Proverbs 9

fullscreen13 ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ବର ରେ ନିର୍ବୋଧ ବିଷଯ ରେ କ ହେ। ସେ କିଛି ବୁଝିପା ରେ ନାହିଁ।

fullscreen14 ସେ ଆପଣା ଗୃହଦ୍ବାର ନିକଟରେ ଓ ନଗର ରେ ଉଚ୍ଚ ସ୍ଥାନ ରେ ଆସନ ପାରି ବସିବ।

fullscreen15 ଯେତବେେଳେ ଲକମାନେେ ନିଜ ନିଜ ପଥରେ ସଳଖ କରିୟା'ନ୍ତି, ସହେି ପଥିକମାନଙ୍କୁ ଡ଼ାକି କ ହେ,

fullscreen16 ଯେ ଅବୋଧ ସେ ଏଠାକୁ ଆସୁ, ସେ ମୂର୍ଖ ଲୋକକୁ ଏହି କଥା କ ହେ।

fullscreen17 କିନ୍ତୁ ସେ କ ହେ, ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।

13 A foolish woman is clamorous: she is simple, and knoweth nothing.

14 For she sitteth at the door of her house, on a seat in the high places of the city,

15 To call passengers who go right on their ways:

16 Whoso is simple, let him turn in hither: and as for him that wanteth understanding, she saith to him,

17 Stolen waters are sweet, and bread eaten in secret is pleasant.

Proverbs 9 in Tamil and English

13 ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ବର ରେ ନିର୍ବୋଧ ବିଷଯ ରେ କ ହେ। ସେ କିଛି ବୁଝିପା ରେ ନାହିଁ।
A foolish woman is clamorous: she is simple, and knoweth nothing.

14 ସେ ଆପଣା ଗୃହଦ୍ବାର ନିକଟରେ ଓ ନଗର ରେ ଉଚ୍ଚ ସ୍ଥାନ ରେ ଆସନ ପାରି ବସିବ।
For she sitteth at the door of her house, on a seat in the high places of the city,

15 ଯେତବେେଳେ ଲକମାନେେ ନିଜ ନିଜ ପଥରେ ସଳଖ କରିୟା'ନ୍ତି, ସହେି ପଥିକମାନଙ୍କୁ ଡ଼ାକି କ ହେ,
To call passengers who go right on their ways:

16 ଯେ ଅବୋଧ ସେ ଏଠାକୁ ଆସୁ, ସେ ମୂର୍ଖ ଲୋକକୁ ଏହି କଥା କ ହେ।
Whoso is simple, let him turn in hither: and as for him that wanteth understanding, she saith to him,

17 କିନ୍ତୁ ସେ କ ହେ, ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।
Stolen waters are sweet, and bread eaten in secret is pleasant.