ଗୀତସଂହିତା 129:7 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 129 ଗୀତସଂହିତା 129:7

Psalm 129:7
ୟପରେି କଟାଳି ତା'ର ହଳୋପୂର୍ଣ୍ଣ କରିପାରେ ନାହିଁ। ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।

Psalm 129:6Psalm 129Psalm 129:8

Psalm 129:7 in Other Translations

King James Version (KJV)
Wherewith the mower filleth not his hand; nor he that bindeth sheaves his bosom.

American Standard Version (ASV)
Wherewith the reaper filleth not his hand, Nor he that bindeth sheaves his bosom.

Bible in Basic English (BBE)
He who gets in the grain has no use for it; and they do not make bands of it for the grain-stems.

Darby English Bible (DBY)
Wherewith the mower filleth not his hand, nor he that bindeth sheaves his bosom;

World English Bible (WEB)
With which the reaper doesn't fill his hand, Nor he who binds sheaves, his bosom.

Young's Literal Translation (YLT)
That hath not filled the hand of a reaper, And the bosom of a binder of sheaves.

Wherewith
the
mower
שֶׁלֹּ֤אšellōʾsheh-LOH
filleth
מִלֵּ֖אmillēʾmee-LAY
not
כַפּ֥וֹkappôHA-poh
his
hand;
קוֹצֵ֗רqôṣērkoh-TSARE
sheaves
bindeth
that
he
nor
וְחִצְנ֥וֹwĕḥiṣnôveh-heets-NOH
his
bosom.
מְעַמֵּֽר׃mĕʿammērmeh-ah-MARE

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:8
ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।

ଗୀତସଂହିତା 126:6
ୟଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷତକେୁ ନଇୟୋଏ, ତଥାପି ସେ ଅମଳ ଘରକୁ ଆଣିବା ସମଯରେ ଖୁସି ହୁଏ।

ଯିଶାଇୟ 17:10
ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।

ହୋଶେୟ 8:7
ଇଶ୍ରାୟେଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସମାନେେ ବାଯୁ ରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସମାନେେ କବଳେ ହିଁ ଦୁଃଖ ପାଇବେ। ସମାନେେ ଘୂର୍ଣ୍ଣିବାତ୍ଯାକୁ ନିମନ୍ତ୍ରଣ କଲେ। ଜମି ରେ ଉତ୍ପନ୍ନ ହେଉଥିବା ଶସ୍ଯ ଖାଦ୍ୟ ଯୋଗଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତବେେ ତାକୁ ଅଜଣା ଲୋକ ଭକ୍ଷଣ କରିବେ।