Bible

Proverbs 30 - WEB (Oriya)

1 The words of Agur the son of Jakeh, the oracle: The man says to Ithiel, To Ithiel and Ucal:ଏଗୁଡ଼ିକ ହେଉଛି ୟାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ କଥା। ଏହା ହେଉଛି ଈଥୀଯଲେ ଓ ଉକଲଙ୍କ ପାଇଁ ବାର୍ତ୍ତା।

2 "Surely I am the most ignorant man, And don't have a man's understanding.ମୁଁ ହେଉଛି ପୃଥିବୀର ସବୁଠାରୁ ନିର୍ବୋଧ ଲୋକ। ମାଠାେ ରେ ମନୁଷ୍ଯର ବିବଚେନା ନାହିଁ।

3 I have not learned wisdom, Neither do I have the knowledge of the Holy One.ମୁଁ ଜ୍ଞାନ ଶିକ୍ଷି ନାହିଁ, ପରମେଶ୍ବରଙ୍କ ବିଷଯ ରେ ମଧ୍ଯ ମାରେ ଜ୍ଞାନ ନାହିଁ।

4 Who has ascended up into heaven, and descended? Who has gathered the wind in his fists? Who has bound the waters in his garment? Who has established all the ends of the earth? What is his name, and what is his son's name, if you know?କିଏ କବେେ ସ୍ବର୍ଗକୁ ୟାଇଛି ଏବଂ ତଳକୁ ଫରେି ଆସିଛି ? କୌଣସି ଲୋକ ତା'ର ମୁଷ୍ଟି ରେ ବାଯୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ା ରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ ? ତାଙ୍କର ପୁତ୍ରର ନାମ କ'ଣ ?

5 "Every word of God is flawless. He is a shield to those who take refuge in him.ପରମେଶ୍ବରଙ୍କର ପ୍ରେତ୍ୟକକ ବାକ୍ଯ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠା ରେ ଆଶ୍ରଯ ନିଅନ୍ତି, ସେ ସମାନଙ୍କେର ଢ଼ାଲ ଅଟନ୍ତି।

6 Don't you add to his words, Lest he reprove you, and you be found a liar.ତେଣୁ ପରମେଶ୍ବରଙ୍କର ବାକ୍ଯକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନାହିଁ। ଯଦି ତୁମ୍ଭେ ଏପରି କର, ସେ ତୁମ୍ଭକୁ ଶାସ୍ତି ଦବେେ, ଏବଂ ତୁମ୍ଭେ ମିଥ୍ଯା କହୁଛ ବୋଲି ପ୍ରମାଣିତ ହବେ।

7 "Two things I have asked of you; Don't deny me before I die:ହେ ସଦାପ୍ରଭୁ, ମାରେ ମଲା ପୂର୍ବରୁ ମାେତେ ଦୁଇଟି ବର ଦିଅ।

8 Remove far from me falsehood and lies. Give me neither poverty nor riches. Feed me with the food that is needful for me;ମାେତେ ସହାୟ ହୁଅ, ମୁଁ ଯେପରି ମିଥ୍ଯା ନ କ ହେ, ମାେତେ ଅତ୍ଯଧିକ ଧନୀ କି ଅତ୍ଯଧିକ ଗରିବ କର ନାହିଁ। ମାରେ ପ୍ରେତ୍ୟକକ ଦିନର ଆବଶ୍ଯକତା କବଳେ ପୂରଣ କର।

9 Lest I be full, deny you, and say, 'Who is Yahweh?' Or lest I be poor, and steal, And so dishonor the name of my God.ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।

10 "Don't slander a servant to his master, Lest he curse you, and you be held guilty.ଦାସର ପ୍ରଭୁ ସମ୍ମୁଖ ରେ ତା'ର କୁତ୍ସାରଟନା କର ନାହିଁ। ଯଦି ତୁମ୍ଭେ ଏପରି କୁହ, ମୁନିବ ତୁମ୍ଭକୁ ବିଶ୍ବାସ କରିବ ନାହିଁ। ତୁମ୍ଭକୁ ସେ ଅପରାଧୀ ବୋଲି ବିବଚେନା କରିବ।

11 There is a generation that curses their father, And doesn't bless their mother.କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।

12 There is a generation that is pure in their own eyes, Yet are not washed from their filthiness.କେତକେ ଲୋକ ନିଜକୁ ବହୁତ ଭଲ ବୋଲି ଭାବନ୍ତି, କିନ୍ତୁ ବାସ୍ତବ ରେ ସମାନେେ ଅତ୍ଯନ୍ତ ଖରାପ ଲୋକ ଅଟନ୍ତି।

13 There is a generation, oh how lofty are their eyes! Their eyelids are lifted up.କେତକେ ଲୋକ ଅଛନ୍ତି, ଯେଉଁମାନେ ଭାବନ୍ତି ସମାନେେ ବହୁତ ଭଲ। ସମାନେେ ଭାବନ୍ତି ଅନ୍ୟମାନଙ୍କଠାରୁ ୟଥେଷ୍ଟ ଭଲ।

14 There is a generation whose teeth are like swords, And their jaws like knives, To devour the poor from the earth, and the needy from among men.କେତକେ ଲୋକ ଅଛନ୍ତି, ସମାନଙ୍କେର ବାକ୍ଯ ଖଣ୍ଡାଧାରଠାରୁ ତୀକ୍ଷ୍ଣ। ସମାନଙ୍କେର ଦାନ୍ତ ଛୁରୀପରି ଅଟେ। ସମାନେେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ଯବହାର କରନ୍ତି।

15 "The leach has two daughters: 'Give, give.' "There are three things that are never satisfied; Four that don't say, 'Enough:'କେତକେ ଲୋକ ଅଛନ୍ତି ସମାନେେ ସବୁ ନବୋକୁ ଚାହାଁନ୍ତି। ସମାନେେ ସର୍ବଦା କହନ୍ତି, ମାେତେ ଦିଅ, ମାେତେ ଦିଅ। ଏପରି ତିନୋଟି କଥା ରେ ସମାନେେ ଆଦୌ ସନ୍ତୁଷ୍ଟ ନୁହଁନ୍ତି। ଏବଂ ଚତୁର୍ଥଟି କବେେ ହେଲେ କ ହେ ନାହିଁ, ମାରେ ପାଖ ରେ ୟଥେଷ୍ଟ ଅଛି।

16 Sheol, The barren womb; The earth that is not satisfied with water; And the fire that doesn't say, 'Enough.'ମୃତ୍ଯୁର ସ୍ଥାନ, ବନ୍ଧ୍ଯା ସ୍ତ୍ରୀ, ଜଳ ରେ ଅତୃପ୍ତ ଭୂମି ଓ ଅଗ୍ନି ଯେଉଁମାନେ କହନ୍ତି ନାହିଁ, ୟଥେଷ୍ଟ ହେଲା।

17 The eye that mocks at his father, And scorns obedience to his mother: The ravens of the valley shall pick it out, The young eagles shall eat it.ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

18 "There are three things which are too amazing for me, Four which I don't understand:ତିନି କଥା ମାେତେ ରହସ୍ଯ ପରି ଲାଗେ। ପୁଣି ଚାରି କଥା ମୁଁ ଜାଣେ ନାହିଁ।

19 The way of an eagle in the air; The way of a serpent on a rock; The way of a ship in the midst of the sea; And the way of a man with a maiden.ଆକାଶ ରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତର ରେ ସର୍ପର ଗତି, ସମୁଦ୍ର ମଧିଅରେ ଜାହାଜର ଗତି, ୟୁବତୀଠା ରେ ପୁରୁଷର ଗତି।

20 So is the way of an adulterous woman: She eats and wipes her mouth, And says, 'I have done nothing wrong.'ସହେିପରି ବ୍ଯଭିଚାରିଣୀ ସ୍ତ୍ରୀର ଗତି। ସେ ଖାଇ ମୁହଁ ପୋଛି ଦିଏ ଓ କ ହେ, ମୁଁ କିଛି ଅଧର୍ମ କରି ନାହିଁ।

21 "For three things the earth tremble, And under four, it can't bear up:ତିନି କଥାର ଭାର ରେ ପୃଥିବୀ କମ୍ପିତ ହୁଏ। ପୁଣି ଚାରି କଥାର ଭାର ରେ ମଧ୍ଯ ତାହା ସେ ସହିପା ରେ ନାହିଁ।

22 For a servant when he is king; A fool when he is filled with food;ଦାସର ଭାର ଯେତବେେଳେ ସେ ରାଜତ୍ବ କରେ, ମୂର୍ଖର ଭାର ଯେତବେେଳେ ସେ ଆହାର ରେ ପରିତୃପ୍ତ।

23 For an unloved woman when she is married; And a handmaid who is heir to her mistress.କହେି ଭଲ ପାଉ ନ ଥିବା ସ୍ତ୍ରୀଲୋକକୁ ଯାହାର ବିବାହ ହାଇୟୋଏ। ଏବଂ ଚାକରାଣୀର ଭାର ଯେତବେେଳେ ସେ ତା'ର ମାଲିକାଣିର ସ୍ଥାନ ନିଏ।

24 "There are four things which are little on the earth, But they are exceedingly wise:ଚାରି ପ୍ରାଣୀ ପୃଥିବୀ ରେ ସାନ, ମାତ୍ର ସମାନେେ ଅତିଶଯ ଜ୍ଞାନବାନ୍ ଅଟନ୍ତି।

25 The ants are not a strong people, Yet they provide their food in the summer;ପିମ୍ପୁଡ଼ି ଜାତି ଦୁର୍ବଳ ଅଟନ୍ତି, ମାତ୍ର ଅତିଶଯ ଜ୍ଞାନବାନ, ସମାନେେ ଗ୍ରୀଷ୍ମ ସମୟରେ ସମାନଙ୍କେର ଖାଦ୍ୟ ସଞ୍ଚଯ କରି ରଖନ୍ତି।

26 The conies are but a feeble folk, Yet make they their houses in the rocks;ଶାଫନ୍ ଜନ୍ତୁଗଣ ଶକ୍ତିହୀନ ଜାତି, ମାତ୍ର ସମାନେେ ଶୈଳ ରେ ଆପଣାର ବସା ନିର୍ମାଣ କରନ୍ତି।

27 The locusts have no king, Yet they advance in ranks;ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସମାନେେ ଦଳବଦ୍ଧ ହାଇେ ଗମନ କରନ୍ତି।

28 You can catch a lizard with your hands, Yet it is in kings' palaces.ଝିଟିପିଟି ହସ୍ତଦ୍ବାରା ଧ ରେ, ତଥାପି ସେ ରାଜାର ଅଟ୍ଟାଳିକା ରେ ଥାଏ।

29 "There are three things which are stately in their march, Four which are stately in going:ତିନିପ୍ରାଣୀ ଗୌରବଶାଳୀ ଅଟନ୍ତି, ଯେତବେେଳେ ସମାନେେ ସୈନିକ ରୀତି ରେ ଅଗ୍ରସର ହୁଅନ୍ତି। ପୁଣି ଚାରିପ୍ରାଣୀ ଗୌରବଶାଳୀ ଅଟନ୍ତି ଯେତବେେଳେ ସମାନେେ ଚାଲନ୍ତି।

30 The lion, which is mightiest among animals, And doesn't turn away for any;ସମସ୍ତ ପଶୁମାନଙ୍କ ମଧିଅରେ ସବୁଠୁ ଶକ୍ତିଶାଳୀ ସିଂହ, କାହାକୁ କବେେ ଭୟ କରେ ନାହିଁ।

31 The greyhound, The male goat also; And the king against whom there is no rising up.ୟୁଦ୍ଧାଶ୍ବ, ଛାଗ ଓ ରାଜା ଯାହା ବିରୁଦ୍ଧ ରେ କହେି ଉେଠ ନାହିଁ।

32 "If you have done foolishly in lifting up yourself, Or if you have thought evil, Put your hand over your mouth.ଯଦି ତୁମ୍ଭେ ଆପଣାକୁ ଉଚ୍ଚ କରିବା ରେ ମୂଢ଼ର କର୍ମ କରିଥାଅ, କିମ୍ବା ଯଦି କୁକଳ୍ପନା କରୁଥାଅ, ତବେେ ଆପଣା ମୁଖ ରେ ହାତ ଦିଅ।

33 For as the churning of milk brings forth butter, And the wringing of the nose brings forth blood; So the forcing of wrath brings forth strife."କାରଣ ଯେପରି ଦୁଗ୍ଧମନ୍ଥନରୁ ଲହୁଣୀ ବାହା ରେ ଓ ନାସିକା ମନ୍ଥନ ରେ ରକ୍ତ ବାହା ରେ, ଠିକ୍ ସହେିପରି କୋର୍ଧ ମନ୍ଥନ ରେ ବିବାଦ ବାହା ରେ।

Oriya Bible