Bible

Proverbs 22:17-21 in Oriya

Proverbs 22:17
ଆପଣା କର୍ଣ୍ଣ ଡ଼ରେି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ।

Proverbs 22:18
ତୁମ୍ଭେ ଖୁସି ହବେ, ଯଦି ତୁମ୍ଭେ ସମାନଙ୍କେୁ ମନେ ରଖିବ ଏବଂ ଆବୃତ୍ତି କରିବ।

Proverbs 22:19
ମୁଁ ତୁମ୍ଭକୁ ବର୍ତ୍ତମାନ ସହେି ଶିକ୍ଷା ଦବେି। ତେଣୁ ସଦାପ୍ରଭୁଙ୍କଠା ରେ ତୁମ୍ଭେ ବିଶ୍ବାସ କରିବ।

Proverbs 22:20
ମୁଁ ତୁମ୍ଭମାନଙ୍କ ପାଇଁ ତିରିଶଟି ସତ୍ଯତାରୂପ ବାକ୍ଯ ଲେଖିଅଛି। ସଗେୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ।

Proverbs 22:21
ଏହି ସତ୍ଯତା ରୂପକ ବାକ୍ଯ ତୁମ୍ଭକୁ ସତ୍ଯତା ଗୁରୁତ୍ବପୂର୍ଣ୍ଣ କଥା ଶିକ୍ଷା ଦବେ। ଏହାପ ରେ ତୁମ୍ଭମାନେେ ଉତ୍ତମ ଶିକ୍ଷା ଦଇପୋରିବ।

Oriya Bible