ଗୀତସଂହିତା 150

1 ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର !ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ଯମଣ୍ଡଳରେ ତାଙ୍କର ପ୍ରଶଂସା କର।

2 ପରମେଶ୍ବର କରିଥିବା ସମସ୍ତ ମହାନ୍ କାର୍ୟ୍ଯ ନିମନ୍ତେ ତାଙ୍କର ପ୍ରଶଂସା କର। ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।

3 ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !

4 ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।

5 ଉଚ୍ଚ କରତାଳିରେ ପରମେଶ୍ବରଙ୍କର ପ୍ରଶଂସା କର। ଉଚ୍ଚ କରତାଳି ଧ୍ବନିରେ ତାଙ୍କର ପ୍ରଶଂସା କର।

6 ନିଶ୍ବାସ ପ୍ରଶ୍ବାସଧାରୀ ପ୍ରେତ୍ୟକକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର !ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !

1 Praise ye the Lord. Praise God in his sanctuary: praise him in the firmament of his power.

2 Praise him for his mighty acts: praise him according to his excellent greatness.

3 Praise him with the sound of the trumpet: praise him with the psaltery and harp.

4 Praise him with the timbrel and dance: praise him with stringed instruments and organs.

5 Praise him upon the loud cymbals: praise him upon the high sounding cymbals.

6 Let every thing that hath breath praise the Lord. Praise ye the Lord.