Bible

Proverbs 28 - KJV (Oriya)

1 The wicked flee when no man pursueth: but the righteous are bold as a lion.ଦୁଷ୍ଟ ଲୋମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।

2 For the transgression of a land many are the princes thereof: but by a man of understanding and knowledge the state thereof shall be prolonged.ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତବେେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସମାନେେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।

3 A poor man that oppresseth the poor is like a sweeping rain which leaveth no food.ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଷ କରନ୍ତି, ସହେି ରାଜା ପ୍ଲାବନକାରୀ ବୃଷ୍ଟି ପରି।

4 They that forsake the law praise the wicked: but such as keep the law contend with them.ବ୍ଯବସ୍ଥା ତ୍ଯାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସମାନଙ୍କେୁ ବିରୋଧ କରନ୍ତି।

5 Evil men understand not judgment: but they that seek the LORD understand all things.ମନ୍ଦ ଲୋକମାନେ ନ୍ଯାଯ ବୁଝନ୍ତି ନାହିଁ। ମାତ୍ର ସଦାପ୍ରଭୁଙ୍କ ଅନ୍ବଷେଣକାରୀମାନେ ଏହି ବିଷଯକୁ ଭଲ ରେ ବୁଝନ୍ତି।

6 Better is the poor that walketh in his uprightness, than he that is perverse in his ways, though he be rich.ଜଣେ ଗରିବ ଲୋକ ୟିଏ ଦୋଷହୀନ ଭାବରେ ଜୀବନୟାପନ କରେ, ସେ ସହେି ଧନୀ ଲୋକଠାରୁ ଉତ୍ତମ ଯାହାର ପଥ କୁପଥଗାମୀ ହାଇେଛି।

7 Whoso keepeth the law is a wise son: but he that is a companion of riotous men shameth his father.ଯେଉଁ ଲୋକ ବ୍ଯବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର ପୁଣି ଯେ ଭୋକିଲାମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜ୍ଯା ଦିଏ।

8 He that by usury and unjust gain increaseth his substance, he shall gather it for him that will pity the poor.ଯେଉଁମାନେ ସୁଧ ଓ ବୁଦ୍ଧିଦ୍ବାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସମାନେେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚଯ କରନ୍ତି।

9 He that turneth away his ear from hearing the law, even his prayer shall be abomination.ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।

10 Whoso causeth the righteous to go astray in an evil way, he shall fall himself into his own pit: but the upright shall have good things in possession.ଯେଉଁ ଲୋକ ସରଳ ଲୋକଙ୍କୁ ମନ୍ଦ ପଥରେ ୟିବାକୁ ଭୁଲାଏ। ସେ ନିଜେ ଗାତ ରେ ପଡ଼ିବ। କିନ୍ତୁ ନିରୀହ ଲୋକମାନେ ଉତ୍ତମ ଜିନିଷର ଅଧିକାରୀ ହବେେ।

11 The rich man is wise in his own conceit; but the poor that hath understanding searcheth him out.ଧନବାନ ଆପଣା ଦୃଷ୍ଟି ରେ ଜ୍ଞାନବାନ। ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚଯ ନିଏ।

12 When righteous men do rejoice, there is great glory: but when the wicked rise, a man is hidden.ଧାର୍ମିକମାନେ ଜଯ କଲେ ମହା ଗୌରବ ହୁଏ। ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ, ଲୋକେ ଆପଣାକୁ ଲୁଚାନ୍ତି।

13 He that covereth his sins shall not prosper: but whoso confesseth and forsaketh them shall have mercy.ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।

14 Happy is the man that feareth alway: but he that hardeneth his heart shall fall into mischief.ଯେଉଁ ଲୋକ ସର୍ବଦା ଭୟ ରେଖ, ସେ ଧନ୍ଯ, ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦ ରେ ପଡ଼ିବ।

15 As a roaring lion, and a ranging bear; so is a wicked ruler over the poor people.ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।

16 The prince that wanteth understanding is also a great oppressor: but he that hateth covetousness shall prolong his days.ଯେଉଁ ଅଧ୍ଯକ୍ଷ ବୁଦ୍ଧିହୀନ, ସେ ମଧ୍ଯ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।

17 A man that doeth violence to the blood of any person shall flee to the pit; let no man stay him.ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।

18 Whoso walketh uprightly shall be saved: but he that is perverse in his ways shall fall at once.ସହେି ଜଣେ ୟିଏ ନିର୍ଦ୍ଦୋଶ ଭାବରେ ଜୀବନ ୟାପନ କରେ, ସେ ନଜକୁ ରକ୍ଷା କରେ। କିନ୍ତୁ ଜଣେ ୟିଏ ତା'ର ନଜ ପଥକୁ ବିପଥରେ ନିଏ ସେ ଅକସ୍ମାତ ପଡ଼ିୟିବ।

19 He that tilleth his land shall have plenty of bread: but he that followeth after vain persons shall have poverty enough.ଆପଣା ଭୂମିକୁ ଯେ ଚଷେ, ସେ ୟଥେଷ୍ଟ ଆହାର ପାଇବ। ଯେଉଁ ଲୋକ ଅସାର ଲୋକର ଅନୁଗାମୀ ହବେ, ତାହାର ୟଥେଷ୍ଟ ଦରିଦ୍ରଦା ପାଇବ।

20 A faithful man shall abound with blessings: but he that maketh haste to be rich shall not be innocent.ବିଶ୍ବସ୍ତ ଲୋକ ଆଶୀର୍ବାଦ ରେ ବର୍ଦ୍ଧିଷ୍ଣୁ ହବେ। ମାତ୍ର ଯେ ଧନବାନ ହବୋକୁ ଅତି ଉଦ୍ଯମ କରେ, ସେ ନିଶ୍ଚିତ ଦଣ୍ଡିତ ହବେ।

21 To have respect of persons is not good: for for a piece of bread that man will transgress.ଜଣେ ବିଚାରକ ଜଣଙ୍କର ମୁହଁ ଦେଖି ବିଚାର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନଇେ ବିଚାର କରିବା ଉଚିତ୍ ନୁହେଁ।

22 He that hasteth to be rich hath an evil eye, and considereth not that poverty shall come upon him.କୃପଣ ମନୁଷ୍ଯ ଧନୀ ହବୋକୁ ବ୍ଯଗ୍ର। ମାତ୍ର ତାହାକୁ ଦାରିଦ୍ର୍ଯ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ।

23 He that rebuketh a man afterwards shall find more favour than he that flattereth with the tongue.ମୁହଁ ରେ ଚାଟୁବାକ୍ଯ କହିବା ଲୋକ ଅପେକ୍ଷା ମନୁଷ୍ଯକୁ ଅନୁୟୋଗ କରିବା ଲୋକ ଶଷେ ରେ ଅଧିକ ଅନୁଗ୍ରହ ପାଏ।

24 Whoso robbeth his father or his mother, and saith, It is no transgression; the same is the companion of a destroyer.ଯେ ଆପଣା ମାତା କି ପିତା ଧନ ଅପହରଣ କରି କ ହେ, ଏଥି ରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ ଅଟେ।

25 He that is of a proud heart stirreth up strife: but he that putteth his trust in the LORD shall be made fat.ଜଣେ ଲୋଭି ମନୁଷ୍ଯ କଳହ ସୃଷ୍ଟି କରେ। କିନ୍ତୁ ସହେି ମନୁଷ୍ଯ ୟିଏ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ସେ ଉନ୍ନତି କରିବ।

26 He that trusteth in his own heart is a fool: but whoso walketh wisely, he shall be delivered.ଯେଉଁ ଲୋକ ନିଜ ବଳ ଉପ ରେ ବିଶ୍ବାସ ରେଖ ସେ ମୂର୍ଖ। କିନ୍ତୁ ସେ ଯିଏ ଜ୍ଞାନ ରେ ଚାଲେ, ବିପର୍ୟ୍ଯଯରୁ ରକ୍ଷା ପାଇବ।

27 He that giveth unto the poor shall not lack: but he that hideth his eyes shall have many a curse.ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହବେ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନକେ ଅଭିଶାପ ପାଇବ।

28 When the wicked rise, men hide themselves: but when they perish, the righteous increase.ଦୁଷ୍ଟମାନେ ଉନ୍ନୀତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି। ମାତ୍ର ସମାନେେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।

Oriya Bible