Base Word
יָבִין
Short DefinitionJabin, the name of two Canaanitish kings
Long Definitiona king of Hazor who organised a confederacy of the northern princes against Joshua; confederacy routed by the waters of Merom
Derivationfrom H0995; intelligent
International Phonetic Alphabetjɔːˈbɪi̯n̪
IPA modjɑːˈviːn
Syllableyābîn
Dictionyaw-BEEN
Diction Modya-VEEN
UsageJabin
Part of speechn-pr-m

ଯିହୋଶୂୟ 11:1
ହାତସୋର ରାଜା ୟାବୀନ ଏହିକଥା ଶୁଣିଲେ। ତେଣୁ ସେ ମନସ୍ତ କଲେ, କେତକେ ରାଜାମାନଙ୍କର ସୈନ୍ଯବାହୀନିକକ୍ସ୍ଟ ଏକତ୍ର କରିବେ। ସେ ମାଦୋନର ରାଜା ୟୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କକ୍ସ୍ଟ ବାର୍ତ୍ତା ପଠାଇଲେ।

ବିଚାରକର୍ତାମାନଙ୍କ ବିବରଣ 4:2
ତେଣୁ ସଦାପ୍ରଭୁ ହାତ୍ସୋର ରେ ରାଜତ୍ବକାରୀ କିଣାନୀଯ ରାଜା ୟାବୀନର ହସ୍ତ ରେ ଇଶ୍ରାୟେଲ ସନ୍ତାନଗଣକକ୍ସ୍ଟ ପରାସ୍ତ କରାଇଲେ। ୟାବିନ୍ର ହାରୋଶୋତ୍ ରେ ରାଜତ୍ବ କରୁଥିଲେ। ଅନ୍ୟ ଦେଶୀଯମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସନୋପତି ଥିଲା।

ବିଚାରକର୍ତାମାନଙ୍କ ବିବରଣ 4:7
ମୁ ୟାବୀନର ସନୋପତି ସୀଷରାକକ୍ସ୍ଟ ଆଗଇେ ନବେି, ତା'ର ରଥକକ୍ସ୍ଟ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖ ରେ ତୁମ୍ଭକୁ ଓ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି।'

ବିଚାରକର୍ତାମାନଙ୍କ ବିବରଣ 4:17
କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।

ବିଚାରକର୍ତାମାନଙ୍କ ବିବରଣ 4:23
ସହେିଦିନ, ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ଆଗ ରେ କିଣାନୀଯ ରାଜା ୟାବୀନକକ୍ସ୍ଟ ପରାସ୍ତ କଲେ।

ବିଚାରକର୍ତାମାନଙ୍କ ବିବରଣ 4:24
ଦିନକକ୍ସ୍ଟ ଦିନ ଇଶ୍ରାୟେଲର ଲୋକମାନେ ଅଧିକ ପରାକ୍ରମରକ୍ସ୍ଟ ପରାକ୍ରମଶାଳୀ ହେଲେ, ସମାନେେ କିଣାନୀଯ ରାଜା ୟାବିନୀକକ୍ସ୍ଟ ପରାସ୍ତ କଲେ ଏବଂ ଶଷେ ରେ ହତ୍ଯା କଲେ।

ବିଚାରକର୍ତାମାନଙ୍କ ବିବରଣ 4:24
ଦିନକକ୍ସ୍ଟ ଦିନ ଇଶ୍ରାୟେଲର ଲୋକମାନେ ଅଧିକ ପରାକ୍ରମରକ୍ସ୍ଟ ପରାକ୍ରମଶାଳୀ ହେଲେ, ସମାନେେ କିଣାନୀଯ ରାଜା ୟାବିନୀକକ୍ସ୍ଟ ପରାସ୍ତ କଲେ ଏବଂ ଶଷେ ରେ ହତ୍ଯା କଲେ।

ଗୀତସଂହିତା 83:9
ହେ ପରମେଶ୍ବର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ୟପରେି ମିଦିଯନମାନଙ୍କୁ, ସୀଷରା ଓ ୟାବୀନମାନଙ୍କୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்