Proverbs 6 - ASV (Oriya)
1 My son, if thou art become surety for thy neighbor, If thou hast stricken thy hands for a stranger;ହେ ମାରେ ପୁତ୍ର, ଅନ୍ୟ ଲୋକର ଋଣ ରେ ତୁମ୍ଭେ ମଧ୍ଯସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶାଧେ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ ?
2 Thou art snared with the words of thy mouth, Thou art taken with the words of thy mouth.ଯଦି ତୁମ୍ଭେ କର, ତବେେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ବାରା ଫାନ୍ଦ ରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାୟାଇ ଅଛ।
3 Do this now, my son, and deliver thyself, Seeing thou art come into the hand of thy neighbor: Go, humble thyself, and importune thy neighbor;ତୁମ୍ଭେ ଆପଣାକୁ ଏଥିରୁ ଉଦ୍ଧାର କର। ଯେ ହତେୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହାଇେଅଛ। ୟାଅ ଆପଣାକୁ ନମ୍ରକରି ତୁମ୍ଭ ପ୍ରତିବେଶୀକି ବାରମ୍ବାର ବୀନତି କର। ସେ ଋଣରୁ ତୁମ୍ଭକୁ ମୁକ୍ତ କରୁ।
4 Give not sleep to thine eyes, Nor slumber to thine eyelids;ତୁମ୍ଭେ ବିଶ୍ରାମ କର ନାହିଁ କିମ୍ବା ନିଦ୍ରା ୟାଅ ନାହିଁ।
5 Deliver thyself as a roe from the hand `of the hunter', And as a bird from the hand of the fowler.ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ଯାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ରହିୟାଆନ୍ତି।
6 Go to the ant, thou sluggard; Consider her ways, and be wise:ହେ ଅଳସୁଆ ଲୋକମାନେ ! ତୁମ୍ଭେ ପିମ୍ପୁଡ଼ି ନିକଟକୁ ୟାଅ। ଦେଖ, ପିମ୍ପୁଡ଼ିମାନେ କିପରି କର୍ମ କରୁଛନ୍ତି। ସମାନଙ୍କେଠାରୁ ଶିଖ ଓ ସମାନଙ୍କେର ଉଦାହରଣରୂପେ କାର୍ୟ୍ଯ କର।
7 Which having no chief, Overseer, or ruler,ପିମ୍ପୁଡ଼ିମାନଙ୍କର ନେତା କି ନିରୀକ୍ଷକ କିଅବା ଶାସକ କହେି ନ ଥାନ୍ତି।
8 Provideth her bread in the summer, And gathereth her food in the harvest.ସମାନେେ ଗ୍ରୀଷ୍ମକାଳ ରେ ଖାଦ୍ୟକୁ ଏକତ୍ର କରନ୍ତି ଏବଂ ଶୀତକାଳ ରେ ପ୍ରଚୁର ପରିମାଣ ରେ ସମାନେେ ଖାଦ୍ୟ ସଂଗୃହୀତ କରିଥାନ୍ତି।
9 How long wilt thou sleep, O sluggard? When wilt thou arise out of thy sleep?ହେ ଅଳସୁଆ ଲୋକମାନେ, କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାେ ରେ ପଡ଼ି ରହିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ତୁମ୍ଭର ନିଦ୍ରା ଭାଙ୍ଗି ଉଠିବ ?
10 `Yet' a little sleep, a little slumber, A little folding of the hands to sleep:ଅଳସୁଆମାନେ କହନ୍ତି, ଆଉ ଟିକିଏ ଶାଇେବି, ଆଉ ଟିକିଏ ଢୁଳାଏ। ଆଉ ଟିକିଏ ନିଦ୍ରା ୟିବା ପାଇଁ ଭିଡ଼ିମାେଡ଼ି ହୁଏ।
11 So shall thy poverty come as a robber, And thy want as an armed man.କିନ୍ତୁ ସେ ଶାଇେ ରହେ ଓ ଆଉ ଶୋଇ ରହେ। ସେ ଦରିଦ୍ରରୁ ଦରିଦ୍ରତର ହାଇୟୋଏ। ଖୁବ୍ଶୀଘ୍ର ତା'ର ଆଉ କିଛି ନ ଥାଏ। ଅଳସୁଆମୀ ଖଣ୍ଟ ପରି ତୁମ୍ଭର ସମସ୍ତ ଧନ ଏକାଥରେ ଛଡ଼ାଇ ନବେ।
12 A worthless person, a man of iniquity, Is he that walketh with a perverse mouth;ପାପାଧମ ବ୍ଯକ୍ତି, ଅପରାଧୀ ମନୁଷ୍ଯ ସର୍ବଦା ମିଥ୍ଯା କଥା କହନ୍ତି।
13 That winketh with his eyes, that speaketh with his feet, That maketh signs with his fingers;ସେ ଆଖି ରେ ଠା ରେ, ସେ ଗୋଡ଼ ରେ ଓ ଅଙ୍ଗୁଳି ଦ୍ବାରା ସଙ୍କତେ କରେ।
14 In whose heart is perverseness, Who deviseth evil continually, Who soweth discord.ତା'ର ହୃଦଯ ରେ କୁଟିଳତା ଥାଏ। ସେ ସର୍ବଦା ଅନିଷ୍ଟ ଯୋଜନା କରେ। ସେ ୟୁକ୍ତିତର୍କ ଓ କଳି ଆରମ୍ଭ କରେ।
15 Therefore shall his calamity come suddenly; On a sudden shall he be broken, and that without remedy.କିନ୍ତୁ ତା'ର ବିପଦ ଶୀଘ୍ର ଉପସ୍ଥିତ ହବେ। ସେ ଆକସ୍ମିକ ଶୀଘ୍ର ବିନାଶ ହବେ। ଏବଂ ତାଙ୍କୁ କିଛି ଉପାଯ ମିଳିବ ନାହିଁ।
16 There are six things which Jehovah hateth; Yea, seven which are an abomination unto him:ସଦାପ୍ରଭୁ ଏହି ଛଅ ଗୋଟି ବିଷଯକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ଯ ତାଙ୍କର ଘୃଣା ଯୋଗ୍ଯ।
17 Haughty eyes, a lying tongue, And hands that shed innocent blood;ଅହଙ୍କାର ଦୃଷ୍ଟି, ମିଥ୍ଯାବାଦୀ ଜିହ୍ବା, ନିର୍ଦ୍ ଦୋଷର ରକ୍ତପାତକାରୀ ହସ୍ତ।
18 A heart that deviseth wicked purposes, Feet that are swift in running to mischief,ହୃଦଯ କୁକର୍ମ କରିବା ପାଇଁ ଯୋଜନା କରେ, କୁକର୍ମ କରିବାକୁ ବଗଗୋମୀ ଚରଣ।
19 A false witness that uttereth lies, And he that soweth discord among brethren.ମିଥ୍ଯା ସାକ୍ଷୀ, ଯେ ମିଥ୍ଯା କହି ଭାଇମାନଙ୍କ ମଧିଅରେ କଳିର ବୀଜ ବୁଣେ।
20 My son, keep the commandment of thy father, And forsake not the law of thy mother:ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।
21 Bind them continually upon thy heart; Tie them about thy neck.ସମାନଙ୍କେର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେ ରଖ। ତାହାକୁ ତୁମ୍ଭ ହୃଦଯ ରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ।
22 When thou walkest, it shall lead thee; When thou sleepest, it shall watch over thee; And when thou awakest, it shall talk with thee.ଯେତବେେଳେ ତୁମ୍ଭେ ଚାଲିବ, ସମାନଙ୍କେର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦଖାଇବେେ। ଯେତବେେଳେ ତୁମ୍ଭେ ଶଯନ କରିବାକୁ ୟିବ ସମାନେେ ତୁମ୍ଭର ପ୍ରହରୀ ହବେ। ଯେତବେେଳେ ତୁମ୍ଭେ ଜାଗ୍ରତ ହବେ, ସମାନେେ ତୁମ୍ଭ ସହ ଆଳାପ କରିବେ।
23 For the commandment is a lamp; and the law is light; And reproofs of instruction are the way of life:ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଳାଇ ନବେ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଳାଇ ନବେ।
24 To keep thee from the evil woman, From the flattery of the foreigner's tongue.ସମାନଙ୍କେର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଚାଟୁବାକ୍ଯଠାରୁ ଦୂ ରଇେ ରଖୁ।
25 Lust not after her beauty in thy heart; Neither let her take thee with her eyelids.ତୁମ୍ଭ ହୃଦଯ ରେ ସହେି ସୁନ୍ଦର ସ୍ତ୍ରୀର ସୌନ୍ଦର୍ୟ୍ଯକୁ ଲୋଭ କର ନାହିଁ। ତା'ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ।
26 For on account of a harlot `a man is brought' to a piece of bread; And the adulteress hunteth for the precious life.ବ୍ଯଭିଚାରିଣୀକୁ ପାଉଁରୋଟୀର ଦାମ ଦବୋକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦବୋକୁ ପଡ଼ିବ।
27 Can a man take fire in his bosom, And his clothes not be burned?ଯଦି କହେି ଲୋକ ତା'ର ବକ୍ଷ ଦେଶ ରେ ନିଆଁ ରଖିବ, ତବେେ ତାହା ପୋଡ଼ି ୟିବ।
28 Or can one walk upon hot coals, And his feet not be scorched?ଯଦି କହେି ଲୋକ ଜ୍ବଳନ୍ତା ଅଙ୍ଗାର ଉପ ରେ ଚାଲେ, ତବେେ ତା'ର ପାଦ ପୋଡ଼ିୟିବ।
29 So he that goeth in to his neighbor's wife; Whosoever toucheth her shall not be unpunished.ଏହା ଠିକ୍ ସହେିପରି ହବେ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶଯନ କରିବ। ଯେକହେି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ୟାଇପାରିବ ନାହିଁ।
30 Men do not despise a thief, if he steal To satisfy himself when he is hungry:ଭୋକିଲା ୟୋଗୁ ଯଦି ଚୋରି କରେ। ତବେେ ଲୋକେ ତାକୁ ଘୃଣା କରିବେ।
31 But if he be found, he shall restore sevenfold; He shall give all the substance of his house.ମାତ୍ର ଯଦି ଧରାପଡ଼େ, ତବେେ ତାକୁ ସାତଗୁଣ ଫରୋଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ବ ତାକୁ ଦବୋକୁ ହବେ।
32 He that committeth adultery with a woman is void of understanding: He doeth it who would destroy his own soul.ଜଣେ ବ୍ଯଭୀଚାରୀ ଲୋକ ନିର୍ବୋଧ ଅଟେ। ସେ ତା'ର ନିଜର ବିନାଶ ଆଣିବ।
33 Wounds and dishonor shall he get; And his reproach shall not be wiped away.ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା'ର କଳଙ୍କ ମାର୍ଜିତ ହବେ ନାହିଁ।
34 For jealousy is the rage of a man; And he will not spare in the day of vengeance.ସହେି ସ୍ତ୍ରୀର ସ୍ବାମୀ ନିତ୍ଯାନ୍ତ ଇର୍ଷାପରାଯଣ ହବେ। ତା'ର ସ୍ବାମୀ ନିତ୍ଯାନ୍ତ କୋରଧତ ହବେ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ।
35 He will not regard any ransom; Neither will he rest content, though thou givest many gifts.ଯେ କୌଣସି ମୂଲ୍ଯ ତା'ର କୋର୍ଧକୁ ଶାନ୍ତ କରିପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା'ର କୋରଧ ଶାନ୍ତ ହବେ ନାହିଁ।
Oriya Bible