Base Word
כַּף
Short Definitionthe hollow hand or palm (so of the paw of an animal, of the sole, and even of the bowl of a dish or sling, the handle of a bolt, the leaves of a palm-tree); figuratively, power
Long Definitionpalm, hand, sole, palm of the hand, hollow or flat of the hand
Derivationfrom H3721
International Phonetic Alphabetkɑp
IPA modkɑf
Syllablekap
Dictionkahp
Diction Modkahf
Usagebranch, + foot, hand(-ful, -le, -led), hollow, middle, palm, paw, power, sole, spoon
Part of speechn-f

ଆଦି ପୁସ୍ତକ 8:9
ସହେି କପୋତଟି କୌଣସିଠା ରେ ବିଶ୍ରାମ ନବୋକୁ ସ୍ଥାନ ନପାଇ ଫରେିଆସିଲା। କାରଣ ସେ ପର୍ୟ୍ଯନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ଯକୁ ନେଲେ।

ଆଦି ପୁସ୍ତକ 20:5
ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।

ଆଦି ପୁସ୍ତକ 31:42
ମାହେର ପୂର୍ବପୁରୁଷଙ୍କ ପରମେଶ୍ବର ଅବ୍ରହାମଙ୍କ ପରମେଶ୍ବର ଓ ଇସ୍ହାକର ଭୟନାଶକ ପରମେଶ୍ବର ଯବେେ ମାେ ସହିତ ନଥାନ୍ତେ, ତବେେ ଅବଶ୍ଯ ଏବେ ତୁମ୍ଭେ ମାେତେ ତୁଚ୍ଛା ହାତ ରେ ବିଦାଯ କରିଥାନ୍ତ। ପରମେଶ୍ବର ମାରେ ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରି ରେ ତୁମ୍ଭକୁ ଧମକାଇଲେ।

ଆଦି ପୁସ୍ତକ 32:25
ସହେି ଲୋକଟି ଦେଖିଲା ସେ ଯାକୁବକୁ ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯାକୁବର ଗୋଡ଼କୁ ଟାଣି ଦବୋରୁ ତା'ର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।

ଆଦି ପୁସ୍ତକ 32:25
ସହେି ଲୋକଟି ଦେଖିଲା ସେ ଯାକୁବକୁ ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯାକୁବର ଗୋଡ଼କୁ ଟାଣି ଦବୋରୁ ତା'ର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।

ଆଦି ପୁସ୍ତକ 32:32
ତେଣୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରା ରେ ଯାକୁବଙ୍କୁ ଆଘାତ ଲାଗିଥିଲା।

ଆଦି ପୁସ୍ତକ 32:32
ତେଣୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରା ରେ ଯାକୁବଙ୍କୁ ଆଘାତ ଲାଗିଥିଲା।

ଆଦି ପୁସ୍ତକ 40:11
ସେତବେେଳେ ମାେ ହସ୍ତ ରେ ଫାରୋଙ୍କର ପାନପାତ୍ର ଥିବାରୁ ସହେି ପାତ୍ର ରେ ମୁଁ ସହେି ଦ୍ରାକ୍ଷାଫଳ ଘନେି ଚିପୁଡ଼ି ଫାରୋଙ୍କର ହସ୍ତ ରେ ସହେି ପାତ୍ର ହଲିେ।

ଆଦି ପୁସ୍ତକ 40:21
ଠିକ୍ ସହେିପରି ଯୋଷଫେ ତା'ର ସ୍ବପ୍ନର ଅର୍ଥ ବିଷଯ ରେ ଫାରୋ ମୂଖ୍ଯ ପାନପାତ୍ର ବାହକକୁ ତାହାର ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତ ରେ ପାନପାତ୍ର ଦବୋକୁ ଲାଗିଲେ।

ଯାତ୍ରା ପୁସ୍ତକ 4:4
କିନ୍ତୁ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହସ୍ତ ପ୍ରସାର କରି ତା'ର ଲାଞ୍ଜଟିକୁ ଧର।

Occurences : 193

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்