Base Word | |
גְּדִי | |
Short Definition | a young goat (from browsing) |
Long Definition | kid, young male goat |
Derivation | from the same as H1415 |
International Phonetic Alphabet | ɡɛ̆ˈd̪ɪi̯ |
IPA mod | ɡɛ̆ˈdiː |
Syllable | gĕdî |
Diction | ɡeh-DEE |
Diction Mod | ɡeh-DEE |
Usage | kid |
Part of speech | n-m |
ଆଦି ପୁସ୍ତକ 27:9
ଆମ୍ଭର ଗୋଠରୁ ଦୁଇଟି ୟୁବା ଛଳେି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦବେି।
ଆଦି ପୁସ୍ତକ 27:16
ରିବିକା ଛଳେି ଚମଡ଼ା ଆଣି ଯାକୁବର ହାତ ରେ ଏବଂ ତାଙ୍କ ଗଳାଦେଶ ରେ ଗୁଡ଼ାଇ ଦଲୋ।
ଆଦି ପୁସ୍ତକ 38:17
ଯିହୁଦା ଉତ୍ତର ଦଲୋ, ମୁଁ ମାରେ ପଲ ମଧ୍ଯରୁ ଏକ ୟୁବା ଛଳେି ପଠାଇ ଦବେି।
ଆଦି ପୁସ୍ତକ 38:20
ଏହାପରେ ଯିହୁଦା ସହେି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ଯ ନବୋ ପାଇଁ ଆପଣା ଅଦୁଲ୍ଲମୀଯ ବନ୍ଧୁ ଦ୍ବାରା ଛଳେିଛୁଆ ଦଇେ ପଠାଇଲା। ମାତ୍ର ସେ ତା'ର ଦଖାେ ପାଇଲା ନାହିଁ।
ଆଦି ପୁସ୍ତକ 38:23
ତେଣୁ ଯିହୁଦା କହିଲା, ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜ୍ଯାସ୍ପଦ ହବୋ। ଆମ୍ଭେ ଚାହିଁ ଥିଲୁ ତାକୁ ଏକ ଛଳେି ଛୁଆ ଦବୋପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ୟଥେଷ୍ଟ।
ଯାତ୍ରା ପୁସ୍ତକ 23:19
ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।
ଯାତ୍ରା ପୁସ୍ତକ 34:26
ତୁମ୍ଭମାନଙ୍କର ପ୍ରଥମ ଶସ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସହେି ସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଗୃହକୁ ଆଣିବେ।
ଦିତୀୟ ବିବରଣ 14:21
ଆପେ ଆପେ ମରିୟାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷଣ କରିବ ନାହିଁ। ତୁମ୍ଭମାନେେ ଏହାକକ୍ସ୍ଟ ବିଦେଶୀମାନଙ୍କୁ ଭୋଜନ ପାଇଁ ଦଇପୋର, କିଅବା ବିଦେଶୀକକ୍ସ୍ଟ ତାହା ବିକ୍ରଯ କରିପାର। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ପବିତ୍ର ଲୋକ।
ବିଚାରକର୍ତାମାନଙ୍କ ବିବରଣ 6:19
ତେଣୁ ଗିଦ୍ଦିୟୋନ ଭିତରକକ୍ସ୍ଟ ୟାଇ ଏକ ଛାଗବତ୍ସକକ୍ସ୍ଟ ରାନ୍ଧିଲା। ଏକ କୋଡିଏ ପାଉଣ୍ତ ମଇଦାର ତାଡୀଶୂନ୍ଯ ରୋଟୀ ପ୍ରସ୍ତକ୍ସ୍ଟତ କଲେ, ଗିଦ୍ଦିୟୋନ ମାଂସକକ୍ସ୍ଟ ଗୋଟିଏ ଝକ୍ସ୍ଟଡି ରେ ଓ ଝୋଳକକ୍ସ୍ଟ ଅନ୍ୟ ପାତ୍ର ରେ ରଖିଲେ, ଏହିଗକ୍ସ୍ଟଡିକ ଆଣି ଆଲୋନ୍ ବୃକ୍ଷ ନିକଟରେ ରଖିଥିଲେ।
ବିଚାରକର୍ତାମାନଙ୍କ ବିବରଣ 13:15
ଏହାପରେ ମ ନୋହ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ କହିଲେ, ବିନଯ କରୁଅଛକ୍ସ୍ଟ, ଆପଣ ଆମ୍ଭ ସହିତ କିଛି ସମୟ ରହନ୍ତକ୍ସ୍ଟ। ଆମ୍ଭେ ଆପଣଙ୍କ ପାଇଁ ଏକ ୟକ୍ସ୍ଟବାଛଳେି ପ୍ରସ୍ତକ୍ସ୍ଟତ କରିବକ୍ସ୍ଟ।
Occurences : 16
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்