Base Word
כְּמוֹ
Short Definitionas, thus, so
Long Definition(adv) like, as, the like of which
Derivationor כָּמוֹ; a form of the prefix k, but used separately [compare H3651]
International Phonetic Alphabetkɛ̆ˈmo
IPA modkɛ̆ˈmo̞w
Syllablekĕmô
Dictionkeh-MOH
Diction Modkeh-MOH
Usageaccording to, (such) as (it were, well as), in comparison of, like (as, to, unto), thus, when, worth
Part of speechprt

ଆଦି ପୁସ୍ତକ 19:15
ତା'ପରଦିନ ସୁର୍ େଯ୍ଯାଦଯ ପୂର୍ବରୁ ଦୂତମାନେ ଲୋଟକୁ ତପ୍ତର କରାଇ କହିଲେ, ୟାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏସ୍ଥାନ ପରିତ୍ଯାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାଲେ ତୁମ୍ଭେ ଧ୍ବଂସ ପାଇବ ନାହିଁ, ଯେତବେେଳେ ଏହି ନଗର ଦଣ୍ଡିତ ହବେ।

ଆଦି ପୁସ୍ତକ 34:15
କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦବେୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରେତ୍ୟକକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହବେ।

ଆଦି ପୁସ୍ତକ 41:39
ତେଣୁ ଫାରୋ ଯୋଷଫଙ୍କେୁ କହିଲେ, ପରମେଶ୍ବର ତୁମ୍ଭକୁ ଏହି ସବୁ ଦଖାଇେ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ।

ଆଦି ପୁସ୍ତକ 44:15
ଯୋଷଫେ ସମାନଙ୍କେୁ କହିଲେ, ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ'ଣ ଜାଣି ପାରିଲ ନାହିଁ। ମୁଁ ସମସ୍ତ ଗୁପ୍ତକଥା ଜାଣିପା ରେ। ମାଠାରୁେ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରିପାରିବ ନାହିଁ।

ଆଦି ପୁସ୍ତକ 44:18
ଏହାପରେ ଯିହୁଦା ଯୋଷଫଙ୍କେ ନିକଟକୁ ୟାଇ କହିଲେ, ହେ ମହାଶୟ, ମାେତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମାେ ଉପରେ କୋରଧ କର ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ଯ।

ଯାତ୍ରା ପୁସ୍ତକ 9:14
ଏହି ସମୟରେ ମାରେ ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧ ରେ, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ। ଏହାପରେ ତୁମ୍ଭେ ଜାଣିବ ଯେ, ମାେ ପରି ଆଉ କୌଣସି ପରମେଶ୍ବର ପୃଥିବୀ ରେ ନାହାଁନ୍ତିା

ଯାତ୍ରା ପୁସ୍ତକ 9:18
ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳା ବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶର ରେ କବେବେି ହାଇେ ନଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହାଇନେଥିବ।

ଯାତ୍ରା ପୁସ୍ତକ 9:24
ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କବେବେି ହାଇେ ନଥିଲା।

ଯାତ୍ରା ପୁସ୍ତକ 10:14
ପଙ୍ଗପାଳ ଦଳ ଉଡିଆସି ମିଶର ଦେଶ ରେ ଭୂମିସ୍ଥ ହେଲେ। ଏତେ ସଂଖ୍ଯା ରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ଯକ ପଙ୍ଗପାଳ ଦଳ ମିଶର ରେ କଦାପି ଦଖାୟୋଇ ନଥିଲେ।

ଯାତ୍ରା ପୁସ୍ତକ 11:6
ମିଶର ରେ ଏକ ମହାରୋଦନ ହବେ। ଯାହା ପୂର୍ବେ ହାଇେ ନାହିଁ କି କବେେ ହବେ ନାହିଁ।

Occurences : 141

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்