Base Word
חָדָשׁ
Short Definitionnew
Long Definitionnew, new thing, fresh
Derivationfrom H2318
International Phonetic Alphabetħɔːˈd̪oʃ
IPA modχɑːˈdoʃ
Syllableḥādoš
Dictionhaw-DOHSH
Diction Modha-DOHSH
Usagefresh, new thing
Part of speecha

ଯାତ୍ରା ପୁସ୍ତକ 1:8
ଏହାପରେ ଜଣେ ନୂତନ ରାଜା ମିଶର ରେ ରାଜୁତି କଲେ। ସହେି ରାଜା ଜାଣଙ୍କ ଯୋଷଫଙ୍କେୁ ଜାଣି ନଥିଲେ।

ଲେବୀୟ ପୁସ୍ତକ 23:16
ଏହିରୂପେ ତୁମ୍ଭେ ବିଶ୍ରାମଦିନ ପରେ ସପ୍ତମ ଦିନଠାରୁ, ପଚାଶ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନୂତନ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।

ଲେବୀୟ ପୁସ୍ତକ 26:10
ତୁମ୍ଭମାନେେ ବହୁକାଳ ପର୍ୟ୍ଯନ୍ତ ପୁରାତନ ଶସ୍ଯକୁ ଭୋଜନ କରିବ। ପୁଣି ନୂତନ ଶସ୍ଯ ଅମଳ ବଳକେୁ ରଖିବା ପାଇଁ ପୁରାତନ ଶସ୍ଯକୁ ବାହାର କରିବା।

ଗଣନା ପୁସ୍ତକ 28:26
ପୁଣି ପ୍ରଥମ ଫଳର ଦିନ ରେ ଅର୍ଥାତ୍ ଯେତବେେଳେ ତୁମ୍ଭମାନେେ ସାପ୍ତାହିକୀ ପର୍ବ ରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ଯ ନବୈେଦ୍ଯ ଆଣିବ, ସେତବେେଳେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ ସଦେିନ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।

ଦିତୀୟ ବିବରଣ 20:5
ଅଧକ୍ଷଗଣ ଲୋକମାନଙ୍କୁ କହିବେ, 'କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା'ର ଆପଣା ଗୃହକକ୍ସ୍ଟ ଯାଉ। ନଚେତ୍ ସେ ଯବେେ ମରିୟାଏ, ତବେେ ଅନ୍ୟ ଲୋକ ସେ ଗୃହ ରେ ପ୍ରବେଶ କରିବ।

ଦିତୀୟ ବିବରଣ 22:8
ଯେତବେେଳେ ତୁମ୍ଭମାନେେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭମାନେେ ସହେି ଛାତର ଚତକ୍ସ୍ଟଃପାଶର୍‌ବ ରେ ପାଚରେୀ ଉଠାଇବ। ତବେେ ତୁମ୍ଭମାନେେ କୌଣସି ଲୋକ ଛାତ ଉପରକ୍ସ୍ଟ ପଡି ମରିବା ପାଇଁ ଦୋଷୀ ହବେ ନାହିଁ।

ଦିତୀୟ ବିବରଣ 24:5
ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହାଇେଥାଏ ତବେେ ସେ ସୈନ୍ଯଦଲ ରେ ୟୋଗ ଦବନୋହିଁ। କି ଅବା ତାଙ୍କୁ କୌଣସି ଦାଯିତ୍ବ ପୂର୍ଣ କାର୍ୟ୍ଯଭାର ଦିଆୟିବ ନାହିଁ। ଏକବର୍ଷ ପାଇଁ ତାକକ୍ସ୍ଟ ସ୍ବାଧୀନଭାବେ ବକ୍ସ୍ଟଲି ଖକ୍ସ୍ଟସି କରିବାକୁ ଦିଆୟିବ ସେ ତା'ର ନୂତନ ସ୍ତ୍ରୀକକ୍ସ୍ଟ ଧରି ଗୃହ ରେ ମନୋରଞ୍ଚନ କରି, ବାସ କରିବ।

ଦିତୀୟ ବିବରଣ 32:17
ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।

ଯିହୋଶୂୟ 9:13
ପକ୍ସ୍ଟଣି ଦେଖ, ଏହିସବୁ ଦ୍ରାକ୍ଷାରସର କକ୍ସ୍ଟଐା, ନୂତନ ଦ୍ରାକ୍ଷା ରସ ରେ ଭର୍ତ୍ତି କରିଥିଲକ୍ସ୍ଟ ତାହା ଫାଟି ୟାଇଛି। ଏବଂ ଆମ୍ଭକକ୍ସ୍ଟ ଲକ୍ଷ୍ଯକର, ବହକ୍ସ୍ଟତ ଦୂର ୟାତ୍ରା କରିଥିବାରକ୍ସ୍ଟ ଆମ୍ଭମାନଙ୍କର ଲକ୍ସ୍ଟଗା ଓ ଜୋତା କିପରି ପକ୍ସ୍ଟରକ୍ସ୍ଟଣା ହାଇଗେଲାଣି।

ବିଚାରକର୍ତାମାନଙ୍କ ବିବରଣ 5:8
ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।

Occurences : 53

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்