Base Word
תְּשׁוּעָה
Short Definitionrescue (literal or figurative, persons, national or spiritual)
Long Definitionsalvation, deliverance
Derivationor תְּשֻׁעָה; from H7768 in the sense of H3467
International Phonetic Alphabett̪ɛ̆.ʃuːˈʕɔː
IPA modtɛ̆.ʃuˈʕɑː
Syllabletĕšûʿâ
Dictionteh-shoo-AW
Diction Modteh-shoo-AH
Usagedeliverance, help, safety, salvation, victory
Part of speechn-f

ବିଚାରକର୍ତାମାନଙ୍କ ବିବରଣ 15:18
ଶାମ୍ଶାେନ୍ ବହକ୍ସ୍ଟତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବଦନେ କଲେ, ମୁ ତୁମ୍ଭର ଦାସ, ତୁମ୍ଭେ ମାେତେ ମହତ ବିଜଯ ଦିଅ। ଏବେ ମୁ ଶୋଷ ରେ ମରକ୍ସ୍ଟଛି। ମୁ ଅସକ୍ସ୍ଟନ୍ନତ ଲୋକମାନଙ୍କ ହସ୍ତ ରେ ପଡିବାକକ୍ସ୍ଟ ଯାଉଛି, ତେଣୁ ମାେତେ ରକ୍ଷା କର।

ପ୍ରଥମ ଶାମୁୟେଲ 11:9
ଶାଉଲ ଏବଂ ତାଙ୍କ ସୈନ୍ଯମାନେ ୟାବେଶ୍ର ଦୂତମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦର ଲୋକମାନଙ୍କୁ କକ୍ସ୍ଟହ ଆସନ୍ତା କାଲି ମଧ୍ଯାହ୍ନ ସକ୍ସ୍ଟଦ୍ଧା ସମାନେେ ମକ୍ସ୍ଟକ୍ତ ହବେେ।

ପ୍ରଥମ ଶାମୁୟେଲ 11:13
ଶାଉଲ କହିଲେ, ନା! ଆଜି କାହାକକ୍ସ୍ଟ ହତ୍ଯା କର ନାହିଁ। ସଦାପ୍ରଭୁ ଆଜି ଇଶ୍ରାୟେଲୀୟମାନଙ୍କୁ ରକ୍ଷା କରିଛନ୍ତି।

ପ୍ରଥମ ଶାମୁୟେଲ 19:5
ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

ଦିତୀୟ ଶାମୁୟେଲ 19:2
ଦାଉଦଙ୍କର ସୌନ୍ଯଦଳସସଦିନ ୟକ୍ସ୍ଟଦ୍ଧସର ଜଯଲାଭ କଲଲ। କିନ୍ତୁ ଜଯଲାଭ କରିବାର ଆନନ୍ଦ ସମସ୍ତସଲାକମାନଙ୍କ ପାଇଁ ଦକ୍ସ୍ଟଃଖସର ପରିଣତସହଲା। ଏହା ଥିଲା ଏକ ଦକ୍ସ୍ଟଃଖର ଦିନ, କାରଣସଲାକମାଲନ ଶୁଣିବାକୁ ପାଇଲଲସଯ, "ରାଜା ତାଙ୍କର ନିଜ ପକ୍ସ୍ଟତ୍ର ପାଇଁ ଅତ୍ଯନ୍ତ ଦକ୍ସ୍ଟଃଖିତ।"

ଦିତୀୟ ଶାମୁୟେଲ 23:10
ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଲାନ୍ତ ହବୋ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକକ୍ସ୍ଟ ଶକ୍ତ ଭାବରେ ଧରି ୟକ୍ସ୍ଟଦ୍ଧ କରିବା ଗ୍ଭଲକ୍ସ୍ଟ ରଖିଲେ। ପକ୍ସ୍ଟଣି ସହେିଦିନ ସଦାପ୍ରଭୁ ଏକ ବିରାଟ ଜଯ କରାଇଲେ ଏବଂ ଲୋକମାନେ ତାଙ୍କୁ ଲକ୍ସ୍ଟସ୍ଖନ କରିବାକୁ ଅନକ୍ସ୍ଟସରଣ କଲେ।

ଦିତୀୟ ଶାମୁୟେଲ 23:12
କିନ୍ତୁ ଶମ୍ମ କ୍ଷେତ୍ର ମଧିଅରେ ଠିଆ ହାଇେ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜଯ ସାଧନ କଲେ।

ଦିତୀୟ ରାଜାବଳୀ 5:1
ଅରାମୀଯ ରାଜାଙ୍କର ନାମାନ୍ ନାମ ରେ ଜଣେ ସନୋପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ବପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାୟ୍ଯ ରେ ଅରାମୀଯମାନଙ୍କୁ ବିଜଯ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ୍ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ ଚର୍ମ ରୋଗ ରେ ଆକ୍ରାନ୍ତ ଥିଲେ।

ଦିତୀୟ ରାଜାବଳୀ 13:17
ଇଲୀଶାୟ କହିଲେ, ପୂର୍ବ ଦିଗ ରେ ଥିବା ଝରକା ଖୋଲ। ଯୋୟାଶ୍ ଝରକା ଖାଲିେଲେ। ତା'ପରେ ଇଲୀଶାୟ କହିଲେ, ତୀର ନିକ୍ଷପେ କର।

ଦିତୀୟ ରାଜାବଳୀ 13:17
ଇଲୀଶାୟ କହିଲେ, ପୂର୍ବ ଦିଗ ରେ ଥିବା ଝରକା ଖୋଲ। ଯୋୟାଶ୍ ଝରକା ଖାଲିେଲେ। ତା'ପରେ ଇଲୀଶାୟ କହିଲେ, ତୀର ନିକ୍ଷପେ କର।

Occurences : 34

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்