Proverbs 31:1
ଏହା ହେଉଛି ରାଜା ଲମୁଯଲଙ୍କେର ଉପଦେଶ ପୂର୍ଣ୍ଣ ବାକ୍ଯ। ଯାହାକି ସେ ତାଙ୍କର ମାତାଙ୍କଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ।
Proverbs 31:1 in Other Translations
King James Version (KJV)
The words of king Lemuel, the prophecy that his mother taught him.
American Standard Version (ASV)
The words of king Lemuel; the oracle which his mother taught him.
Bible in Basic English (BBE)
The words of Lemuel, king of Massa: the teaching which he had from his mother.
Darby English Bible (DBY)
The words of king Lemuel, the prophecy that his mother taught him:
World English Bible (WEB)
The words of king Lemuel; the oracle which his mother taught him.
Young's Literal Translation (YLT)
Words of Lemuel a king, a declaration that his mother taught him:
| The words | דִּ֭בְרֵי | dibrê | DEEV-ray |
| of king | לְמוּאֵ֣ל | lĕmûʾēl | leh-moo-ALE |
| Lemuel, | מֶ֑לֶךְ | melek | MEH-lek |
| prophecy the | מַ֝שָּׂ֗א | maśśāʾ | MA-SA |
| that | אֲֽשֶׁר | ʾăšer | UH-sher |
| his mother | יִסְּרַ֥תּוּ | yissĕrattû | yee-seh-RA-too |
| taught | אִמּֽוֹ׃ | ʾimmô | ee-moh |
Cross Reference
ହିତୋପଦେଶ 6:20
ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।
ହିତୋପଦେଶ 1:8
ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:5
ପ୍ରଥମ ରେ ସହେି ବିଶ୍ବାସ ତୁମ୍ଭର ମାତାମହୀ ଲୋଯି ଓ ମାତା ଇଉନୀକୀଙ୍କଠା ରେ ଥିଲା।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:15
ପିଲାବଳେୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସହେି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ ସହେି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ ରେ ମୁକ୍ତି ଆଡ଼କୁ ଆଗଇନବେେ।
ହିତୋପଦେଶ 30:1
ଏଗୁଡ଼ିକ ହେଉଛି ୟାକିର ପୁତ୍ର ଆଗୁରର ଜ୍ଞାନପୂର୍ଣ୍ଣ କଥା। ଏହା ହେଉଛି ଈଥୀଯଲେ ଓ ଉକଲଙ୍କ ପାଇଁ ବାର୍ତ୍ତା।