Proverbs 2 - BBE (Oriya)
1 My son, if you will take my words to your heart, storing up my laws in your mind;ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।
2 So that your ear gives attention to wisdom, and your heart is turned to knowledge;ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀକ୍ଷ୍ମ ମନ ପ୍ରଯୋଗ କର।
3 Truly, if you are crying out for good sense, and your request is for knowledge;ସୁବିବଚେନା ପ୍ରତି ଡ଼ାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ବର କର।
4 If you are looking for her as for silver, and searching for her as for stored-up wealth;ନ୍ଯାଯ ରୂପା ତୁଲ୍ଯ ଅଟେ, ତାକୁ ଖାଜେ। ପୋତାଧନ ପରି ତା'ର ଅନେଷ୍ବଣ କର।
5 Then the fear of the Lord will be clear to you, and knowledge of God will be yours.ଯଦି ତୁମ୍ଭେ ଏପରି କର। ତବେେ ତୁମ୍ଭେ ସଦାପ୍ରଭୁଙ୍କ ବିଷଯକ ଭୟ ବୁଝିବ ଓ ପରମେଶ୍ବରଙ୍କ ବିଷଯକ ତତ୍ତ୍ବଜ୍ଞାନ ପାଇବ।
6 For the Lord gives wisdom; out of his mouth come knowledge and reason:ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
7 He has salvation stored up for the upright, he is a breastplate to those in whom there is no evil;ସେ ସତ୍ ଲୋକଙ୍କ ପାଇଁ ତତ୍ତ୍ବଜ୍ଞାନ ସଞ୍ଚଯ କରନ୍ତି। ସେ ନିରୀହ ଲୋକମାନଙ୍କର ଢ଼ାଲ ସ୍ବରୂପ ଅଟନ୍ତି।
8 He keeps watch on the ways which are right, and takes care of those who have the fear of him.ସେ ଯେଉଁ ଲୋକମାନେ ନ୍ଯାଯ ପଥରେ ଚାଲନ୍ତି, ସମାନଙ୍କେୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।
9 Then you will have knowledge of righteousness and right acting, and upright behaviour, even of every good way.ତେଣୁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ଯାଯ, ଓ ମଙ୍ଗଳର ପ୍ରେତ୍ୟକକ ସୁପଥ ଜାଣିବ।
10 For wisdom will come into your heart, and knowledge will be pleasing to your soul;ଜ୍ଞାନ ତୁମ୍ଭ ହୃଦଯ ରେ ପ୍ରବେଶ କରିବ, ବିଦ୍ଯା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହବେ।
11 Wise purposes will be watching over you, and knowledge will keep you;ଜ୍ଞାନ ତୁମ୍ଭକୁ ରକ୍ଷା କରିବ, ପରିଣାମଦର୍ଶୀତା ତୁମ୍ଭର ପ୍ରହରୀ ହବେ।
12 Giving you salvation from the evil man, from those whose words are false;ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି।
13 Who give up the way of righteousness, to go by dark roads;ସମାନେେ ସତ୍ଯପଥ ପରିତ୍ଯାଗ କରି କୁପଥରେ ବାସ କରନ୍ତି।
14 Who take pleasure in wrongdoing, and have joy in the evil designs of the sinner;ସମାନେେ ଆନନ୍ଦ ପାଆନ୍ତି, ଯେତବେେଳେ ସମାନେେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସମାନେେ ଉପ ଭୋଗ କରନ୍ତି।
15 Whose ways are not straight, and whose footsteps are turned to evil:ସମାନଙ୍କେର ରାସ୍ତା ମାେଡ଼ି ହବୋ ଅବସ୍ଥା, ସମାନଙ୍କେର ରାସ୍ତା ବକ୍ର ଅଟେ।
16 To take you out of the power of the strange woman, who says smooth words with her tongue;ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ୟିଏ ବ୍ଯଭିଚାରୀ ଚାଟୁବାଦିନୀ ଲୋକଠାରୁ ମଧ୍ଯ ରକ୍ଷା କରିବ।
17 Who is false to the husband of her early years, and does not keep the agreement of her God in mind:ସେ ୟୁବାବସ୍ଥା ରେ ବିବାହ କରିଥିବ। କିନ୍ତୁ ସେ ତା'ର ସ୍ବାମୀକୁ ଛାଡ଼ି ଥିବ। ପରମେଶ୍ବରଙ୍କ ଠା ରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ୟିବ।
18 For her house is on the way down to death; her footsteps go down to the shades:ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ଯୁ ଆଡ଼କୁ ଗଡ଼ଇବେ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗଇେ ନବେ।
19 Those who go to her do not come back again; their feet do not keep in the ways of life:ସେ ନିଜେ ଏକ କବରପରି, ଯେଉଁମାନେ ତା'ର ନିକଟକୁ ୟାଆନ୍ତି ସମାନେେ ସମାନଙ୍କେର ଜୀବନ ହରାଇବେ, ସମାନେେ ଫରେି ପାରିବେ ନାହିଁ।
20 So that you may go in the way of good men, and keep in the footsteps of the upright.ଜ୍ଞାନୀମାନଙ୍କୁ ଅନୁସରଣ କରିବା ପାଇଁ, ଜ୍ଞାନ ତୁମ୍ଭକୁ ସାହାୟ୍ଯ କରିବ। ଉତ୍ତମ ଲୋକର ମାର୍ଗ ଅନୁସରଣ ପାଇଁ, ଜ୍ଞାନ ତୁମ୍ଭର ସହାୟ ହବେ।
21 For the upright will be living in the land, and the good will have it for their heritage.ସରଳ ଲୋକମାନେ ଦେଶ ରେ ବାସ କରିବେ। ନିର୍ଦ୍ଦୋଶୀମାନେ ତହିଁରେ ରହିବେ।
22 But sinners will be cut off from the land, and those whose acts are false will be uprooted.ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହବେେ ଓ ବିଶ୍ବାସଘାତକମାନେ ତହିଁରୁ ଉତ୍ପୀଡ଼ନ ହବେେ।
Oriya Bible