Bible

Proverbs 18 - ASV (Oriya)

1 He that separateth himself seeketh `his own' desire, And rageth against all sound wisdom.ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।

2 A fool hath no delight in understanding, But only that his heart may reveal itself.ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କବଳେ ଆପଣା ମନର କଥା ପ୍ରକାଶ କରିବା ରେ ସନ୍ତାଷେ ପାଏ।

3 When the wicked cometh, there cometh also contempt, And with ignominy `cometh' reproach.ଦୁଷ୍ଟ ଆସିଲେ ଅବଜ୍ଞା ଆ ସେ। ପୁଣି ଅପମାନ ସଙ୍ଗେ ଦୁର୍ନାମ ଆ ସେ।

4 The words of a man's mouth are `as' deep waters; The wellspring of wisdom is `as' a flowing brook.ମନୁଷ୍ଯର ମୁଖର ବାକ୍ଯ ଗଭୀର ଜଳତୁଲ୍ଯ। ପୁଣି ଜ୍ଞାନ ରେ ଉତ୍ପତ୍ତି ସ୍ଥାନ ଜଳ ସୋର୍ତ ସଦୃଶ।

5 To respect the person of the wicked is not good, `Nor' to turn aside the righteous in judgment.ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଚାର ରେ ଧାର୍ମିକ ପ୍ରତି ଅନ୍ଯାଯ କରିବା ଭଲ ନୁହେଁ।

6 A fool's lips enter into contention, And his mouth calleth for stripes.ମୂର୍ଖର କଥା ବିବାଦ ରେ ପ୍ରର୍ବତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।

7 A fool's mouth is his destruction, And his lips are the snare of his soul.ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ଯ ପ୍ରାଣର ଫାନ୍ଦ ସ୍ବରୂପ।

8 The words of a whisperer are as dainty morsels, And they go down into the innermost parts.ନିନ୍ଦାର ବାକ୍ଯଗୁଡ଼ିକ, ସୁଷମ ଖାଦ୍ୟ ପରି ଅଟେ, ଯାହା ପାକସ୍ଥଳି ତଳକୁ ୟାଏ।

9 He also that is slack in his work Is brother to him that is a destroyer.ଆପଣା କାର୍ୟ୍ଯ ରେ ଯେ ଅଳସ, ସେ ବିନାଶକର ଭଳଇ।

10 The name of Jehovah is a strong tower; The righteous runneth into it, and is safe.ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।

11 The rich man's wealth is his strong city, And as a high wall in his own imagination.ଧନବାନର ଧନ ତାହାର ଦୃଢ଼ ନଗର। ପୁଣି ତାହାର ଜ୍ଞାତ ରେ ଏହା ଉଚ୍ଚ ପ୍ରାଚୀର ସ୍ବରୂପ, ଯେ କହେି ହେଲେ ଚଢ଼ିପାରିବେ ନାହିଁ।

12 Before destruction the heart of man is haughty; And before honor `goeth' humility.ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

13 He that giveth answer before he heareth, It is folly and shame unto him.ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବଚେନା ହୁଏ ଓ ଲଜ୍ଜିତର କାରଣ ହୁଏ।

14 The spirit of a man will sustain his infirmity; But a broken spirit who can bear?ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।

15 The heart of the prudent getteth knowledge; And the ear of the wise seeketh knowledge.ବୁଦ୍ଧିମାନ୍ର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।

16 A man's gift maketh room for him, And bringeth him before great men.ମନୁଷ୍ଯର ଭଟେୀ ତାକୁ ପ୍ରବେଶ ଦିଏ। ପ୍ରଭାବଶାଳୀ ଲୋକମାନଙ୍କର ଉପସ୍ଥିତ ଭିତରକୁ।

17 He that pleadeth his cause first `seemeth' just; But his neighbor cometh and searcheth him out.ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ୟ୍ଯନ୍ତ ସେ ଅନ୍ୟ ଲୋକ ଦ୍ବାରା ପରୀକ୍ଷା ହାଇେ ନାହିଁ।

18 The lot causeth contentions to cease, And parteth between the mighty.ଗୁଳିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।

19 A brother offended `is harder to be won' than a strong city; And `such' contentions are like the bars of a castle.ବିରକ୍ତ ଭାଇ ଦୃଢ଼ ନଗର ଅପେକ୍ଷା କଷ୍ଟକର। ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ବରୂପ।

20 A man's belly shall be filled with the fruit of his mouth; With the increase of his lips shall he be satisfied.ମନୁଷ୍ଯର ଉଦର ତା'ର ମୁଖ ଫଳ ରେ ପୂର୍ଣ୍ଣ ହୁଏ। କିନ୍ତୁ ସେ ଆପଣା ଓଷ୍ଠର କଥା ରେ ତୃପ୍ତ ହୁଏ।

21 Death and life are in the power of the tongue; And they that love it shall eat the fruit thereof.ମରଣ ଓ ଜୀବନ ଜିହ୍ବାର ଅଧୀନ। ଯେଉଁମାନେ କଥା କହିବାକୁ ଭଲ ଜାଣନ୍ତି, ଏହାର ଫଳ ଭୋଗିବେ।

22 Whoso findeth a wife findeth a good thing, And obtaineth favor of Jehovah.ଯେଉଁ ଲୋକ ଭାର୍ୟ୍ଯା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।

23 The poor useth entreaties; But the rich answereth roughly.ଦରିଦ୍ର ଲୋକ ବିନଯ କରେ। ମାତ୍ର ଧନବାନ କଠିନ ଉତ୍ତର ଦିଏ।

24 He that maketh many friends `doeth it' to his own destruction; But there is a friend that sticketh closer than a brother.ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।

Oriya Bible