ଗୀତସଂହିତା 83:9 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 83 ଗୀତସଂହିତା 83:9

Psalm 83:9
ହେ ପରମେଶ୍ବର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ୟପରେି ମିଦିଯନମାନଙ୍କୁ, ସୀଷରା ଓ ୟାବୀନମାନଙ୍କୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।

Psalm 83:8Psalm 83Psalm 83:10

Psalm 83:9 in Other Translations

King James Version (KJV)
Do unto them as unto the Midianites; as to Sisera, as to Jabin, at the brook of Kison:

American Standard Version (ASV)
Do thou unto them as unto Midian, As to Sisera, as to Jabin, at the river Kishon;

Bible in Basic English (BBE)
Do to them what you did to the Midianites; what you did to Sisera and Jabin, at the stream of Kishon:

Darby English Bible (DBY)
Do unto them as to Midian; as to Sisera, as to Jabin, at the torrent of Kishon:

Webster's Bible (WBT)
Assur also is joined with them: they have helped the children of Lot. Selah.

World English Bible (WEB)
Do to them as you did to Midian, As to Sisera, as to Jabin, at the river Kishon;

Young's Literal Translation (YLT)
Do to them as `to' Midian, As `to' Sisera, as `to' Jabin, at the stream Kishon.

Do
עֲשֵֽׂהʿăśēuh-SAY
unto
them
as
unto
the
Midianites;
לָהֶ֥םlāhemla-HEM
Sisera,
to
as
כְּמִדְיָ֑ןkĕmidyānkeh-meed-YAHN
as
to
Jabin,
כְּֽסִֽיסְרָ֥אkĕsîsĕrāʾkeh-see-seh-RA
at
the
brook
כְ֝יָבִ֗יןkĕyābînHEH-ya-VEEN
of
Kison:
בְּנַ֣חַלbĕnaḥalbeh-NA-hahl
קִישֽׁוֹן׃qîšônkee-SHONE

Cross Reference

ବିଚାରକର୍ତାମାନଙ୍କ ବିବରଣ 5:21
କୀଶୋନ୍ ନଦୀ ପକ୍ସ୍ଟରକ୍ସ୍ଟଣା ନଦୀ ଭଷାଇ ନଲୋ ସଷେରା ଲୋକ। ହେ ମାରେ ପ୍ରାଣ ତକ୍ସ୍ଟମ୍ଭ ବଳ ରେ ଅଗ୍ରସର ହକ୍ସ୍ଟଅ।

ଯିଶାଇୟ 9:4
ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।

ଗଣନା ପୁସ୍ତକ 31:7
ତହୁଁ ସମାନେେ ମାଶାେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିଯନୀଯମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ, ପୁଣି ସମାନେେ ପ୍ରେତ୍ୟକକ ପୁରୁଷଙ୍କୁ ବଧ କଲେ।

ବିଚାରକର୍ତାମାନଙ୍କ ବିବରଣ 4:7
ମୁ ୟାବୀନର ସନୋପତି ସୀଷରାକକ୍ସ୍ଟ ଆଗଇେ ନବେି, ତା'ର ରଥକକ୍ସ୍ଟ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖ ରେ ତୁମ୍ଭକୁ ଓ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି।'

ବିଚାରକର୍ତାମାନଙ୍କ ବିବରଣ 4:15
ଯେପରି ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରକକ୍ସ୍ଟ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକକ୍ସ୍ଟ ଓ ତାଙ୍କର ସୈନ୍ଯମାନଙ୍କ ପ୍ରତି ଦ୍ବନ୍ଦ ହେଲେ। ସମାନେେ ସ୍ଥିର କରିପାରିଲେ ନାହିଁ କ'ଣ କରିବେ। ତେଣୁ ବରାକ୍ ଏବଂ ତାଙ୍କର ସୈନ୍ଯମାନେ ସୀଷରର ୈସନ୍ଯମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷର ରଥରକ୍ସ୍ଟ ଓହ୍ଲାଇ ପଡିଲେ ଏବଂ ଦୌଡି ପଳାଯନ କଲେ।

ବିଚାରକର୍ତାମାନଙ୍କ ବିବରଣ 7:1
ତା ପରଦିନ ପ୍ରତକ୍ସ୍ଟ୍ଯଷ ରେ ୟିରକ୍ସ୍ଟଦ୍ଦାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣୀ ସ୍ଥାପନ କଲେ। ମିଦିଯନ ଲୋକମାନଙ୍କର ଛାଉଣୀ ସମାନଙ୍କେର ଉତ୍ତର ରେ ମାରେି ପର୍ବତ ନିକଟ ତଳଭୂମିରେ ଥିଲା।

ଯିଶାଇୟ 10:26
ତା'ପ ରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତ ରେ ଓ ରବେ ଶୈଳ ରେ ମିଦିଯନର ହତ୍ଯା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲା ବେଳେ ସେ ସହେିପରି କରିବେ। ଆଉ ଅତୀତ ରେ ସଦାପ୍ରଭୁ ଯେପରି ତାଙ୍କର ୟଷ୍ଟି ସମୁଦ୍ର ଉପ ରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦଇେ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସହେିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।