Base Word
עֵין גֶּדִי
Short DefinitionEn-Gedi, a place in Palestine
Long Definitiona town in the wilderness of Judah on the western shore of the Dead Sea
Derivationfrom H5869 and H1423; fountain of a kid
International Phonetic Alphabetʕei̯n̪ ɡɛˈd̪ɪi̯
IPA modʕei̯n ɡɛˈdiː
Syllableʿên gedî
Dictionane ɡeh-DEE
Diction Modane ɡeh-DEE
UsageEn-gedi
Part of speechn-pr-loc

ଯିହୋଶୂୟ 15:62
ନିବ୍ଶନ୍, ଲବଣନଗର ଓ ଐନଗଦୀ, ଏହିସବୁ ଗ୍ରାମ ସମତେ ଛଅ ନଗର ଥିଲା।

ପ୍ରଥମ ଶାମୁୟେଲ 23:29
ଏହାପରେ ଦାଉଦ ସେ ସ୍ଥାନ ରେ ୟାଇ ଐନଗଦୀସ୍ଥ ଦକ୍ସ୍ଟର୍ଗମ ସ୍ଥାନ ରେ ବାସ କଲେ।

ପ୍ରଥମ ଶାମୁୟେଲ 24:1
ଏହାପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାତ୍ଗମନରକ୍ସ୍ଟ ଫରେିଲାପରେ ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ, ଦାଉଦ ଐନଗଦୀସ୍ଥ ମରକ୍ସ୍ଟଭୂମିରେ ଅଛି।

ଦିତୀୟ ବଂଶାବଳୀ 20:2
କିଛି ଲୋକ ଆସି ଯିହାଶାଫେଟ୍ଙ୍କୁ କହିଲେ, ଇଦୋମରୁ ତୁମ୍ଭ ବିରୁଦ୍ଧ ରେ ଏକ ବୃହତ୍ ସୈନ୍ଯଦଳ ଆସୁଛନ୍ତି। ସମାନେେ ମୃତସାଗର ରେ ଅପର ପାଶର୍‌ବରୁ ଆସୁଅଛନ୍ତି। ସମାନେେ ହତସସୋନ୍-ତାମର ରେ ଆସି ପୁରାପୁରି ପହଞ୍ଚି ସାରିଲଣେି। (ହତସସୋନ-ତାମରକୁ ଐନ୍ ଗଦୀ ବୋଲି ମଧ୍ଯ କୁହାଯାଉଥିଲା।)

ପରମଗୀତ 1:14
ମାେ ପ୍ରିଯତମ, ମାେ ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ ହନୋ ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି।

ଯିହିଜିକଲ 47:10
ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ଯଧରାଳି ଠିଆ ହାଇେଥିବାର ଦେଖିପାରିବ। ଐନଗଦୀଠାରୁ ଐନଇଗ୍ଲଇମ୍ ପର୍ୟ୍ଯନ୍ତ ଜାଲ ପକାଇବାର ସ୍ଥାନ ହବେ। ସଠାେ ରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ଯ ସାଗରର ମାଛ ପରି ଅନକେ ପ୍ରକାର ହବେେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்