୁଣି ସେତବେେଳେ ସଠାେ ରେ ରାଜଦଣ୍ଡ ଓ ପଥ ହବେ ଯାହାକି ପବିତ୍ରତାର ପଥ ବୋଲି ବିଖ୍ଯାତ ହବେ। ତାହା ଉପ ରେ କବଳେ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଚାରୀ ଓ ଅଜ୍ଞାନମାନେ ସେ ପଥରେ ଯିବେ ନାହିଁ।