Proverbs 24

fullscreen15 ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧ ରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ।

fullscreen16 ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦ ରେ ପରାସ୍ତ ହୁଅନ୍ତି।

15 Lay not wait, O wicked man, against the dwelling of the righteous; spoil not his resting place:

16 For a just man falleth seven times, and riseth up again: but the wicked shall fall into mischief.

Proverbs 24 in Tamil and English

15 ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧ ରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ।
Lay not wait, O wicked man, against the dwelling of the righteous; spoil not his resting place:

16 ଧାର୍ମିକମାନେ ସାତଥର ପଡ଼ିଲେ ହେଁ ପୁନର୍ବାର ଉଠନ୍ତି। ମାତ୍ର ଦୁଷ୍ଟମାନେ ବିପଦ ରେ ପରାସ୍ତ ହୁଅନ୍ତି।
For a just man falleth seven times, and riseth up again: but the wicked shall fall into mischief.