Base Word
כָּבוֹד
Short Definitionproperly, weight, but only figuratively in a good sense, splendor or copiousness
Long Definitionglory, honor, glorious, abundance
Derivationrarely כָּבֹד; from H3513
International Phonetic Alphabetkɔːˈbod̪
IPA modkɑːˈvo̞wd
Syllablekābôd
Dictionkaw-BODE
Diction Modka-VODE
Usageglorious(-ly), glory, honour(-able)
Part of speechn-m

ଆଦି ପୁସ୍ତକ 31:1
ଦିନେ ଯାକୁବ, ଲାବନର ଓ ତା'ର ପୁତ୍ରମାନେ କଥାବର୍ତ୍ତା ହେଉଥିବାର ଶୁଣିଲେ। ସମାନେେ କହିଲେ, ଯାକୁବ ସବୁକିଛି ନଇେ ୟାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନଇେ ସେ ଧନୀ ହାଇେଛି।

ଆଦି ପୁସ୍ତକ 45:13
ତେଣୁ ତୁମ୍ଭମାନେେ ମାରେ ଏଠା ରେ ଐଶ୍ବର୍ୟ୍ଯାଦି ଯାହା ଦେଖୁଛ ତାହା ମାେ ପିତାଙ୍କୁ ଜଣାଅ। ମାରେ ଏଠା ରେ ଯାହା ଦେଖୁଛ ତାହା ସବୁ ମାରେ ପିତାଙ୍କୁ ୟାଇ କୁହ। ବର୍ତ୍ତମାନ ତୁମ୍ଭେ ଶିଘ୍ର ୟାଇ ମାରେପିତାଙ୍କୁ ଏଠାକୁ ଆଣ।

ଆଦି ପୁସ୍ତକ 49:6
ସମାନେେ ଗୁପ୍ତ ରେ ମନ୍ଦ ଯୋଜନା କରନ୍ତି। ହେ ମାରେ ପ୍ରାଣ ସମାନଙ୍କେର ଗୁପ୍ତମନ୍ତ୍ରଣା ରେ ପ୍ରବେଶ କର ନାହିଁ। ସମାନଙ୍କେ ସଭା ରେ ମିଳିତ ହୁଅ ନାହିଁ, କାରଣ ସମାନେେ କୋର୍ଧିତ ଥିଲା ବେଳେ ମନୁଷ୍ଯମାନଙ୍କୁ ହତ୍ଯା ଏବଂ ସମାନଙ୍କେ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ଯା କଲେ।

ଯାତ୍ରା ପୁସ୍ତକ 16:7
ଆସନ୍ତାକାଲି ପ୍ରଭାତ ରେ ତୁମ୍ଭମାନେେ ପରମେଶ୍ବରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭମାନେେ କିଏ? ପ୍ରକୃତ ରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।

ଯାତ୍ରା ପୁସ୍ତକ 16:10
ଯେତବେେଳେ ହାରୋଣ ଇଶ୍ରାୟେଲମାନଙ୍କୁ କହିଲେ, ସମାନେେ ମରୁଭୂମି ଆଡକୁ ବୁଲି ଚାହିଁଲେ। ହଠାତ୍ ମେଘ ମଧିଅରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।

ଯାତ୍ରା ପୁସ୍ତକ 24:16
ଏଥି ରେ ସୀନଯ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତ କଲା। ଆଉ ତାହା ଛଅଦିନ ମଘାେଚ୍ଛନ୍ନ ହାଇେ ରହିଲା। ଏହାପରେ ସଦାପ୍ରଭୁ ସପ୍ତମ ଦିନ ମେଘ ମଧ୍ଯରୁ ମାଶାଙ୍କେୁ ଡାକିଲେ।

ଯାତ୍ରା ପୁସ୍ତକ 24:17
ସଠାେରେ ସଦାପ୍ରଭୁଙ୍କର ମହିମା ପର୍ବତ ଶିଖର ଉପରେ ଦଖାଗେଲା। ଇଶ୍ରାୟେଲର ଲୋକଙ୍କୁ ଏହା ଗ୍ରାସକାରୀ ଅଗ୍ନି ପରି ଦଖାଗେଲା।

ଯାତ୍ରା ପୁସ୍ତକ 28:2
ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସହେି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ।

ଯାତ୍ରା ପୁସ୍ତକ 28:40
ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଚୋଗା, କଟୀବନ୍ଧନ ଓ ପଗଡି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡିକ ସମାନଙ୍କେୁ ଗୌରବ ଓ ସୌନ୍ଦର୍ୟ୍ଯ ଦବେ।

ଯାତ୍ରା ପୁସ୍ତକ 29:43
ସହେି ସ୍ଥାନ ରେ ମୁଁ ଇଶ୍ରାୟେଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମାରେ ମହିମା ରେ ତମ୍ବୁଟି ପବିତ୍ର ହବେ।

Occurences : 200

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்