Proverbs 25:25 in Oriya

Oriya Oriya Bible Proverbs Proverbs 25 Proverbs 25:25

Proverbs 25:25
ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଚାର ସହେିପରି ଅଟେ।

Proverbs 25:24Proverbs 25Proverbs 25:26

Proverbs 25:25 in Other Translations

King James Version (KJV)
As cold waters to a thirsty soul, so is good news from a far country.

American Standard Version (ASV)
`As' cold waters to a thirsty soul, So is good news from a far country.

Bible in Basic English (BBE)
As cold water to a tired soul, so is good news from a far country.

Darby English Bible (DBY)
[As] cold waters to a thirsty soul, so is good news from a far country.

World English Bible (WEB)
Like cold water to a thirsty soul, So is good news from a far country.

Young's Literal Translation (YLT)
`As' cold waters for a weary soul, So `is' a good report from a far country.

As
cold
מַ֣יִםmayimMA-yeem
waters
קָ֭רִיםqārîmKA-reem
to
עַלʿalal
a
thirsty
נֶ֣פֶשׁnepešNEH-fesh
soul,
עֲיֵפָ֑הʿăyēpâuh-yay-FA
good
is
so
וּשְׁמוּעָ֥הûšĕmûʿâoo-sheh-moo-AH
news
ט֝וֹבָ֗הṭôbâTOH-VA
from
a
far
מֵאֶ֥רֶץmēʾereṣmay-EH-rets
country.
מֶרְחָֽק׃merḥāqmer-HAHK

Cross Reference

Proverbs 15:30
ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ। ଉତ୍ତମ ସମାଚାର ଅସ୍ଥିଗୁଡ଼ିକୁ ପୃଷ୍ଟି ଯୋଗଏ।

Revelation 22:17
ଆତ୍ମା ଓ କନ୍ଯା କହନ୍ତି, ଆସ ! ଏସବୁ ଶୁଣୁଥିବା ପ୍ରେତ୍ୟକକ ଲୋକ ମଧ୍ଯ କହୁ, ଆସ !। ଯେ ତୃଷାର୍ତ୍ତ, ସେ ଆସୁ ; ଯେ ଇଚ୍ଛା କରେ, ସେ ବିନା ମୂଲ୍ଯ ରେ ଜୀବନର ଜଳପାନ କରିପା ରେ।

Revelation 21:6
ସିଂହାସନ ରେ ବସିଥିବା ବ୍ଯକ୍ତି ମାେତେ କହିଲେ, ଏହା ସମାପ୍ତ ହାଇଯୋଇଛି। ମୁଁ ହେଉଛି ପ୍ରଥମ ଓ ଶଷେ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ଯ ରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦବେି।

1 Timothy 1:15
ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।

Romans 10:15
ଏହି ଉପଦସେ ଦବୋ ଲୋକ ଜଣକୁ କାହା ଦ୍ବାରା ନ ପଠାଗଲେ ବା ସେ କିପରି ଉପଦେଶ ଦବେ? ଶାସ୍ତ୍ର ରେ ଲଖାେ ଅଛି: ସୁସମାଗ୍ଭର ଦବୋ ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।

John 7:37
ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।

Luke 2:10
ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।

Nahum 1:15
ହେ ଯିହୁଦା ଗ୍ଭହଁ! ପର୍ବତ ଆଡକୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ୟୁହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସହେି ମନ୍ଦ ଲୋକ ଆଉ ଆସିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରିପାରିବେ ନାହିଁ। କାହିଁକି ସମାନେେ ଆକ୍ରମଣ କରିପାରିବେ ନାହିଁ? କାରଣ ସହେି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ପାଇଛନ୍ତି।

Jeremiah 18:14
ତୁମ୍ଭମାନେେ ଜାଣ ଲିବାନୋନ କ୍ଷେତ୍ରସ୍ଥ ଶୈଳ ଉପରିସ୍ଥ ହିମସବୁ କବେେ ତରଳି ୟିବ ନାହିଁ ଓ ଝରଣାର ସୁଶୀତଳ ଜଳ କବେେ ଶୁଷ୍କ ହବେ ନାହିଁ।

Isaiah 55:1
ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

Isaiah 52:7
ଯେଉଁ ବ୍ଯକ୍ତି ସୁସମାଚାର ଆଣୁଛନ୍ତି, ୟିଏ ଶାନ୍ତି ପ୍ରଚାର କରୁଅଛି, ୟିଏ ମଙ୍ଗଳ ସୁସମାଚାର ଆଣୁଛନ୍ତି, ୟିଏ ପରିତ୍ରାଣ ପ୍ରଚାର କରୁଅଛି ଓ ୟିଏ ସିୟୋନକୁ ତୁମ୍ଭ ପରମେଶ୍ବର ରାଜ୍ଯ କରନ୍ତି ବୋଲି କହୁଅଛି, ସହେି ଶାନ୍ତିଦୂତର ଚରଣ ପର୍ବତଗଣ ଉପ ରେ ସ୍ବାଗତ ଯୋଗ୍ଯ।'

Psalm 63:1
ହେ ପରମେଶ୍ବର, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବହୁତ ଚାହୁଁଛି। ମାରେ ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ଯ ତୃଷାର୍ତ୍ତ।

Psalm 42:1
ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।

2 Samuel 23:15
ଦାଉଦ ତୃଷାର୍ତ୍ତ ହାଇେ କହିଲେ, ଆଃ କହେି ବୈଥ୍ଲହମେ ରେ ନଗରଦ୍ବାର ନିକଟସ୍ଥ କୂଅରକ୍ସ୍ଟ ଜଳ ଦିଅନ୍ତା କି।

Judges 15:18
ଶାମ୍ଶାେନ୍ ବହକ୍ସ୍ଟତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବଦନେ କଲେ, ମୁ ତୁମ୍ଭର ଦାସ, ତୁମ୍ଭେ ମାେତେ ମହତ ବିଜଯ ଦିଅ। ଏବେ ମୁ ଶୋଷ ରେ ମରକ୍ସ୍ଟଛି। ମୁ ଅସକ୍ସ୍ଟନ୍ନତ ଲୋକମାନଙ୍କ ହସ୍ତ ରେ ପଡିବାକକ୍ସ୍ଟ ଯାଉଛି, ତେଣୁ ମାେତେ ରକ୍ଷା କର।

Exodus 17:6
ମୁଁ ତୁମ୍ଭ ସମ୍ମୁଖ ରେ ହୋ ରେବ୍ ରେ ସହେି ଶୈଳ ଉପରେ ଠିଆ ହବେି। ସହେି ଶୈଳକୁ ଆଘାତ କଲେ ସେଥିରୁ ପାଣି ବାହାରି ଆସିବ ଏବଂ ଲୋକମାନେ ଜଳପାନ କରିପାରିବେ।

Exodus 17:2
ତେଣୁ ଲୋକମାନେ ମାଶାଙ୍କେ ନିକଟକୁ ଗଲେ ଓ ଅଭିଯୋଗ କଲେ। ଆମ୍ଭକୁ ପିଇବାକୁ ପାଣି ଦିଅ।

Genesis 21:16
ହାଗାର ସଠାରୁେ କିଛି ଦୂରକୁ ଗଲା, େସତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ୟାଏ। ସଠାେରେ ସେ ୟାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ଯୁବରଣ କରୁଥିବାର ଦେଖିବାକୁ ଚାହିଁଲା ନାହିଁ। ତେଣୁ ସେ ସଠାେରେ କ୍ରନ୍ଦନ କଲା।