Psalm 105:29 in Oriya

Oriya Oriya Bible Psalm Psalm 105 Psalm 105:29

Psalm 105:29
ସେ ସମାନଙ୍କେର ଜଳକୁ ରକ୍ତ କଲେ ଓ ସମାନଙ୍କେର ମାଛସବୁ ମରିଗଲେ।

Psalm 105:28Psalm 105Psalm 105:30

Psalm 105:29 in Other Translations

King James Version (KJV)
He turned their waters into blood, and slew their fish.

American Standard Version (ASV)
He turned their waters into blood, And slew their fish.

Bible in Basic English (BBE)
At his word their waters were turned to blood, and he sent death on all their fish.

Darby English Bible (DBY)
He turned their waters into blood, and caused their fish to die.

World English Bible (WEB)
He turned their waters into blood, And killed their fish.

Young's Literal Translation (YLT)
He hath turned their waters to blood, And putteth to death their fish.

He
turned
הָפַ֣ךְhāpakha-FAHK

אֶתʾetet
their
waters
מֵימֵיהֶ֣םmêmêhemmay-may-HEM
blood,
into
לְדָ֑םlĕdāmleh-DAHM
and
slew
וַ֝יָּ֗מֶתwayyāmetVA-YA-met

אֶתʾetet
their
fish.
דְּגָתָֽם׃dĕgātāmdeh-ɡa-TAHM

Cross Reference

Exodus 7:20
ତେଣୁ ମାଶାେ ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁ ସେ ରେ କାର୍ୟ୍ଯ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ବାରା ନିଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଚାରୀମାନଙ୍କ ସମ୍ମୁଖ ରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତ ରେ ପରିଣତ ହାଇଗେଲା।

Psalm 78:44
ପରମେଶ୍ବର ନଦୀର ଜଳକୁ ରକ୍ତ ସୋର୍ତରେ ପରିଣତ କଲେ। ମିଶରୀଯମାନେ ପିଇବା ପାଇଁ ପାଣି ପାଇଲେ ନାହିଁ।

Isaiah 50:2
ଆମ୍ଭେ ଆସିଲା ବେଳେ କାହିଁକି କହେି ଉପସ୍ଥିତ ନ ଥିଲ ? ଆମ୍ଭେ ଡ଼ାକିଲା ବେଳେ କହେି ଉତ୍ତର ଦବୋକୁ କାହିଁକି ନ ଥିଲ ? ଆମ୍ଭର ହସ୍ତ କ'ଣ େଛାଟ ଯେ ତାହା ମୁକ୍ତ କରିପାରିବ ନାହିଁ ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ'ଣ ପରାକ୍ରମ ନାହିଁ ? ଦେଖ, ଆମ୍ଭର ଆଦେଶ ରେ ସମୁଦ୍ର ଶୁଖିୟାଇପା ରେ ଓ ନଦନଦୀକୁ ପ୍ରାନ୍ତର କରିଦଇେ ପାରୁ। ସେଥି ରେ ଥିବା ମତ୍ସ୍ଯ ଜଳ ଅଭାବରୁ ତୃଷାର୍ତ୍ତ ହାଇେ ମରିଯିବେ ଓ ଦୁର୍ଗନ୍ଧ ହବେ।

Ezekiel 29:4
'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।

Revelation 16:3
ଦ୍ବିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢ଼ାଳି ଦେଲେ। ସେଥି ରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହାଇଗେଲା। ସମୁଦ୍ର ରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।