Psalm 7

fullscreen1 ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମାେ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର ଓ ଉଦ୍ଧାର କର।

fullscreen2 ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।

fullscreen3 ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।

fullscreen4 ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।

fullscreen5 ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।

fullscreen6 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର।

fullscreen7 ହେ ସଦାପ୍ରଭୁ, ଲୋକମାନଙ୍କର ବିଚାର କର। ଯେଉଁମାନେ କି ତୁମ୍ଭ ରାଜ୍ଯର ଚତୁର୍ଦ୍ଦିଗରେ ଏକତ୍ରୀତ ହାଇେଛନ୍ତି।

fullscreen8 ହେ ସଦାପ୍ରଭୁ ଲୋକମାନଙ୍କର ବିଚାର କର। ମାରେ ମଧ୍ଯ ବିଚାର କର। ପ୍ରମାଣ କର ମୁଁ ୟାହା କହୁଛି ତାହା ଠିକ୍। ପ୍ରମାଣ କର ୟେ ମୁଁ ନିରପରାଧ।

fullscreen9 ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।

fullscreen10 ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ।

fullscreen11 ପରମେଶ୍ବର ହେଉଛନ୍ତି ଧର୍ମମଯ ବିଚାରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ୟ୍ଯ ପାଇଁ କୋର୍ଧ କରନ୍ତି।

fullscreen12 ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।

fullscreen13 ପରମେଶ୍ବର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ଥାଆନ୍ତି।

fullscreen14 କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ଯସ୍ତ ଥାଆନ୍ତି। ସମାନେେ ଗୋପନ ଯୋଜନା କରନ୍ତି ଓ ମିଥ୍ଯା ମଧ୍ଯ କହନ୍ତି।

fullscreen15 ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।

fullscreen16 ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।

1 O Lord my God, in thee do I put my trust: save me from all them that persecute me, and deliver me:

2 Lest he tear my soul like a lion, rending it in pieces, while there is none to deliver.

3 O Lord my God, if I have done this; if there be iniquity in my hands;

4 If I have rewarded evil unto him that was at peace with me; (yea, I have delivered him that without cause is mine enemy:)

5 Let the enemy persecute my soul, and take it; yea, let him tread down my life upon the earth, and lay mine honour in the dust. Selah.

6 Arise, O Lord, in thine anger, lift up thyself because of the rage of mine enemies: and awake for me to the judgment that thou hast commanded.

7 So shall the congregation of the people compass thee about: for their sakes therefore return thou on high.

8 The Lord shall judge the people: judge me, O Lord, according to my righteousness, and according to mine integrity that is in me.

9 Oh let the wickedness of the wicked come to an end; but establish the just: for the righteous God trieth the hearts and reins.

10 My defence is of God, which saveth the upright in heart.

11 God judgeth the righteous, and God is angry with the wicked every day.

12 If he turn not, he will whet his sword; he hath bent his bow, and made it ready.

13 He hath also prepared for him the instruments of death; he ordaineth his arrows against the persecutors.

14 Behold, he travaileth with iniquity, and hath conceived mischief, and brought forth falsehood.

15 He made a pit, and digged it, and is fallen into the ditch which he made.

16 His mischief shall return upon his own head, and his violent dealing shall come down upon his own pate.

Psalm 7 in Tamil and English

1 ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମାେ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର ଓ ଉଦ୍ଧାର କର।
O Lord my God, in thee do I put my trust: save me from all them that persecute me, and deliver me:

2 ତୁମ୍ଭେ ୟଦି ମାେତେ ସାହାୟ୍ଯ ନ କର ଶଷେରେ ସିଂହ ଦ୍ବାରା ଧରା ପଡ଼ିଥିବା ପଶୁଟି ପରି ମାରେ ଅବସ୍ଥା ହବେ। ମାେତେ ସମାନେେ ବୋହି ନଇେଯିବେ। ସେତବେେଳେ କହେି ମାେତେ ରକ୍ଷା କରିବାକୁ ନ ଥିବେ।
Lest he tear my soul like a lion, rending it in pieces, while there is none to deliver.

3 ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।
O Lord my God, if I have done this; if there be iniquity in my hands;

4 ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।
If I have rewarded evil unto him that was at peace with me; (yea, I have delivered him that without cause is mine enemy:)

5 ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।
Let the enemy persecute my soul, and take it; yea, let him tread down my life upon the earth, and lay mine honour in the dust. Selah.

6 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର।
Arise, O Lord, in thine anger, lift up thyself because of the rage of mine enemies: and awake for me to the judgment that thou hast commanded.

7 ହେ ସଦାପ୍ରଭୁ, ଲୋକମାନଙ୍କର ବିଚାର କର। ଯେଉଁମାନେ କି ତୁମ୍ଭ ରାଜ୍ଯର ଚତୁର୍ଦ୍ଦିଗରେ ଏକତ୍ରୀତ ହାଇେଛନ୍ତି।
So shall the congregation of the people compass thee about: for their sakes therefore return thou on high.

8 ହେ ସଦାପ୍ରଭୁ ଲୋକମାନଙ୍କର ବିଚାର କର। ମାରେ ମଧ୍ଯ ବିଚାର କର। ପ୍ରମାଣ କର ମୁଁ ୟାହା କହୁଛି ତାହା ଠିକ୍। ପ୍ରମାଣ କର ୟେ ମୁଁ ନିରପରାଧ।
The Lord shall judge the people: judge me, O Lord, according to my righteousness, and according to mine integrity that is in me.

9 ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।
Oh let the wickedness of the wicked come to an end; but establish the just: for the righteous God trieth the hearts and reins.

10 ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ।
My defence is of God, which saveth the upright in heart.

11 ପରମେଶ୍ବର ହେଉଛନ୍ତି ଧର୍ମମଯ ବିଚାରକର୍ତ୍ତା। ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ୟ୍ଯ ପାଇଁ କୋର୍ଧ କରନ୍ତି।
God judgeth the righteous, and God is angry with the wicked every day.

12 ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
If he turn not, he will whet his sword; he hath bent his bow, and made it ready.

13 ପରମେଶ୍ବର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ଥାଆନ୍ତି।
He hath also prepared for him the instruments of death; he ordaineth his arrows against the persecutors.

14 କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ଯସ୍ତ ଥାଆନ୍ତି। ସମାନେେ ଗୋପନ ଯୋଜନା କରନ୍ତି ଓ ମିଥ୍ଯା ମଧ୍ଯ କହନ୍ତି।
Behold, he travaileth with iniquity, and hath conceived mischief, and brought forth falsehood.

15 ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।
He made a pit, and digged it, and is fallen into the ditch which he made.

16 ସେମାନେ ନିଶ୍ଚୟ ଦଣ୍ଡ ପାଇବେ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି। କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।
His mischief shall return upon his own head, and his violent dealing shall come down upon his own pate.