Proverbs 24
23 ଏହିସବୁ ମଧ୍ଯ ଜ୍ଞାନୀମାନଙ୍କର କଥା ଅଟେ ;
24 ସହେି ଧାର୍ମିକ ୟିଏ ଏକ ଦୋଷୀ ମନୁଷ୍ଯକୁ କ ହେ, 'ତୁମ୍ଭେ ନିରୀହ ଅଟ,' ଲୋକମାନେ ତାଙ୍କୁ ଅଭିଶାପ ଦବେେ। ଏପରିକି ଅନ୍ୟ ଗୋଷ୍ଠୀଯମାନେ ନିନ୍ଦା କରିବେ।
25 ଯେଉଁମାନେ ନିଜର ଦୋଷକୁ ସାବ୍ଯସ୍ତ କରନ୍ତି, ସମାନେେ ଧନବାନ୍ ହୁଅନ୍ତି। ସମାନେେ ଭଲ ଆଶୀର୍ବାଦ ଲାଭ କରନ୍ତି।
26 ୟିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠ ରେ ଚୁମ୍ବନ ତୁଲ୍ଯ।
27 ବାହା ରେ ତୁମ୍ଭ କାର୍ୟ୍ଯର ଆଯୋଜନ କର। ଆପଣା ନିମନ୍ତେ ସହେି କ୍ଷେତ୍ର ପ୍ରସ୍ତୁତ କର। ଏହାପ ରେ ଆପଣା ଗୃହ ନିର୍ମାଣ କର।
28 ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବେଶୀର ବିପକ୍ଷ ରେ ସାକ୍ଷୀ ହୁଅ ନାହିଁ। ମିଥ୍ଯା କୁହ ନାହିଁ।
29 ସେ ମାେପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସପରେି କରିବି ଓ ତାହାର କର୍ମାନୁସା ରେ ମୁଁ ତାହାକୁ ପ୍ରତିଫଳ ଦବେି, ଏପରି କୁହ ନାହିଁ।
30 ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।
31 ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପ ରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି।
32 ତେଣୁ ମୁଁ ଅନାଇଲି, ପୁଣି ମନୋୟୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି।
33 ଦିନ ବେଳେ ଗଡିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦଇେ ତୁମ୍ଭେ ଯଦି ଶାଇେ ରୁହ,
23 These things also belong to the wise. It is not good to have respect of persons in judgment.
24 He that saith unto the wicked, Thou art righteous; him shall the people curse, nations shall abhor him:
25 But to them that rebuke him shall be delight, and a good blessing shall come upon them.
26 Every man shall kiss his lips that giveth a right answer.
27 Prepare thy work without, and make it fit for thyself in the field; and afterwards build thine house.
28 Be not a witness against thy neighbour without cause; and deceive not with thy lips.
29 Say not, I will do so to him as he hath done to me: I will render to the man according to his work.
30 I went by the field of the slothful, and by the vineyard of the man void of understanding;
31 And, lo, it was all grown over with thorns, and nettles had covered the face thereof, and the stone wall thereof was broken down.
32 Then I saw, and considered it well: I looked upon it, and received instruction.
33 Yet a little sleep, a little slumber, a little folding of the hands to sleep:
Proverbs 24 in Tamil and English
23 ଏହିସବୁ ମଧ୍ଯ ଜ୍ଞାନୀମାନଙ୍କର କଥା ଅଟେ ;
These things also belong to the wise. It is not good to have respect of persons in judgment.
24 ସହେି ଧାର୍ମିକ ୟିଏ ଏକ ଦୋଷୀ ମନୁଷ୍ଯକୁ କ ହେ, 'ତୁମ୍ଭେ ନିରୀହ ଅଟ,' ଲୋକମାନେ ତାଙ୍କୁ ଅଭିଶାପ ଦବେେ। ଏପରିକି ଅନ୍ୟ ଗୋଷ୍ଠୀଯମାନେ ନିନ୍ଦା କରିବେ।
He that saith unto the wicked, Thou art righteous; him shall the people curse, nations shall abhor him:
25 ଯେଉଁମାନେ ନିଜର ଦୋଷକୁ ସାବ୍ଯସ୍ତ କରନ୍ତି, ସମାନେେ ଧନବାନ୍ ହୁଅନ୍ତି। ସମାନେେ ଭଲ ଆଶୀର୍ବାଦ ଲାଭ କରନ୍ତି।
But to them that rebuke him shall be delight, and a good blessing shall come upon them.
26 ୟିଏ ଯଥାର୍ଥ ଉତ୍ତର ଦିଏ ଲୋକମାନଙ୍କୁ ଆନନ୍ଦ ଦିଏ। ଏହା ଓଠ ରେ ଚୁମ୍ବନ ତୁଲ୍ଯ।
Every man shall kiss his lips that giveth a right answer.
27 ବାହା ରେ ତୁମ୍ଭ କାର୍ୟ୍ଯର ଆଯୋଜନ କର। ଆପଣା ନିମନ୍ତେ ସହେି କ୍ଷେତ୍ର ପ୍ରସ୍ତୁତ କର। ଏହାପ ରେ ଆପଣା ଗୃହ ନିର୍ମାଣ କର।
Prepare thy work without, and make it fit for thyself in the field; and afterwards build thine house.
28 ଏକ ଯଥାର୍ଥ କାରଣ ବିନା ତୁମ୍ଭର ପ୍ରତିବେଶୀର ବିପକ୍ଷ ରେ ସାକ୍ଷୀ ହୁଅ ନାହିଁ। ମିଥ୍ଯା କୁହ ନାହିଁ।
Be not a witness against thy neighbour without cause; and deceive not with thy lips.
29 ସେ ମାେପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସପରେି କରିବି ଓ ତାହାର କର୍ମାନୁସା ରେ ମୁଁ ତାହାକୁ ପ୍ରତିଫଳ ଦବେି, ଏପରି କୁହ ନାହିଁ।
Say not, I will do so to him as he hath done to me: I will render to the man according to his work.
30 ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।
I went by the field of the slothful, and by the vineyard of the man void of understanding;
31 ମୁଁ ଦେଖିଲି ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି। ବିଛୁଆତି ତହିଁ ଉପ ରେ ବଢ଼ିଅଛି। ତହିଁର ପଥର ପ୍ରାଚୀର ସବୁ ଭାଙ୍ଗିଅଛି।
And, lo, it was all grown over with thorns, and nettles had covered the face thereof, and the stone wall thereof was broken down.
32 ତେଣୁ ମୁଁ ଅନାଇଲି, ପୁଣି ମନୋୟୋଗ କଲି, ମୁଁ ଦେଖିଲି ଓ ଉପଦେଶ ପାଇଲି।
Then I saw, and considered it well: I looked upon it, and received instruction.
33 ଦିନ ବେଳେ ଗଡିପଡ଼ି ତୁମ୍ଭର ହାତକୁ ବିଶ୍ରାମ ଦଇେ ତୁମ୍ଭେ ଯଦି ଶାଇେ ରୁହ,
Yet a little sleep, a little slumber, a little folding of the hands to sleep: