Proverbs 1

fullscreen20 ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପ ରେ ଉଚ୍ଚ ସ୍ବର ରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା'ର ସ୍ବର ଶୁଣାଏ।

fullscreen21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନ ରେ ଡ଼ାକଇ। ନଗର ଦ୍ବାରର ପ୍ରବେଶ ସ୍ଥାନ ରେ, ନଗର ମଧିଅରେ ଆପଣାର ବାକ୍ଯ ଉଚ୍ଚାରଣ କରି କ ହେ।

fullscreen22 ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?

fullscreen23 ମାରେ ବାକ୍ଯକୁ ସାବଧାନ ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ଯସବୁ ତୁମ୍ଭମାନଙ୍କୁ ଜଣାଇବି।

fullscreen24 କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ।

fullscreen25 ତୁମ୍ଭମାନେେ ମାରେ ସମସ୍ତ ବାକ୍ଯକୁ ହଯେ ଜ୍ଞାନ କଲ। ମାରେ କୌଣସି ଅନୁୟୋଗକୁ ଚାହିଁଲ ନାହିଁ।

fullscreen26 ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି।

fullscreen27 ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ।

fullscreen28 ଯେତବେେଳେ ଏହିସବୁ ଘଟିବ, ତୁମ୍ଭମାନେେ ମାରେ ସାହାୟ୍ଯ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାୟ୍ଯ କରିବି ନାହିଁ। ତୁମ୍ଭମାନେ ମାେତେ ଖାଜେିବ। କିନ୍ତୁ ତୁମ୍ଭମାନେେ ମାେତେ ପାଇବ ନାହିଁ।

fullscreen29 ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବି ନାହିଁ, କାରଣ ତୁମ୍ଭମାନେେ ମାରେ ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭମାନେେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦବୋ ପାଇଁ ତୁମ୍ଭମାନେେ ନାସ୍ତି କଲ।

fullscreen30 ତୁମ୍ଭମାନେେ ତୁମ୍ଭର ନିଜ ଇଚ୍ଛା ରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ଯବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚଯ ଗ୍ରହଣ କରିବ।

fullscreen31 ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।

fullscreen32 କିନ୍ତୁ ୟିଏ କହେି ମାରେକଥା ଶୁଣିବ, ସେ ସୁରକ୍ଷା ରେ ପ୍ରବେଶ କରିବ। ତାହାର କବେେ ହେଲେ କୌଣସି ଦୁର୍ଭାଗ୍ଯ ନ ଥିବ।

20 Wisdom crieth without; she uttereth her voice in the streets:

21 She crieth in the chief place of concourse, in the openings of the gates: in the city she uttereth her words, saying,

22 How long, ye simple ones, will ye love simplicity? and the scorners delight in their scorning, and fools hate knowledge?

23 Turn you at my reproof: behold, I will pour out my spirit unto you, I will make known my words unto you.

24 Because I have called, and ye refused; I have stretched out my hand, and no man regarded;

25 But ye have set at nought all my counsel, and would none of my reproof:

26 I also will laugh at your calamity; I will mock when your fear cometh;

27 When your fear cometh as desolation, and your destruction cometh as a whirlwind; when distress and anguish cometh upon you.

28 Then shall they call upon me, but I will not answer; they shall seek me early, but they shall not find me:

29 For that they hated knowledge, and did not choose the fear of the Lord:

30 They would none of my counsel: they despised all my reproof.

31 Therefore shall they eat of the fruit of their own way, and be filled with their own devices.

32 For the turning away of the simple shall slay them, and the prosperity of fools shall destroy them.

Proverbs 1 in Tamil and English

20 ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପ ରେ ଉଚ୍ଚ ସ୍ବର ରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା'ର ସ୍ବର ଶୁଣାଏ।
Wisdom crieth without; she uttereth her voice in the streets:

21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନ ରେ ଡ଼ାକଇ। ନଗର ଦ୍ବାରର ପ୍ରବେଶ ସ୍ଥାନ ରେ, ନଗର ମଧିଅରେ ଆପଣାର ବାକ୍ଯ ଉଚ୍ଚାରଣ କରି କ ହେ।
She crieth in the chief place of concourse, in the openings of the gates: in the city she uttereth her words, saying,

22 ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?
How long, ye simple ones, will ye love simplicity? and the scorners delight in their scorning, and fools hate knowledge?

23 ମାରେ ବାକ୍ଯକୁ ସାବଧାନ ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ଯସବୁ ତୁମ୍ଭମାନଙ୍କୁ ଜଣାଇବି।
Turn you at my reproof: behold, I will pour out my spirit unto you, I will make known my words unto you.

24 କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ।
Because I have called, and ye refused; I have stretched out my hand, and no man regarded;

25 ତୁମ୍ଭମାନେେ ମାରେ ସମସ୍ତ ବାକ୍ଯକୁ ହଯେ ଜ୍ଞାନ କଲ। ମାରେ କୌଣସି ଅନୁୟୋଗକୁ ଚାହିଁଲ ନାହିଁ।
But ye have set at nought all my counsel, and would none of my reproof:

26 ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି।
I also will laugh at your calamity; I will mock when your fear cometh;

27 ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ।
When your fear cometh as desolation, and your destruction cometh as a whirlwind; when distress and anguish cometh upon you.

28 ଯେତବେେଳେ ଏହିସବୁ ଘଟିବ, ତୁମ୍ଭମାନେେ ମାରେ ସାହାୟ୍ଯ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାୟ୍ଯ କରିବି ନାହିଁ। ତୁମ୍ଭମାନେ ମାେତେ ଖାଜେିବ। କିନ୍ତୁ ତୁମ୍ଭମାନେେ ମାେତେ ପାଇବ ନାହିଁ।
Then shall they call upon me, but I will not answer; they shall seek me early, but they shall not find me:

29 ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବି ନାହିଁ, କାରଣ ତୁମ୍ଭମାନେେ ମାରେ ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭମାନେେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦବୋ ପାଇଁ ତୁମ୍ଭମାନେେ ନାସ୍ତି କଲ।
For that they hated knowledge, and did not choose the fear of the Lord:

30 ତୁମ୍ଭମାନେେ ତୁମ୍ଭର ନିଜ ଇଚ୍ଛା ରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ଯବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚଯ ଗ୍ରହଣ କରିବ।
They would none of my counsel: they despised all my reproof.

31 ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।
Therefore shall they eat of the fruit of their own way, and be filled with their own devices.

32 କିନ୍ତୁ ୟିଏ କହେି ମାରେକଥା ଶୁଣିବ, ସେ ସୁରକ୍ଷା ରେ ପ୍ରବେଶ କରିବ। ତାହାର କବେେ ହେଲେ କୌଣସି ଦୁର୍ଭାଗ୍ଯ ନ ଥିବ।
For the turning away of the simple shall slay them, and the prosperity of fools shall destroy them.