Base Word
פֶּחָה
Short Definitiona prefect (of a city or small district)
Long Definitiongovernor
Derivationof foreign origin
International Phonetic Alphabetpɛˈħɔː
IPA modpɛˈχɑː
Syllablepeḥâ
Dictionpeh-HAW
Diction Modpeh-HA
Usagecaptain, deputy, governor
Part of speechn-m

ପ୍ରଥମ ରାଜାବଳୀ 10:15
କାର୍ଗ ଜାହାଜର ସୁବର୍ଣ୍ଣ ବ୍ଯତୀତ ରାଜା ଶଲୋମନ ମିଶ୍ରୀତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ଯବସାଯରୁ ସୁବର୍ଣ ପାଇଲେ।

ପ୍ରଥମ ରାଜାବଳୀ 20:24
ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ଯଗ୍ଭଳନା ଦାଯିତ୍ବ ବତିଶ ରାଜାମାନଙ୍କ ବଦଳ ରେ ସନୋପତିମାନଙ୍କ ହସ୍ତ ରେ ଦିଅନ୍ତୁ।

ଦିତୀୟ ରାଜାବଳୀ 18:24
ତୁମ୍ଭେ ମାରେ ମହାଶୟଙ୍କ ଦାସମାନଙ୍କ ମଧ୍ଯରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ଯକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ବାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।

ଦିତୀୟ ବଂଶାବଳୀ 9:14
ଭ୍ରମଣକାରୀ ବଣିକ ଓ ବ୍ଯବସାଯୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନଇେ ଆସିଲେ।

ଏଜ୍ରା 8:36
ଏହାପରେ ସମାନେେ ନଦୀ ସପୋରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦଶାେଧ୍ଯକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସମାନେେ ଲୋକମାନଙ୍କର ଓ ପରମେଶ୍ବରଙ୍କ ଗୃହ କାର୍ୟ୍ଯ ରେ ସାହାର୍ୟ୍ଯ କଲେ।

ନିହିମିୟା 2:7
ମୁଁ ମଧ୍ଯ ରାଜାଙ୍କୁ କହିଲି, ଯଦି ମହାରାଜାଙ୍କର ସନ୍ତାଷେ ହୁଏ, ତବେେ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷମାନେ ଯେପରି ଯିହୁଦା ଦେଶ ରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ୟାତ୍ରା କରିବା ପାଇଁ ମାେତେ ଛାଡି ଦିଅନ୍ତି। ଏଥିପାଇଁ ସମାନଙ୍କେ ନିକଟକୁ ମାେ ହାତ ରେ ପତ୍ର ପଠାନ୍ତୁ।

ନିହିମିୟା 2:9
ତେଣୁ ମୁଁ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷଙ୍କ ନିକଟକୁ ଗଲି। ତାଙ୍କ ନିକଟରେ ଉପସ୍ଥିତ ହାଇେ ତାଙ୍କୁ ରାଜାଙ୍କର ପ୍ରଦତ୍ତ ପତ୍ର ଦଲେି। ତେଣୁ ଦଶାେଧ୍ଯକ୍ଷ ମାେ ସହିତ ସନୋପତି ଓ ଅଶ୍ବାରୋହୀମାନଙ୍କୁ ପଠାଇଲେ।

ନିହିମିୟା 3:7
ଗିବିଯୋନୀଯରୁ ମଲାଟିଯ ଓ ମରୋଣୋଥୀଯରୁ ୟାଦୋନ ସମାନଙ୍କେର ପାଶର୍‌ବ ପ୍ରାଚୀରକୁ ମରାମତି କଲେ। ସହେି ଲୋକମାନେ ଗିବିଯୋନ ଓ ମିସ୍ପାରୁ ଥିଲେ। ସମାନେେ ନଦୀର ପଶ୍ଚିମାଞ୍ଚଳ ରାଜ୍ଯପାଳ ଦ୍ବାରା ଶାସିତ ହେଲେ।

ନିହିମିୟା 5:14
ମୁଁ ଯିହୁଦା ଦେଶ ରେ ସମାନଙ୍କେର ଅଧ୍ଯକ୍ଷ ପଦ ରେ ନିୟୁକ୍ତି ଥିବା ସମଯାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡିଏ ବର୍ଷଠାରୁ ବତିଶ ବର୍ଷପର୍ୟ୍ଯନ୍ତ ସହେି ବାରବର୍ଷ ମୁଁ କିମ୍ବା ମାରେ ଭାତୃଗଣ ଦଶାେଧ୍ଯକ୍ଷର ବୃତ୍ତି ଭୋଗ କଲୁ ନାହିଁ।

ନିହିମିୟା 5:14
ମୁଁ ଯିହୁଦା ଦେଶ ରେ ସମାନଙ୍କେର ଅଧ୍ଯକ୍ଷ ପଦ ରେ ନିୟୁକ୍ତି ଥିବା ସମଯାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡିଏ ବର୍ଷଠାରୁ ବତିଶ ବର୍ଷପର୍ୟ୍ଯନ୍ତ ସହେି ବାରବର୍ଷ ମୁଁ କିମ୍ବା ମାରେ ଭାତୃଗଣ ଦଶାେଧ୍ଯକ୍ଷର ବୃତ୍ତି ଭୋଗ କଲୁ ନାହିଁ।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்