Base Word
רֶשֶׁת
Short Definitiona net (as catching animals)
Long Definitionnet
Derivationfrom H3423
International Phonetic Alphabetrɛˈʃɛt̪
IPA modʁɛˈʃɛt
Syllablerešet
Dictionreh-SHET
Diction Modreh-SHET
Usagenet(-work)
Part of speechn-f

ଯାତ୍ରା ପୁସ୍ତକ 27:4
ପିତ୍ତଳ ରେ ଏକ ଜାଲି କରିବ ଓ ତା' ଉପରେ ଚାରି କୋଣ ରେ ପିତ୍ତଳର ଚାରକଡା କରିବ।

ଯାତ୍ରା ପୁସ୍ତକ 27:4
ପିତ୍ତଳ ରେ ଏକ ଜାଲି କରିବ ଓ ତା' ଉପରେ ଚାରି କୋଣ ରେ ପିତ୍ତଳର ଚାରକଡା କରିବ।

ଯାତ୍ରା ପୁସ୍ତକ 27:5
ୟଜ୍ଞବଦେୀର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ୟଜ୍ଞବଦେୀର ମଧ୍ଯଭାଗ ପର୍ୟ୍ଯନ୍ତ ପାଇବା ଉଚିତ୍।

ଯାତ୍ରା ପୁସ୍ତକ 38:4
ଏହାପରେ ସେ ୟଜ୍ଞବଦେୀ ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ୟଜ୍ଞବଦେୀର ଧାର ରେ ବାନ୍ଧିଲେ। ଯାହାକି ୟଜ୍ଞବଦେୀର ମଝି ପର୍ୟ୍ଯନ୍ତ ଆସିଲା।

ଆୟୁବ ପୁସ୍ତକ 18:8
ତାଙ୍କ ନିଜର ପାଦ ତାଙ୍କୁ ୟନ୍ତା ଭିତରକୁ ଟାଣି ନବେ। ସେ ସହେି ୟନ୍ତା ଭିତରକୁ ୟାଇ ତା' ଭିତ ରେ ବନ୍ଦୀ ହବେ।

ଗୀତସଂହିତା 9:15
ଅନ୍ୟ ରାଜ୍ଯର ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ୟନ୍ତା ବସାନ୍ତି। କିନ୍ତୁ ସମାନେେ ନିଜେ ବସାଇ ଥିବା ୟନ୍ତାରେ ପଡ଼ନ୍ତି। ସହେି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥାଆନ୍ତି କିନ୍ତୁ ଶଷେରେ ସମାନେେ ନିଜେ ସହେି ଜାଲରେ ଧରାପଡ଼ନ୍ତି।

ଗୀତସଂହିତା 10:9
ସହେି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ୟାଆନ୍ତି ସମାନେେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସହେି ନିରୀହ ଲୋକମାନେ ସହଜରେ ସହେି ଦୁଷ୍ଟମାନଙ୍କ ଦ୍ବାରା ବସାୟାଇଥିବା ୟନ୍ତାରେ ପଡ଼ି ୟାଆନ୍ତି।

ଗୀତସଂହିତା 25:15
ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ। ସେ ସଦାସର୍ବଦା ମାେତେ ମାରେ ବିପଦରୁ ମୁକ୍ତ କରନ୍ତି।

ଗୀତସଂହିତା 31:4
ମାରେ ଶତ୍ରୁମାନେ ମାେ ସମ୍ମୁଖରେ ଏକ ୟନ୍ତା ବସାଇଛନ୍ତି। ସମାନଙ୍କେ ସହେି ୟନ୍ତାରୁ ମାେତେ ଉଦ୍ଧାର କର। ତୁମ୍ଭେ ମାରେ ନିରାପଦ ସ୍ଥଳ।

ଗୀତସଂହିତା 35:7
ମୁଁ କୌଣସି ଭୁଲ କାର୍ୟ୍ଯ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମାେତେ ୟନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସମାନେେ ମାେତେ ୟନ୍ତାରେ ପକାଇବାକୁ ଉଦ୍ଯମ କରିଥିଲେ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்