ଗୀତସଂହିତା 106:11 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 106 ଗୀତସଂହିତା 106:11

Psalm 106:11
ପରମେଶ୍ବର ଜଳରାଶିଦ୍ବାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ। ସମାନଙ୍କେ ମଧ୍ଯରୁ ଜଣେ କହେି ରକ୍ଷା ପାଇଲେ ନାହିଁ।

Psalm 106:10Psalm 106Psalm 106:12

Psalm 106:11 in Other Translations

King James Version (KJV)
And the waters covered their enemies: there was not one of them left.

American Standard Version (ASV)
And the waters covered their adversaries; There was not one of them left.

Bible in Basic English (BBE)
And the waters went over their haters; all of them came to an end.

Darby English Bible (DBY)
And the waters covered their oppressors: there was not one of them left.

World English Bible (WEB)
The waters covered their adversaries. There was not one of them left.

Young's Literal Translation (YLT)
And waters cover their adversaries, One of them hath not been left.

And
the
waters
וַיְכַסּוּwaykassûvai-ha-SOO
covered
מַ֥יִםmayimMA-yeem
their
enemies:
צָרֵיהֶ֑םṣārêhemtsa-ray-HEM
not
was
there
אֶחָ֥דʾeḥādeh-HAHD
one
מֵ֝הֶ֗םmēhemMAY-HEM
of
them
left.
לֹ֣אlōʾloh
נוֹתָֽר׃nôtārnoh-TAHR

Cross Reference

ଯାତ୍ରା ପୁସ୍ତକ 15:5
ଗଭୀର ଜଳ ସମାନଙ୍କେୁ ଆଚ୍ଛାଦନ କରିଅଛି। ସମାନେେ ପ୍ରସ୍ତର ତୁଲ୍ଯ ଅଗାଧ ଜଳ ରେ ବୁଡି ଗଲେ।

ଯାତ୍ରା ପୁସ୍ତକ 14:27
ତେଣୁ ମାଶାେ ତାଙ୍କର ହସ୍ତ ସମୁଦ୍ର ଉପରେ ବିସ୍ତାର କଲେ। ଏହାପରେ ଠିକ୍ ସୂର୍ େଯ୍ଯାଦଯ ପୂର୍ବରୁ ସମୁଦ୍ର ପୂର୍ବପରି ସମାନ ହାଇଗେଲା। ମିଶରୀଯମାନେ ଦୌଡି ପଳାଇବାକୁ ଚେଷ୍ଟା କରନ୍ତେ ସଦାପ୍ରଭୁ ସମାନଙ୍କେୁ ସମୁଦ୍ର ରେ ନିକ୍ଷପେ କଲେ।

ଗୀତସଂହିତା 78:53
ପରମେଶ୍ବର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ। ତଣେୁ ସମାନେେ ଭୟଭୀତ ହେଲେ ନାହିଁ। କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ବର ଲୋହିତ ସମୁଦ୍ରରେ ବୁଡ଼ାଇଲେ।

ଯାତ୍ରା ପୁସ୍ତକ 14:13
କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।

ଯାତ୍ରା ପୁସ୍ତକ 15:10
ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କ ରେ ଉଡାଇ ଦଲେ ଓ ସମୁଦ୍ର ରେ ସମାନଙ୍କେୁ ବୁଡାଇ ଦଲେ। ସମାନେେ ସୀସା ପରି ଅଶାନ୍ତ ସମୁଦ୍ର ରେ ବୁଡିଗଲେ।

ଯାତ୍ରା ପୁସ୍ତକ 15:19
କାରଣ ଫାରୋଙ୍କର ଘୋଡା, ରଥ ଏବଂ ସୈନ୍ଯମାନେ ସବୁ ସମୁଦ୍ର ଭିତରକୁ ଚାଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇଶ୍ରାୟେଲ ଲୋକମାନେ ସମୁଦ୍ର ମଧିଅରେ ଶୁଷ୍କ ରାସ୍ତା ରେ ଗମନ କଲେ।