Base Word
עָיֵף
Short Definitionlanguid
Long Definitionfaint, exhausted, weary
Derivationfrom H5888
International Phonetic Alphabetʕɔːˈjep
IPA modʕɑːˈjef
Syllableʿāyēp
Dictionaw-YAPE
Diction Modah-YAFE
Usagefaint, thirsty, weary
Part of speecha

Genesis 25:29
ସହେି ସମୟରେ ଏଷୌ ବହୁତ କ୍ଲାନ୍ତ ହାଇେ କ୍ଷେତ୍ରରୁ ଆସିଲା।

Genesis 25:30
ତହୁଁ ସେ ଯାକୁବକୁ କହିଲା, ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।

Deuteronomy 25:18
ତୁମ୍ଭେ ଶାନ୍ତ ଓ କ୍ଲାନ୍ତ ହବୋ ସମୟରେ ସେ ପଥରେ ତୁମ୍ଭକୁ ଭଟେି ତକ୍ସ୍ଟମ୍ଭ ପଶ୍ଚାଦବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତକ୍ସ୍ଟମ୍ଭ ପଛ ରେ କିପରି ଆକ୍ରମଣ କରିଥିଲା ଓ ସେ ପରମେଶଓରଙ୍କୁ ଭୟ କଲାନାହିଁ। ଏହା ସ୍ମରଣ କର।

Judges 8:4
ଏହାପରେ ଗିଦ୍ଦିୟୋନ ଓ ତାଙ୍କର 300 ଲୋକ ୟର୍ଦ୍ଦନ ନଦୀ ପାର ହେଲେ। ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ଥିଲେ।

Judges 8:5
ଗିଦ୍ଦିୟୋନ ସୁକ୍କୋତର ନାଗରିକମାନଙ୍କୁ କହିଲେ, ମାରେ ସୈନ୍ଯମାନଙ୍କୁ କିଛି ଖାଦ୍ୟଦିଅ। ମାରେ ସୈନ୍ଯମାନେ ଅତ୍ଯନ୍ତ କ୍ଲାନ୍ତ। ତଥାପି ମଧ୍ଯ ଆମ୍ଭମାନେେ ମିଦିଯନର ରାଜା ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ ଗୋଡାଉଛକ୍ସ୍ଟ।

2 Samuel 16:14
ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ୟର୍ଦ୍ଦନ ନଦୀ କୂଳ ରେ ପହନ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଲାନ୍ତ ହାଇୟୋଇ ଥିଲେ। ତେଣୁ ସମାନେେ ସଠାେରେ ବିଶ୍ରାମ ନେଲେ ଓ କ୍ଲାନ୍ତ ମେଣ୍ଟାଇଲେ।

2 Samuel 17:29
ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।

Job 22:7
ହାଇପୋ ରେ ତୁମ୍ଭେ ଜଳ ଓ ଖାଦ୍ୟ ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦଇନୋହଁ।

Psalm 63:1
ହେ ପରମେଶ୍ବର, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବହୁତ ଚାହୁଁଛି। ମାରେ ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ଯ ତୃଷାର୍ତ୍ତ।

Psalm 143:6
ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାୟ୍ଯ ଅପେକ୍ଷାରେ ଅଛି, ୟପରେି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்