ହିତୋପଦେଶ 23:7 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 23 ହିତୋପଦେଶ 23:7

Proverbs 23:7
ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ଯ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପା ରେ, ଖାଅ ପିଅ କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ।

Proverbs 23:6Proverbs 23Proverbs 23:8

Proverbs 23:7 in Other Translations

King James Version (KJV)
For as he thinketh in his heart, so is he: Eat and drink, saith he to thee; but his heart is not with thee.

American Standard Version (ASV)
For as he thinketh within himself, so is he: Eat and drink, saith he to thee; But his heart is not with thee.

Bible in Basic English (BBE)
For as the thoughts of his heart are, so is he: Take food and drink, he says to you; but his heart is not with you.

Darby English Bible (DBY)
For as he thinketh in his soul, so is he. Eat and drink! will he say unto thee; but his heart is not with thee.

World English Bible (WEB)
For as he thinks about the cost, so he is. "Eat and drink!" he says to you, But his heart is not with you.

Young's Literal Translation (YLT)
For as he hath thought in his soul, so `is' he, `Eat and drink,' saith he to thee, And his heart `is' not with thee.

For
כִּ֤י׀kee
as
כְּמ֥וֹkĕmôkeh-MOH
he
thinketh
שָׁעַ֥רšāʿarsha-AR
heart,
his
in
בְּנַפְשׁ֗וֹbĕnapšôbeh-nahf-SHOH
so
כֶּ֫ןkenken
is
he:
ה֥וּאhûʾhoo
Eat
אֱכ֣וֹלʾĕkôlay-HOLE
drink,
and
וּ֭שְׁתֵהûšĕtēOO-sheh-tay
saith
יֹ֣אמַרyōʾmarYOH-mahr
heart
his
but
thee;
to
he
לָ֑ךְlāklahk
is
not
וְ֝לִבּ֗וֹwĕlibbôVEH-LEE-boh
with
thee.
בַּלbalbahl
עִמָּֽךְ׃ʿimmākee-MAHK

Cross Reference

ଗୀତସଂହିତା 12:2
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।

ବିଚାରକର୍ତାମାନଙ୍କ ବିବରଣ 16:15
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହାଲା, ତୁମ୍ଭେ ପକ୍ସ୍ଟଣି ଥରେ ମାେତେ କହିଲ, ତୁମ୍ଭେ କିପରି କହିପାରକ୍ସ୍ଟଛ, 'ମୁ ତୁମ୍ଭକୁ ଭଲ ପାଏ,' ତୁମ୍ଭେ କେତବେେଳେ ହେଲେ ମାେତେ ବିଶ୍ବାସ କରୁନାହଁ? ତୁମ୍ଭର ମହାବଳ କେଉଁଥି ରେ ଅଛି ମାେତେ କହି ନାହଁ। ତୁମ୍ଭେ ମାେତେ ତିନି ଥର ୟାକ ବୋକା ବନାଇଲ।

ଗୀତସଂହିତା 55:21
ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।

ଲୂକଲିଖିତ ସୁସମାଚାର 11:37
ଯୀଶୁ ତାହାଙ୍କ କଥା ଶଷେ କଲାବଳକେୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗ ରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡିଲେ।

ଲୂକଲିଖିତ ସୁସମାଚାର 7:39
ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।

ହିତୋପଦେଶ 19:22
ଜଣେ ଲୋକ ତାଙ୍କର ବିଶ୍ବାସ ଜରିଆ ରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ଯାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ ରେଷ୍ଠ। ୟିଏ ଯାହାକୁ ବିଶ୍ବାସ କରାୟାଇପା ରେ ନାହିଁ।

ଦାନିଏଲ 11:27
ପୁଣି ଦୁଇ ରାଜା ପରସ୍ପରର ଅନିଷ୍ଟ କରିବାକୁ ଚେଷ୍ଟା କରିବେ। ସମାନେେ ଏକା ମଜେ ଉପ ରେ ବସି ପରସ୍ପର ମିଥ୍ଯା କଥା କହିବେ। ମାତ୍ର ସମାନେେ ସଫଳ ହବେେ ନାହିଁ। କାରଣ ପରମେଶ୍ବର ସମାନଙ୍କେର ସମାପ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବେ।

ମାଥିଉଲିଖିତ ସୁସମାଚାର 9:3
କେତକେ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସମାନେେ ନିଜ ନିଜ ଭିତ ରେ କୁହାକୁହି ହେଲେ, ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ବର। ଏହାଦ୍ବାରା ସେ ପରମେଶ୍ବରଙ୍କ ନିନ୍ଦା କରୁଛି।