Revelation 14

fullscreen6 ତା'ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶ ରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦବୋପାଇଁ ସହେି ସ୍ବର୍ଗଦୂତଙ୍କ ପାଖ ରେ ଏକ ଅନନ୍ତକାଳୀନ ସୁସମାଚାର ଥିଲା।

fullscreen7 ସହେି ସ୍ବର୍ଗଦୂତ ଉଚ୍ଚ ସ୍ବର ରେ କହିଲେ, ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ବରଙ୍କ ଦ୍ବାରା ଲୋକମାନଙ୍କୁ ବିଚାର କରିବା ସମୟ ଉପସ୍ଥିତ। ପରମେଶ୍ବରଙ୍କର ଉପାସନା କର। ସେ ସ୍ବର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।

fullscreen8 ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।

fullscreen9 ତା'ପରେ ତୃତୀୟଦୂତ ଜଣକ, ଅନ୍ୟ ଦୁଇଜଣ ଦୂତଙ୍କୁ ଉଚ୍ଚ ସ୍ବର ରେ ଅନୁସରଣ କରି କହିଲେ, ଯଦି କହେି ଲୋକ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଓ ତା' ନିଜ କପାଳ ରେ ଓ ହାତ ରେ ତା'ର ଚିହ୍ନ ଧାରଣ କରେ,

fullscreen10 ସହେି ଲୋକ ପରମେଶ୍ବରଙ୍କ କୋର୍ଧର ସୁରା ପାନ କରିବ। ଏହି ସୁରା ପରମେଶ୍ବରଙ୍କ କୋର୍ଧର ପାତ୍ର ରେ ଅମିଶ୍ରିତ ଭାବେ ଢ଼ଳା ହାଇେଛି। ସେ ପବିତ୍ର ଦୂତଗଣ ଓ ମଷେଶାବକଙ୍କ ସମ୍ମୁଖ ରେ ଜ୍ବଳନ୍ତ ଗନ୍ଧକରେ ୟନ୍ତ୍ରଣା ପାଇବ।

fullscreen11 ସମାନଙ୍କେ ୟନ୍ତ୍ରଣାର ଧୂଆଁ ସବୁବଳେ ପାଇଁ ଉଠୁଥିବ। ସମାନଙ୍କେୁ ୟନ୍ତ୍ରଣାରୁ ଦିନରାତି କବେେ ହେଲେ ଆରାମ ମିଳିବ ନାହିଁ, କାରଣ ସମାନେେ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।

fullscreen12 ଏହାର ଅର୍ଥ ହେଉଛି ଯେ, ପରମେଶ୍ବରଙ୍କର ପବିତ୍ର ଲୋକମାନେ ର୍ଧୈୟ୍ଯବାନ୍ ହୁଅନ୍ତୁ। ସମାନେେ ପରମେଶ୍ବରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖ ରେ ବିଶ୍ବାସ ରଖୁଥିବା ଉଚିତ୍।

fullscreen13 ତା'ପରେ ମୁଁ ଗୋଟିଏ ସ୍ବର ସ୍ବର୍ଗରୁ ଶୁଣିଲି। ସହେି ସ୍ବର କହିଲା, ଏହା ଲେଖିରଖ : ବର୍ତ୍ତମାନଠାରୁ ପ୍ରଭୁଙ୍କଠା ରେ ବିଶ୍ବାସ ରଖି ଯେଉଁମାନେ ମୃତ୍ଯୁବରଣ କରନ୍ତି, ସମାନେେ ଧନ୍ଯ।

6 And I saw another angel fly in the midst of heaven, having the everlasting gospel to preach unto them that dwell on the earth, and to every nation, and kindred, and tongue, and people,

7 Saying with a loud voice, Fear God, and give glory to him; for the hour of his judgment is come: and worship him that made heaven, and earth, and the sea, and the fountains of waters.

8 And there followed another angel, saying, Babylon is fallen, is fallen, that great city, because she made all nations drink of the wine of the wrath of her fornication.

9 And the third angel followed them, saying with a loud voice, If any man worship the beast and his image, and receive his mark in his forehead, or in his hand,

10 The same shall drink of the wine of the wrath of God, which is poured out without mixture into the cup of his indignation; and he shall be tormented with fire and brimstone in the presence of the holy angels, and in the presence of the Lamb:

11 And the smoke of their torment ascendeth up for ever and ever: and they have no rest day nor night, who worship the beast and his image, and whosoever receiveth the mark of his name.

12 Here is the patience of the saints: here are they that keep the commandments of God, and the faith of Jesus.

13 And I heard a voice from heaven saying unto me, Write, Blessed are the dead which die in the Lord from henceforth: Yea, saith the Spirit, that they may rest from their labours; and their works do follow them.

Revelation 14 in Tamil and English

6 ତା'ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶ ରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦବୋପାଇଁ ସହେି ସ୍ବର୍ଗଦୂତଙ୍କ ପାଖ ରେ ଏକ ଅନନ୍ତକାଳୀନ ସୁସମାଚାର ଥିଲା।
And I saw another angel fly in the midst of heaven, having the everlasting gospel to preach unto them that dwell on the earth, and to every nation, and kindred, and tongue, and people,

7 ସହେି ସ୍ବର୍ଗଦୂତ ଉଚ୍ଚ ସ୍ବର ରେ କହିଲେ, ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ବରଙ୍କ ଦ୍ବାରା ଲୋକମାନଙ୍କୁ ବିଚାର କରିବା ସମୟ ଉପସ୍ଥିତ। ପରମେଶ୍ବରଙ୍କର ଉପାସନା କର। ସେ ସ୍ବର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।
Saying with a loud voice, Fear God, and give glory to him; for the hour of his judgment is come: and worship him that made heaven, and earth, and the sea, and the fountains of waters.

8 ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।
And there followed another angel, saying, Babylon is fallen, is fallen, that great city, because she made all nations drink of the wine of the wrath of her fornication.

9 ତା'ପରେ ତୃତୀୟଦୂତ ଜଣକ, ଅନ୍ୟ ଦୁଇଜଣ ଦୂତଙ୍କୁ ଉଚ୍ଚ ସ୍ବର ରେ ଅନୁସରଣ କରି କହିଲେ, ଯଦି କହେି ଲୋକ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଓ ତା' ନିଜ କପାଳ ରେ ଓ ହାତ ରେ ତା'ର ଚିହ୍ନ ଧାରଣ କରେ,
And the third angel followed them, saying with a loud voice, If any man worship the beast and his image, and receive his mark in his forehead, or in his hand,

10 ସହେି ଲୋକ ପରମେଶ୍ବରଙ୍କ କୋର୍ଧର ସୁରା ପାନ କରିବ। ଏହି ସୁରା ପରମେଶ୍ବରଙ୍କ କୋର୍ଧର ପାତ୍ର ରେ ଅମିଶ୍ରିତ ଭାବେ ଢ଼ଳା ହାଇେଛି। ସେ ପବିତ୍ର ଦୂତଗଣ ଓ ମଷେଶାବକଙ୍କ ସମ୍ମୁଖ ରେ ଜ୍ବଳନ୍ତ ଗନ୍ଧକରେ ୟନ୍ତ୍ରଣା ପାଇବ।
The same shall drink of the wine of the wrath of God, which is poured out without mixture into the cup of his indignation; and he shall be tormented with fire and brimstone in the presence of the holy angels, and in the presence of the Lamb:

11 ସମାନଙ୍କେ ୟନ୍ତ୍ରଣାର ଧୂଆଁ ସବୁବଳେ ପାଇଁ ଉଠୁଥିବ। ସମାନଙ୍କେୁ ୟନ୍ତ୍ରଣାରୁ ଦିନରାତି କବେେ ହେଲେ ଆରାମ ମିଳିବ ନାହିଁ, କାରଣ ସମାନେେ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।
And the smoke of their torment ascendeth up for ever and ever: and they have no rest day nor night, who worship the beast and his image, and whosoever receiveth the mark of his name.

12 ଏହାର ଅର୍ଥ ହେଉଛି ଯେ, ପରମେଶ୍ବରଙ୍କର ପବିତ୍ର ଲୋକମାନେ ର୍ଧୈୟ୍ଯବାନ୍ ହୁଅନ୍ତୁ। ସମାନେେ ପରମେଶ୍ବରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖ ରେ ବିଶ୍ବାସ ରଖୁଥିବା ଉଚିତ୍।
Here is the patience of the saints: here are they that keep the commandments of God, and the faith of Jesus.

13 ତା'ପରେ ମୁଁ ଗୋଟିଏ ସ୍ବର ସ୍ବର୍ଗରୁ ଶୁଣିଲି। ସହେି ସ୍ବର କହିଲା, ଏହା ଲେଖିରଖ : ବର୍ତ୍ତମାନଠାରୁ ପ୍ରଭୁଙ୍କଠା ରେ ବିଶ୍ବାସ ରଖି ଯେଉଁମାନେ ମୃତ୍ଯୁବରଣ କରନ୍ତି, ସମାନେେ ଧନ୍ଯ।
And I heard a voice from heaven saying unto me, Write, Blessed are the dead which die in the Lord from henceforth: Yea, saith the Spirit, that they may rest from their labours; and their works do follow them.