Base Word
שַׁעַר
Short Definitionan opening, i.e., door or gate
Long Definitiongate
Derivationfrom H8176 in its original sense
International Phonetic Alphabetʃɑˈʕɑr
IPA modʃɑˈʕɑʁ
Syllablešaʿar
Dictionsha-AR
Diction Modsha-AR
Usagecity, door, gate, port, × porter
Part of speechn-m

Genesis 19:1
ସହେି ସଂଧ୍ଯା ରେ ଦୁଇଜଣ ସ୍ବର୍ଗଦୂତ ସଦୋମ ରେ ଉପସ୍ଥିତ ହେଲେ। ସହେି ସମୟରେ ଲୋଟ ନଗରଦ୍ବାର ଫାଟକ ନିକଟରେ ବସିଥିଲେ। ସେ ଯେତବେେଳେ ସ୍ବର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସମାନଙ୍କେୁ ପ୍ରଣାମ କଲେ।

Genesis 22:17
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।

Genesis 23:10
ସହେି ସମୟରେ ଇଫ୍ରୋଣ ସହେି ଲୋକମାନଙ୍କ ମଧିଅରେ ବସିଥିଲା। ତେଣୁ ହତରେ ଇଫ୍ରୋଣ ଆପଣା ନଗର ବହି ଦ୍ବାର ପ୍ରବେଶକାରୀ ହତରେ ସନ୍ତାନ ସମସ୍ତଙ୍କ ସାକ୍ଷାତ ରେ ଅବ୍ରହାମଙ୍କୁ ଉତ୍ତର ଦଲୋ।

Genesis 23:18
ଏହି ଚୁକ୍ତି ନଗର ଫାଟକରେ ହତରେ ଲୋକମାନଙ୍କ ଆଗ ରେ କରାଗଲା।

Genesis 24:60
ଯେତବେେଳେ ରିବିକା ସହେି ସ୍ଥାନ ଛାଡ଼ିଲା ସମାନେେ ତାଙ୍କୁ ଆଶୀର୍ବାଦ କରି କହିଲେ,

Genesis 28:17
ଯାକୁବ ଭୟ କଲେ ଓ ସେ କହିଲେ, ଏହିସ୍ଥାନ ଭୟାନକ ଅଟେ। ଏହା ପରମେଶ୍ବରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ବର୍ଗର ଦ୍ବାର।

Genesis 34:20
ହ ମାରେ ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲା। ସମାନେେ ସହେି ସହରର ଲୋକମାନଙ୍କୁ କହିଲେ,

Genesis 34:24
ସଭାସ୍ଥଳ ରେ ସମସ୍ତ ଲୋକ ଏହି କଥା ଶୁଣି ରାଜି ହାଇଗେଲେ। ହ ମାରେଓ ଶିଖିମ କଥା ରେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।

Genesis 34:24
ସଭାସ୍ଥଳ ରେ ସମସ୍ତ ଲୋକ ଏହି କଥା ଶୁଣି ରାଜି ହାଇଗେଲେ। ହ ମାରେଓ ଶିଖିମ କଥା ରେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।

Exodus 20:10
ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ଯା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ବାରବର୍ତ୍ତୀ ବିଦେଶୀ କହେି କୌଣସି କାର୍ୟ୍ଯ କରିବ ନାହିଁ।

Occurences : 374

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்