Psalm 66:2
ତାହାଙ୍କ ନାମର ମହିମା ଗାନ କର। ସ୍ତୁତି ଗାନ କରି ଗୌରବାନ୍ବିତ କର।
Psalm 66:2 in Other Translations
King James Version (KJV)
Sing forth the honour of his name: make his praise glorious.
American Standard Version (ASV)
Sing forth the glory of his name: Make his praise glorious.
Bible in Basic English (BBE)
Make a song in honour of his name: give praise and glory to him.
Darby English Bible (DBY)
Sing forth the glory of his name, make his praise glorious;
Webster's Bible (WBT)
Sing forth the honor of his name: make his praise glorious.
World English Bible (WEB)
Sing to the glory of his name! Offer glory and praise!
Young's Literal Translation (YLT)
Praise ye the honour of His name, Make ye honourable His praise.
| Sing forth | זַמְּר֥וּ | zammĕrû | za-meh-ROO |
| the honour | כְבֽוֹד | kĕbôd | heh-VODE |
| name: his of | שְׁמ֑וֹ | šĕmô | sheh-MOH |
| make | שִׂ֥ימוּ | śîmû | SEE-moo |
| his praise | כָ֝ב֗וֹד | kābôd | HA-VODE |
| glorious. | תְּהִלָּתֽוֹ׃ | tĕhillātô | teh-hee-la-TOH |
Cross Reference
ପ୍ରଥମ ବଂଶାବଳୀ 29:10
ଏହାପରେ ଦାଉଦ ଏକତ୍ରୀତ ହାଇେଥିବା ସମସ୍ତ ଲୋକଙ୍କ ସାକ୍ଷାତ ରେ ସଦାପ୍ରଭୁଙ୍କର ପ୍ରଶଂସାଗାନ କଲେ। ଦାଉଦ କହିଲେ :
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:8
ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :
ଯିଶାଇୟ 49:13
ହେ ସ୍ବର୍ଗମଣ୍ଡଳ, ଗାନ କର ; ହେ ପୃଥିବୀ, ଉଲ୍ଲସିତ ହୁଅ ; ହେ ପର୍ବତଗଣ, ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କର ; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ବନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।
ଯିଶାଇୟ 42:12
ସମାନେେ ସଦାପ୍ରଭୁଙ୍କୁ ମହିମା ଦିଅନ୍ତୁ ଓ ଦ୍ବୀପ ସମୂହ ମଧିଅରେ ତାଙ୍କର ପ୍ରଶଂସା ପ୍ରଚାର କରନ୍ତୁ।
ଯିଶାଇୟ 12:4
ତା'ପ ରେ ତୁମ୍ଭେ କହିବ, ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'
ଯିଶାଇୟ 6:3
ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।
ଗୀତସଂହିତା 107:22
ସମାନେେ ଧନ୍ଯବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ ଓ ଗାନକରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
ଗୀତସଂହିତା 107:15
ସମାନେେ ସଦାପ୍ରଭୁଙ୍କର କରୁଣା ପ୍ରମେ ପାଇଁ ତାଙ୍କୁ ଧନ୍ଯବାଦ କରନ୍ତୁ। ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ବୋଲି।
ଗୀତସଂହିତା 106:2
ସଦାପ୍ରଭୁଙ୍କୁ କହେି ବର୍ଣ୍ଣନା କରିପାରିବେ ନାହିଁ। ତାଙ୍କର ପୂର୍ଣ୍ଣ ପ୍ରଶଂସା କହେି କରିପାରିବେ ନାହିଁ।
ଗୀତସଂହିତା 105:2
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କର। ତାଙ୍କର ପ୍ରଚାରିତ କର। ତାହାଙ୍କ ଦ୍ବାରା କରାୟାଇଥିବା ଆଶ୍ଚର୍ୟ୍ଯ କ୍ରିଯା ବିଷଯରେ କୁହ।
ଗୀତସଂହିତା 96:3
ଜାତିମାନଙ୍କୁ କୁହ ୟେ, ପରମେଶ୍ବର ଆଶ୍ଚର୍ୟ୍ଯଜନକ ଅଟନ୍ତି। ପରମେଶ୍ବରଙ୍କ ପ୍ରକୃତ ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ସନ୍ତାନଗଣଙ୍କୁ କୁହ।
ଗୀତସଂହିତା 79:9
ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ବର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାୟ୍ଯ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର।
ଗୀତସଂହିତା 72:18
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ଅନନ୍ତର ପରମେଶ୍ବରଙ୍କର ଗୁଣଗାନ କର। କବଳେ ପରମେଶ୍ବର ମୁଁ ଏହିପରି ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରି ପାରନ୍ତି।
ଗୀତସଂହିତା 47:6
ପରମେଶ୍ବରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହାଇେ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର।
ନିହିମିୟା 9:5
ଏହାପରେ ଲବେୀୟମାନେ: ଯଶୂେଯ, କଦମୀଯଲେ, ବାନି, ହଶବନିଯ, ଶେ ରବେିଯ, ହାଦେିୟ, ଶବନିଯ, ଓ ପଥାଦିଯ କହିଲେ, ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାଯୀ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଧନ୍ଯବାଦ କର।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:13
ତା'ପରେ ମୁଁ ସ୍ବର୍ଗ, ମର୍ତ୍ତ୍ଯ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି :