Base Word
יָסַר
Short Definitionto chastise, literally (with blows) or figuratively (with words); hence, to instruct
Long Definitionto chasten, discipline, instruct, admonish
Derivationa primitive root
International Phonetic Alphabetjɔːˈsɑr
IPA modjɑːˈsɑʁ
Syllableyāsar
Dictionyaw-SAHR
Diction Modya-SAHR
Usagebind, chasten, chastise, correct, instruct, punish, reform, reprove, sore, teach
Part of speechv

ଲେବୀୟ ପୁସ୍ତକ 26:18
ଏସବୁ ହେଲାପରେ ଯବେେ ତୁମ୍ଭେ ଆମ୍ଭ ବାକ୍ଯ ରେ ମନୋୟୋଗ ନ କରିବ ତବେେ ଆମ୍ଭେ ତୁମ୍ଭମାନଙ୍କର ପାପ ୟୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦବୋ।

ଲେବୀୟ ପୁସ୍ତକ 26:23
ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,

ଲେବୀୟ ପୁସ୍ତକ 26:28
ତବେେ ଆମ୍ଭେ କୋର୍ଧ ରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦବୋ।

ଦିତୀୟ ବିବରଣ 4:36
ସଦାପ୍ରଭୁ ଉପଦେଶ ଦବୋ ନିମନ୍ତେ ସ୍ବର୍ଗରକ୍ସ୍ଟ ତୁମ୍ଭକୁ ଆପଣା କଥା ଶକ୍ସ୍ଟଣାଇଲେ ଓ ପୃଥିବୀ ରେ ତୁମ୍ଭକୁ ଆପଣା ମହାଅଗ୍ନି ଦଖାଇେଲେ। ତୁମ୍ଭମାନେେ ଅଗ୍ନି ମଧ୍ଯରକ୍ସ୍ଟ ତାଙ୍କ ବାକ୍ଯ ଶକ୍ସ୍ଟଣି ପାରିଲ।

ଦିତୀୟ ବିବରଣ 8:5
ତେଣୁ ତୁମ୍ଭମାନେେ ହୃଦଯର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କକ୍ସ୍ଟ ଯେପରି ଅନକ୍ସ୍ଟଶାସିତ କରେ ସହେିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଅନକ୍ସ୍ଟଶାସିତ କରିଛନ୍ତି।

ଦିତୀୟ ବିବରଣ 8:5
ତେଣୁ ତୁମ୍ଭମାନେେ ହୃଦଯର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କକ୍ସ୍ଟ ଯେପରି ଅନକ୍ସ୍ଟଶାସିତ କରେ ସହେିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଅନକ୍ସ୍ଟଶାସିତ କରିଛନ୍ତି।

ଦିତୀୟ ବିବରଣ 21:18
ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।

ଦିତୀୟ ବିବରଣ 22:18
ଏହାପରେ ନଗରର ପ୍ରାଚୀନମାନେ ସହେି ପୁରୁଷକକ୍ସ୍ଟ ଧରି ଶାସ୍ତି ଦବେ।

ପ୍ରଥମ ରାଜାବଳୀ 12:11
ମାରେ ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭରୀ ୟୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା କୋରଡା ରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡିଲା ୟନ୍ତ୍ରଣା ପରି ତୁମ୍ଭକୁ ତିକ୍ଷ୍ଣ କୋରଡା ବ୍ଯବହାର କରିବି, ଯାହାଦ୍ବାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହବେ।'

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்