Psalm 119
41 ହେ ସଦାପ୍ରଭୁ, ମାେ ପ୍ରତି ତୁମ୍ଭର ପ୍ରମେ ପ୍ରଦର୍ଶନ କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ପରିତ୍ରାଣ କର।
42 ତହିଁରେ ମୁଁ ସମାନଙ୍କେୁ ଉତ୍ତର ଦବେି। ଯେଉଁମାନେ ମାେତେ ଅପମାନିତ କରୁଥିଲେ। ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ଯରେ ଭରସା କରେ।
43 ମାେତେ ତୁମ୍ଭର ସତ୍ଯ ଶିକ୍ଷା ବିଷଯରେ କହିବାକୁ ଦିଅ। ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ଯରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ୟ୍ଯନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତଣେୁ ମୁଁ ମୁକ୍ତ ହବେି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ଯ ବିଷଯରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହବେି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସି। ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନହେ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ। ଏବଂ ମୁଁ ତୁମ୍ଭର ବ୍ଯବସ୍ଥାସବୁ ଧ୍ଯାନ କରିବି।
41 Let thy mercies come also unto me, O Lord, even thy salvation, according to thy word.
42 So shall I have wherewith to answer him that reproacheth me: for I trust in thy word.
43 And take not the word of truth utterly out of my mouth; for I have hoped in thy judgments.
44 So shall I keep thy law continually for ever and ever.
45 And I will walk at liberty: for I seek thy precepts.
46 I will speak of thy testimonies also before kings, and will not be ashamed.
47 And I will delight myself in thy commandments, which I have loved.
48 My hands also will I lift up unto thy commandments, which I have loved; and I will meditate in thy statutes.
Psalm 119 in Tamil and English
41 ହେ ସଦାପ୍ରଭୁ, ମାେ ପ୍ରତି ତୁମ୍ଭର ପ୍ରମେ ପ୍ରଦର୍ଶନ କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ପରିତ୍ରାଣ କର।
Let thy mercies come also unto me, O Lord, even thy salvation, according to thy word.
42 ତହିଁରେ ମୁଁ ସମାନଙ୍କେୁ ଉତ୍ତର ଦବେି। ଯେଉଁମାନେ ମାେତେ ଅପମାନିତ କରୁଥିଲେ। ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ଯରେ ଭରସା କରେ।
So shall I have wherewith to answer him that reproacheth me: for I trust in thy word.
43 ମାେତେ ତୁମ୍ଭର ସତ୍ଯ ଶିକ୍ଷା ବିଷଯରେ କହିବାକୁ ଦିଅ। ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ଯରେ ନିର୍ଭର କରେ।
And take not the word of truth utterly out of my mouth; for I have hoped in thy judgments.
44 ମୁଁ ଅନନ୍ତକାଳ ପର୍ୟ୍ଯନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
So shall I keep thy law continually for ever and ever.
45 ତଣେୁ ମୁଁ ମୁକ୍ତ ହବେି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
And I will walk at liberty: for I seek thy precepts.
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ଯ ବିଷଯରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହବେି ନାହିଁ।
I will speak of thy testimonies also before kings, and will not be ashamed.
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସି। ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନହେ କରିଅଛି।
And I will delight myself in thy commandments, which I have loved.
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ। ଏବଂ ମୁଁ ତୁମ୍ଭର ବ୍ଯବସ୍ଥାସବୁ ଧ୍ଯାନ କରିବି।
My hands also will I lift up unto thy commandments, which I have loved; and I will meditate in thy statutes.