Psalm 119:41
ହେ ସଦାପ୍ରଭୁ, ମାେ ପ୍ରତି ତୁମ୍ଭର ପ୍ରମେ ପ୍ରଦର୍ଶନ କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ପରିତ୍ରାଣ କର।
Psalm 119:41 in Other Translations
King James Version (KJV)
Let thy mercies come also unto me, O LORD, even thy salvation, according to thy word.
American Standard Version (ASV)
VAV. Let thy lovingkindnesses also come unto me, O Jehovah, Even thy salvation, according to thy word.
Bible in Basic English (BBE)
<VAU> Let your mercies come to me, O Lord, even your salvation, as you have said.
Darby English Bible (DBY)
VAU. And let thy loving-kindness come unto me, O Jehovah, -- thy salvation according to thy ùword.
World English Bible (WEB)
Let your loving kindness also come to me, Yahweh, Your salvation, according to your word.
Young's Literal Translation (YLT)
`Waw.' And meet me doth Thy kindness, O Jehovah, Thy salvation according to Thy saying.
| Let thy mercies | וִֽיבֹאֻ֣נִי | wîbōʾunî | vee-voh-OO-nee |
| come | חֲסָדֶ֣ךָ | ḥăsādekā | huh-sa-DEH-ha |
| Lord, O me, unto also | יְהוָ֑ה | yĕhwâ | yeh-VA |
| even thy salvation, | תְּ֝שֽׁוּעָתְךָ֗ | tĕšûʿotkā | TEH-shoo-ote-HA |
| according to thy word. | כְּאִמְרָתֶֽךָ׃ | kĕʾimrātekā | keh-eem-ra-TEH-ha |
Cross Reference
ଗୀତସଂହିତା 119:58
ସଦାପ୍ରଭୁ ମୁଁ ମାରେ ସମ୍ପୂର୍ଣ୍ଣ ହୃଦଯ ସହିତ ତୁମ୍ଭକୁ ଭିକ୍ଷା କରେ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେ ପ୍ରତି ଦୟାକର।
ଗୀତସଂହିତା 119:76
ତୁମ୍ଭର ପ୍ରକୃତ ପ୍ରମରେେ ମାେତେ ସାନ୍ତ୍ବନା ଦିଅ। ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ବନା ଦିଅ।
ଗୀତସଂହିତା 69:16
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଉତ୍ତମ। ତଣେୁ ମାେତେ ଉତ୍ତର ଦିଅ। ମାରେ ସହାୟତା ପାଇଁ କୃପାସହକାରେ ମାେତେ ଚାହଁ।
ଗୀତସଂହିତା 106:4
ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟାକଲା ସମଯରେ ମାେତେ ଟିକେ ମନେ ପକାଅ। ମାେତେ ମଧ୍ଯ ଉଦ୍ଧାର କରିବାକୁ ମନେପକାଅ।
ଗୀତସଂହିତା 119:132
ହେ ପରମେଶ୍ବର, ମାେତେ ଦେଖ ଓ ମାେ ପ୍ରତି ଦୟା କର। ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ୟାହା କରିବା ଉଚିତ୍ ତାହା କର।
ଲୂକଲିଖିତ ସୁସମାଚାର 2:28
ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନଇେ ପରମେଶ୍ବରଙ୍କ ସ୍ତୁତିଗାନ କରି କହିଲେ: