Psalm 10:9
ସହେି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ୟାଆନ୍ତି ସମାନେେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସହେି ନିରୀହ ଲୋକମାନେ ସହଜରେ ସହେି ଦୁଷ୍ଟମାନଙ୍କ ଦ୍ବାରା ବସାୟାଇଥିବା ୟନ୍ତାରେ ପଡ଼ି ୟାଆନ୍ତି।
Psalm 10:9 in Other Translations
King James Version (KJV)
He lieth in wait secretly as a lion in his den: he lieth in wait to catch the poor: he doth catch the poor, when he draweth him into his net.
American Standard Version (ASV)
He lurketh in secret as a lion in his covert; He lieth in wait to catch the poor: He doth catch the poor, when he draweth him in his net.
Bible in Basic English (BBE)
He keeps himself in a secret place like a lion in his hole, waiting to put his hands on the poor man, and pulling him into his net.
Darby English Bible (DBY)
He lieth in wait secretly, like a lion in his thicket; he lieth in wait to catch the afflicted: he doth catch the afflicted, drawing him into his net.
Webster's Bible (WBT)
He lieth in wait secretly as a lion in his den: he lieth in wait to catch the poor: he doth catch the poor, when he draweth him into his net.
World English Bible (WEB)
He lurks in secret as a lion in his ambush. He lies in wait to catch the helpless. He catches the helpless, when he draws him in his net.
Young's Literal Translation (YLT)
He lieth in wait in a secret place, as a lion in a covert. He lieth in wait to catch the poor, He catcheth the poor, drawing him into his net.
| He lieth in wait | יֶאֱרֹ֬ב | yeʾĕrōb | yeh-ay-ROVE |
| secretly | בַּמִּסְתָּ֨ר׀ | bammistār | ba-mees-TAHR |
| as a lion | כְּאַרְיֵ֬ה | kĕʾaryē | keh-ar-YAY |
| den: his in | בְסֻכֹּ֗ה | bĕsukkō | veh-soo-KOH |
| he lieth in wait | יֶ֭אֱרֹב | yeʾĕrōb | YEH-ay-rove |
| catch to | לַחֲט֣וֹף | laḥăṭôp | la-huh-TOFE |
| the poor: | עָנִ֑י | ʿānî | ah-NEE |
| he doth catch | יַחְטֹ֥ף | yaḥṭōp | yahk-TOFE |
| poor, the | עָ֝נִ֗י | ʿānî | AH-NEE |
| when he draweth | בְּמָשְׁכ֥וֹ | bĕmoškô | beh-mohsh-HOH |
| him into his net. | בְרִשְׁתּֽוֹ׃ | bĕrištô | veh-reesh-TOH |
Cross Reference
ଗୀତସଂହିତା 59:3
ଦେଖ, ଲୋକମାନେ ମାେତେ ହତ୍ଯା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି। ବଳବାନ ଲୋକମାନେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ କିନ୍ତୁ ସଦାପ୍ରଭୁ ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
ଗୀତସଂହିତା 17:12
ସହେି ଦୁଷ୍ଟ ଲୋକମାନେ ସିଂହ ସଦୃଶ ୟିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସମାନେେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥାଆନ୍ତି।
ମୀଖା 7:2
ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।
ଆମୋଷ 2:6
ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଇଶ୍ରାୟେଲ ଲୋକଙ୍କୁ ଦଣ୍ତ ଦବୋ। କାରଣ ସମାନେେ ରେ ୗପ୍ୟ ବଦଳ ରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସମାନେେ ଏକହଳ ୟୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।
ଆମୋଷ 3:4
ସିଂହଟି ଗର୍ଜ୍ଜନ କରେ ଯଦି ତାକୁ ଶିକାର ଦୃଶ୍ଯମାନ ହୁଏ। ଯଦି ଗୋଟିଏ ୟୁବା ସିଂହ ତା'ର ଗୁମ୍ଫା ରେ ଗର୍ଜ୍ଜନ କରୁଛି ତବେେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
ଆମୋଷ 5:11
ତୁମ୍ଭମାନେେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାଯ ରେ କର ନେଉଅଛ ଏବଂ ସମାନଙ୍କେର ଗହମ ବଳପୂର୍ବକ ନେଉଅଛ। ତୁମ୍ଭମାନେେ କାରୁକାର୍ୟ୍ଯ ପଥର ରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭମାନେେ ସହେି ଘ ରେ ରହିପାରିବ ନାହିଁ। ତୁମ୍ଭମାନେେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ର ରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରିପାରିବ ନାହିଁ।
ନାହୂମ 2:11
ସହେି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ ସଠାେ ରେ ବାସ କରୁଥିଲେ। ସମାନଙ୍କେର ସିଂହ ଶାବକଗୁଡିକୁ ସଠାେ ରେ ଖାଉଥିଲେ ଏବଂ ଭୟଭୀତ ନଥିଲେ।
ହବକକୂକ 1:15
ଶତୃ ଆଙ୍କୁଡି ଓ ଜାଲ ସାହାୟ୍ଯ ରେ ସମାନଙ୍କେୁ ଧ ରେ। ସମାନେେ ସମାନଙ୍କେୁ ଜାଲ ରେ ଧରି ଖୁସି ହୁଅନ୍ତି।
ହବକକୂକ 3:14
ତୁମ୍ଭେ ତା'ର ନିଜ ବର୍ଚ୍ଛା ରେ ତା'ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ। ସହେି ସୈନ୍ଯମାନେ ଶକ୍ତିଶାଳୀ ଝଡ ଭଳି ଆମ୍ଭ ବିରୁଦ୍ଧ ରେ ଲଢିବାକୁ ଆସିଥିଲେ। ଗୋଟିଏ ଗରିବ ଲୋକକୁ ଗୋପନ ରେ ଲୁଣ୍ଠନ କଲାପରି ସମାନେେ କଲେ।
ଯିଖରିୟ 11:3
ମଷେପାଳକମାନଙ୍କର ବିଳାପ ଶୁଣ। କାରଣ ସମାନଙ୍କେର ଶକ୍ତିଶାଳୀ ନେତାମାନେ ଧ୍ବଂସ ହେଲେ। ୟୁବା ସିଂହମାନଙ୍କର ରବ ଶୁଣ। କାରଣ ଯିହୁଦାର ଗର୍ବ ଧ୍ବଂସ ହାଇେଛି।
ଯୋହନଲିଖିତ ସୁସମାଚାର 10:12
ମଷେ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମଷେପାଳକ ଠାରୁ ଭିନ୍ନ। ମଷଗେୁଡିକ ମୂଲିଆର ନୁହଁନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମଷେମାନଙ୍କୁ ଏକୁଟିଆ ଛାଡି ଦୌଡି ପଳାଏ। ତା'ପରେ ଗଧିଆ ମଷେମାନଙ୍କ ଉପରକୁ କୁଦାମା ରେ ଓ ସମାନଙ୍କେୁ ଛିନ୍ନଭିନ୍ନ କରି ଦିଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 23:21
କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।
ଯିହିଜିକଲ 22:29
ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ଯାଚାର କରନ୍ତି ଓ ଚୋରି କରନ୍ତି, ସମାନେେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସମାନେେ ବିଦେଶୀମାନଙ୍କୁ ସମାନଙ୍କେ ମଧିଅରେ ବସବାସ କରୁଥିବା ନ୍ଯାଯରୁ ବଞ୍ଚିତ କରି ଅତ୍ଯାଚାର କରନ୍ତି।
ଯିହିଜିକଲ 19:3
ସହେି ପ୍ରତିପାଳିତ ଛୁଆମାନଙ୍କ ମଧ୍ଯରୁ ଗୋଟଏ ଛୁଆ ୟୁବା ସିଂହ ହେଲା। ସେ ମୃଗଯା କରିବା ଶିଖିଲା ଓ ସେ ମନୁଷ୍ଯମାନଙ୍କୁ ଗ୍ରାସ କଲା।
ଯିରିମିୟଙ୍କ ବିଳାପ 3:10
ସଦାପ୍ରଭୁ ମାେ' ପ୍ରତି ଗୋଟିଏ ଭାଲୁ ସଦୃଶ, ୟିଏ ସତର୍କ ରେ ୟାଏ ଓ ତା'ର ଶିକାର କରିବା ପାଇଁ ଲୁଚି ରୁ ହେ, ସହେିପରି ଗୋଟିଏ ସିଂହ ସଦୃଶ ଅଟନ୍ତି।
ଗୀତସଂହିତା 12:5
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।
ଗୀତସଂହିତା 35:10
ସେତବେେଳେ ମାରେ ସମ୍ପୂର୍ଣ୍ଣ ଶରୀର କହିବ, ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କହେି ନାହିଁ। ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତାଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ। ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛନ୍ତି, ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଚାହୁଁଥିଲେ।
ଗୀତସଂହିତା 37:14
ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି। ସମାନେେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି। ସମାନେେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଚାହାଁନ୍ତି।
ଗୀତସଂହିତା 109:31
କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।
ଗୀତସଂହିତା 140:5
ସହେି ଗର୍ବୀ ଲୋକମାନେ ମାେ ପାଇଁ ଫାନ୍ଦ ବିଛାଇଛନ୍ତି। ସମାନେେ ମାେତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସମାନେେ ମାେ ପଥରେ ୟନ୍ତା ବିଛାଇଛନ୍ତି।
ହିତୋପଦେଶ 14:31
ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ୟିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ଯକ୍ତି ହୁଏ।
ହିତୋପଦେଶ 22:16
ଯେଉଁଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କବଳେ ଅଭାବ ଘଟିବ।
ହିତୋପଦେଶ 28:15
ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।
ଯିଶାଇୟ 3:15
ତୁମ୍ଭମାନେେ କେଉଁ ଅଧିକାର ରେ ମାରେ ଲୋକମାନଙ୍କୁ ଅତ୍ଯାଚାର କଲ ? କେଉଁ ଅଧିକାର ରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ ?' ମାରେ ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ଯିଶାଇୟ 32:7
ଆଉ ମଧ୍ଯ ଖଳ ଲୋକର ଉପାଯ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ଯା ଅଭିଯୋଗ ସାହାୟ୍ଯ ରେ ଧ୍ବଂସ କରିବାକୁ ଶପଥ ନିଏ, ଯଦିବା ସେତବେେଳେ ସହେି ଦରିଦ୍ର ଲୋକ ଯାହା କ ହେ, ତାହା ସଠିକ୍।
ଯିରିମିୟ 5:26
କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।
ଆୟୁବ ପୁସ୍ତକ 5:15
ପରମେଶ୍ବର ଗରିବ ଲୋକମାନଙ୍କୁ ସହେି ଚତୁର ଲୋକଙ୍କର କଟୁବାକ୍ଯର ରକ୍ଷା କରନ୍ତି। ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।