Psalm 101:5 in Oriya

Oriya Oriya Bible Psalm Psalm 101 Psalm 101:5

Psalm 101:5
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ବଂସ କରିଦବେି। ମୁଁ ଲୋକମାନଙ୍କୁ ଗର୍ବୀ ହବୋକୁ ଦବେି ନାହିଁ। ସମାନେେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦବେି ନାହିଁ।

Psalm 101:4Psalm 101Psalm 101:6

Psalm 101:5 in Other Translations

King James Version (KJV)
Whoso privily slandereth his neighbour, him will I cut off: him that hath an high look and a proud heart will not I suffer.

American Standard Version (ASV)
Whoso privily slandereth his neighbor, him will I destroy: Him that hath a high look and a proud heart will I not suffer.

Bible in Basic English (BBE)
I will put to death anyone who says evil of his neighbour secretly; the man with a high look and a heart of pride is disgusting to me.

Darby English Bible (DBY)
Whoso secretly slandereth his neighbour, him will I destroy; him that hath a high look and a proud heart will I not suffer.

World English Bible (WEB)
I will silence whoever secretly slanders his neighbor. I won't tolerate one who is haughty and conceited.

Young's Literal Translation (YLT)
Whoso slandereth in secret his neighbour, Him I cut off, The high of eyes and proud of heart, him I endure not.

Whoso
privily
מְלָושְׁנִ֬יmĕlowšnîmeh-love-sh-NEE
slandereth
בַסֵּ֨תֶר׀bassēterva-SAY-ter
his
neighbour,
רֵעֵהוּ֮rēʿēhûray-ay-HOO
off:
cut
I
will
him
אוֹת֪וֹʾôtôoh-TOH
high
an
hath
that
him
אַ֫צְמִ֥יתʾaṣmîtATS-MEET
look
גְּֽבַהּgĕbahɡEH-va
proud
a
and
עֵ֭ינַיִםʿênayimA-na-yeem
heart
וּרְחַ֣בûrĕḥaboo-reh-HAHV
will
not
לֵבָ֑בlēbāblay-VAHV
I
suffer.
אֹ֝ת֗וֹʾōtôOH-TOH
לֹ֣אlōʾloh
אוּכָֽל׃ʾûkāloo-HAHL

Cross Reference

Psalm 50:20
ତୁମ୍ଭେ ନିରବଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷଯରେ ମନ୍ଦ କଥା କୁହ, ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷଯରେ ନିନ୍ଦା କରୁଅଛ।

Psalm 18:27
ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାୟ୍ଯ କର। କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।

Proverbs 30:13
କେତକେ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସମାନେେ ବହୁତ ଭଲ। ସମାନେେ ଭାବନ୍ତି ଅନ୍ୟମାନଙ୍କଠାରୁ ୟଥେଷ୍ଟ ଭଲ।

Psalm 15:3
ସହେିଭଳି ମନୁଷ୍ଯ ୟିଏ କବେେ ଅନ୍ୟମାନଙ୍କ ବିଷଯରେ ମିଥ୍ଯା କଥା କ ହେ ନାହିଁ। ସହେି ବ୍ଯକ୍ତି ୟିଏ କବେେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ। ସହେି ବ୍ଯକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷଯରେ ମଧ୍ଯ କ ହେ ନାହିଁ।

Daniel 4:37
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।

Obadiah 1:3
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'

Luke 18:14
ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'

1 Corinthians 5:11
ମାରେ ଲେଖିବାର ଅର୍ଥ ଥିଲା, ଯେ ଯେଉଁଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘାଷେଣା କରି ଏବେ ମଧ୍ଯ ୟୌନଗତ ପାପ କରୁଛି କିଅବା ସ୍ବାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁ ହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସହେିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ଯ ଗ୍ରହଣ କର ନାହିଁ।

1 Timothy 3:11
ସହେିପରି ବିଶଷେ ସବେିକା ହବୋ ପାଇଁ ନିୟୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସମାନେେ ଅନ୍ୟମାନଙ୍କ ବିଷୟ ରେ ମନ୍ଦ କଥା ଆଦୌ କହୁ ନ ଥିବେ। ସମାନଙ୍କେର ଆତ୍ମା ସଂୟମ ଥିବା ପ୍ରୟୋଜନ ଓ ପ୍ରେତ୍ୟକକ କଥା ରେ ଯେପରି ସମାନଙ୍କେୁ ବିଶ୍ବାସ କରାଯାଇ ପାରୁଥିବ।

Titus 2:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।

1 Peter 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

Ezekiel 22:9
ରକ୍ତପାତ କରିବାକୁ ନିନ୍ଦୁକମାନେ ତୁମ୍ଭ ମଧିଅରେ ଏଠା ରେ ରହିଅଛନ୍ତି। ତୁମ୍ଭମାନଙ୍କ ମଧ୍ଯରୁ ଲୋକମାନେ ଉଚ୍ଚ ପର୍ବତ ରେ ମୂର୍ତ୍ତିମାନଙ୍କୁ ଉତ୍ସର୍ଗମାନ ଅର୍ପଣ କଲେ ଏବଂ ପବିତ୍ରସ୍ଥାନର ବଳିଦାନ କରି ଭୋଜନ କରିଅଛନ୍ତି,

Isaiah 2:11
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।

Exodus 23:1
ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।

Leviticus 19:16
ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧିଅରେ ଏଣେ ତଣେେ ବୁଲିବ ନାହିଁ କିମ୍ବା ପ୍ରତିବେଶୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ୟ୍ଯ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।

1 Samuel 2:3
ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।

Job 40:11
ଯଦି ତୁମ୍ଭେ ପରମେଶ୍ବରଙ୍କ ତୁଲ୍ଯ, ତା' ହେଲେ ତୁମ୍ଭେ ତୁମ୍ଭର କୋରଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦଇପୋର। ସହେି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।

Psalm 10:2
ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି ଓ ସମାନେେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।

Psalm 138:6
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ଯ ଅଟନ୍ତି। କିନ୍ତୁ ଏପର୍ୟ୍ଯନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି। କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି ଗର୍ବୀ ଲୋକମାନେ କ'ଣ କରୁଛନ୍ତି।

Proverbs 6:16
ସଦାପ୍ରଭୁ ଏହି ଛଅ ଗୋଟି ବିଷଯକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ଯ ତାଙ୍କର ଘୃଣା ଯୋଗ୍ଯ।

Proverbs 10:18
ଯେ ହିଂସା ଆଚରଣ କରେ, ତା'ର ଓଷ୍ଠାଧାର ମିଥ୍ଯାବାଦୀ, ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ।

Proverbs 20:19
ଯେ ଖଚୁଆ ହାଇେ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା' ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ। ଯେ ଗପିବାକୁ ଭଲ ପାଏ।

Proverbs 25:23
ଯେପରି ଉତ୍ତରୀଯ ବାଯୁ ବୃଷ୍ଟିର ଉତ୍ପାଦକ, ସହେିପରି ଖଚୁଆର ଜିହ୍ବା କୋରଧ ଦୃଷ୍ଟିର ଉତ୍ପାଦକ।

Exodus 20:16
ତୁମ୍ଭେ ଆପଣା ପ୍ରତିବେଶୀ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବେ ନାହିଁ।