ଗୀତସଂହିତା 96:1 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 96 ଗୀତସଂହିତା 96:1

Psalm 96:1
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗୀତ ଗାନ କର।

Psalm 96Psalm 96:2

Psalm 96:1 in Other Translations

King James Version (KJV)
O sing unto the LORD a new song: sing unto the LORD, all the earth.

American Standard Version (ASV)
Oh sing unto Jehovah a new song: Sing unto Jehovah, all the earth.

Bible in Basic English (BBE)
O make a new song to the Lord; let all the earth make melody to the Lord.

Darby English Bible (DBY)
Sing ye unto Jehovah a new song: sing unto Jehovah, all the earth.

World English Bible (WEB)
Sing to Yahweh a new song! Sing to Yahweh, all the earth.

Young's Literal Translation (YLT)
Sing to Jehovah a new song, Sing to Jehovah all the earth.

O
sing
שִׁ֣ירוּšîrûSHEE-roo
unto
the
Lord
לַ֭יהוָהlayhwâLAI-va
a
new
שִׁ֣ירšîrsheer
song:
חָדָ֑שׁḥādāšha-DAHSH
sing
שִׁ֥ירוּšîrûSHEE-roo
unto
the
Lord,
לַ֝יהוָ֗הlayhwâLAI-VA
all
כָּלkālkahl
the
earth.
הָאָֽרֶץ׃hāʾāreṣha-AH-rets

Cross Reference

ପ୍ରଥମ ବଂଶାବଳୀ 16:23
ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାଯନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।

ଗୀତସଂହିତା 33:3
ତାଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଶୁଣାଅ। ସୁନ୍ଦର ସ୍ବରରେ ମନୋହର ବାଦ୍ଯରେ ଏକ ଗୀତ ରଚନା କର।

ଗୀତସଂହିତା 98:1
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

ଗୀତସଂହିତା 67:3
ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।

ଗୀତସଂହିତା 149:1
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:3
ଏହି ଲୋକମାନେ ସିଂହାସନ ସମ୍ମୁଖ ରେ ଚାରିଜଣ ଜୀବନ୍ତ ପଶୁଙ୍କ ସମ୍ମୁଖ ରେ ଓ ପ୍ରାଚୀନମାନଙ୍କ ସମ୍ମୁଖ ରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କବଳେ 1,44,000 ଜଣ ଲୋକମାନଙ୍କ ଛଡ଼ା କହେି ହେଲେ ଏହି ଗୀତ ଶିଖି ପାରିଲେ ନାହିଁ।

ଗୀତସଂହିତା 68:32
ହେ ଧରଣୀର ରାଜ୍ଯଗୁଡ଼ିକ, ପରମେଶ୍ବରଙ୍କ ପାଇଁ ଗୀତ ଗାନ କର। ଆମ୍ଭର ପ୍ରଭୁଙ୍କୁ ପ୍ରଶଂସାଗାନ କର।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:11
ଶାସ୍ତ୍ର ଏ ଭଳି ମଧ୍ଯ କୁ ହେ,