Base Word
συνανάκειμαι
Short Definitionto recline in company with (at a meal)
Long Definitionto recline together, feast together
Derivationfrom G4862 and G0345
Same asG0345
International Phonetic Alphabetsyn.ɑˈnɑ.ki.mɛ
IPA modsjun.ɑˈnɑ.ci.me
Syllablesynanakeimai
Dictionsoon-ah-NA-kee-meh
Diction Modsyoon-ah-NA-kee-may
Usagesit (down, at the table, together) with (at meat)

ମାଥିଉଲିଖିତ ସୁସମାଚାର 9:10
ଯୀଶୁ ମାଥିଉଙ୍କ ଘ ରେ ଖାଉଥିଲେ। ସେ ଖାଇବା ବେଳେ ଅନକେ କର ଆଦାୟକାରୀ ଓ ଅନ୍ୟ ପାପୀମାନେ ସଠାେରେ ପହଁଞ୍ଚିଲେ। ସମାନେେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ।

ମାଥିଉଲିଖିତ ସୁସମାଚାର 14:9
ଏହା ଶୁଣି ହରେୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦବେେ। ତା' ଛଡା େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ଶପଥ ଶୁଣିଥିଲେ। ତେଣୁ ହରେୋଦ ଝିଅକୁ ଯାହା କିଛି ସେ ମାଗିଥିଲେ ତାହା ଦବୋପାଇଁ ଆଦେଶ ଦେଲେ।

ମାର୍କଲିଖିତ ସୁସମାଚାର 2:15
ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲବେୀଙ୍କ ଘ ରେ ଖାଉଥିବା ସମୟରେ , ସମାନଙ୍କେ ସହିତ ଅନକେ କର ଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ଯ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନକେ ଲୋକ ମଧ୍ଯ ସଠାେରେ ଥିଲେ।

ମାର୍କଲିଖିତ ସୁସମାଚାର 6:22
ହରୋଦିଙ୍କ ଝିଅ ଭିତରକୁ ଆସି ନାଚିଲା। ତା ନାଚ ରେ ଅତିଥିଗଣ ଓ ନିଜେ େ ହରୋଦ ବହୁତ ଖୁସି ହେଲେ।

ମାର୍କଲିଖିତ ସୁସମାଚାର 6:26
ରାଜା େ ହରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦବୋକୁ ଶପଥ କି ସାରିଥିଲେ। ସଠାେରେ େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ହରେୋଦଙ୍କ ଶପଥ ବିଷୟ ରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦବୋ ପାଇଁ ହରେୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।

ଲୂକଲିଖିତ ସୁସମାଚାର 7:49
ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସମାନେେ ମନେ ମନେ ଭାବିବାକୁ ଲାଗିଲେ, ଏ ଲୋକ ନିଜକୁ କ'ଣ ଭାବୁଛି? ସେ କିପରି ପାପଗୁଡିକୁ କ୍ଷମା କରିପାରିବ?

ଲୂକଲିଖିତ ସୁସମାଚାର 14:10
ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।

ଲୂକଲିଖିତ ସୁସମାଚାର 14:15
ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ଯରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, ପରମେଶ୍ବରଙ୍କ ରାଜ୍ଯ ରେ ଭୋଜନ କରୁଥିବା ଲୋକ ବହୁତ ଖୁସି ହବେ।

ଯୋହନଲିଖିତ ସୁସମାଚାର 12:2
ସଠାେରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହାଇେଥିଲା। ମାର୍ଥା ଖାଦ୍ୟ ପରିବଷେଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧିଅରେ ଲାଜାର ମଧ୍ଯ ଖାଉଥିଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்